ଆନ୍ଦୋଳନକୁ ଓହ୍ଲାଇଛି ରାଜ୍ୟ ଯୋଗାଣ ସହାୟକ ସଂଘ, ରାସନ ଚାଉଳ ପାଇଁ ହନ୍ତସନ୍ତ ୨୦ ଜିଲ୍ଲାର ହିତାଧିକାରୀ

ଭୁବନେଶ୍ବର: ରାଜ୍ୟରେ ୧୩ ଦିନ ହେବ ଯୋଗାଣ ସେବା ଠପ୍ । ରାସନ ଚାଉଳ ପାଇଁ ହନ୍ତସନ୍ତ ହେଉଛନ୍ତି ୨୦ ଜିଲ୍ଲାର ଲୋକ । ଗତ ୭ ତାରିଖରୁ ସମୂହ ଛୁଟିରେ ରହି ଆନ୍ଦୋଳନକୁ ଓହ୍ଲାଇଛି ରାଜ୍ୟ ଯୋଗାଣ ସହାୟକ ସଂଘ । ସ୍ଥାୟୀ ନିଯୁକ୍ତି ଦାବିରେ ୧୩ ଦିନରେ ପହଞ୍ଚିଲା ଅନିର୍ଦ୍ଦିଷ୍ଟକାଳର ଧାରଣା । ହଜାର

ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ୫୨ଟି କେନ୍ଦ୍ରରେ ପରୀକ୍ଷା ବାତିଲ୍

ଜୟପୁର: ପୁଣି ପ୍ରଶ୍ନପତ୍ର ଲିକ୍ । କୋରାପୁଟ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ । UG ଦ୍ବୀତିୟ ବର୍ଷ ସେକେଣ୍ଡ ସେମିଷ୍ଟରର ଇଂରାଜୀ ପ୍ରଶ୍ନପତ୍ର ଲିକ୍ ସୂଚନା । ଆଜି UG ଦ୍ବୀତିୟ ବର୍ଷ ସେକେଣ୍ଡ ସେମିଷ୍ଟାରର ଇଂରାଜୀ ପରିକ୍ଷା ଅପରାହ୍ଣ ୨ଟାରେ ଥିଲା । କିନ୍ତୁ ଠିକ୍ ଦିନ

ଓଲଟିଲା ବସ୍, ୩୦ରୁ ଅଧିକ ଯାତ୍ରୀ ଆହତ

ନୀଳଗିରି: ବାଲେଶ୍ବର ନୀଳଗିରି ଛତ୍ରପୁରଠାରେ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଥିବା ବେଳେ ୩୦ରୁ ଅଧିକ ଯାତ୍ରୀ ଆହତ । ବଙ୍ଗୀୟ ପର୍ଯ୍ୟଟକ ମୟୂରଭଞ୍ଜର ଦେବକୁଣ୍ଡରୁ ବୁଲାବୁଲି ସାରି ନୀଳଗିରିର ପଞ୍ଚଲିଙ୍ଗେଶ୍ଵର ଅଭିମୁଖେ ଯାଉଥିଲେ । ଏହି ସମୟରେ ଦୁଇଟି ଗୋରୁଙ୍କୁ

ପୁଣି ଅଚଳ ଗୋପାଳପୁରର ଡପଲର ରାଡାର, ୨୨ ସୁଦ୍ଧା କାର୍ଯ୍ୟକ୍ଷମ ନେଇ ସୂଚନା

ବ୍ରହ୍ମପୁର: ପୁଣି ଅଚଳ ଗୋପାଳପୁରର ଡପଲର ରାଡାର । ୨୨ତାରିଖରୁ ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା । ଗଞ୍ଜାମ ଜିଲ୍ଲାରେ ୨୦୧୩ ମସିହା ଫାଇଲିନ ବାତ୍ୟା ପରେ ୨୦୧୭ ମସିହାରେ ଗୋପାଳପୁରରେ ସ୍ଥାପନ ହୋଇଥିଲା ଡପଲର ରାଡାର । ପ୍ରାୟ ୨୫୦ କିଲୋମିଟର ଦୂରତା ଭିତରର

୧୨ଟି ବିଦ୍ୟାଳୟରୁ କଟିଲା ଲାଇନ୍, ଛାତ୍ରଛାତ୍ରୀ ହନ୍ତସନ୍ତ

ପିପିଲି : ବିଦ୍ୟୁତ ବିଭାଗର ମନମାନି । ୧୨ଟି ବିଦ୍ୟାଳୟରୁ କଟିଲା ଲାଇନ୍। ବାରଣ୍ଡାରେ ପଢିଲେ ପାଠ । ପୁରୀ ଜ଼ିଲ୍ଲା ଡେଲାଙ୍ଗର ୧୨ଟି ବିଦ୍ୟାଳୟରୁ କଟିଲା ଲାଇନ୍, ଗଛ ମୂଳ ଓ ବାହାରେ ପଢିଲେ ପାଠ । ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଏବେ ସ୍କୁଲ ପିଲାଙ୍କ ପାଠପଢ଼ାରେ

ବରଗଡ଼ ପାତିକାରପଲ୍ଲି ଗାଁରେ ଗୋଷ୍ଠୀ ସଂଘର୍ଷ, ୧୦ ଆହତ

ବରଗଡ଼: ବରଗଡ଼ ପାତିକାରପଲ୍ଲି ଗାଁରେ ଗୋଷ୍ଠୀ ସଂଘର୍ଷ। ଗୋଷ୍ଠୀ ସଂଘର୍ଷରେ ୧୦ ଜଣ ଆହତ । ସାମାନ୍ୟ କଥା କଟାକଟିକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଛି । ସାମାନ୍ୟ କଥା କଟାକଟିକୁ କେନ୍ଦ୍ର

ରାସ୍ତା ପ୍ରଶସ୍ତୀକରଣ ଆଳରେ ଗଛ କାଟିବା ପଡ଼ିଲା ମହଙ୍ଗା, ଫରେଷ୍ଟର ନିଲମ୍ବିତ

ନବରଙ୍ଗପୁର : ରାସ୍ତା ପ୍ରଶସ୍ତୀକରଣ ନାଁରେ ଗଛ କାଟିବା ପଡ଼ିଲା ମହଙ୍ଗା । ଫରେଷ୍ଟର ନିଲମ୍ବିତ । ରାସ୍ତା ପ୍ରଶସ୍ତୀକରଣ ନାଁରେ ନୀଳଗିରି ଗଛ କାଟିବା ଘଟଣାରେ ତତ୍କାଳୀନ ଝରିଗାଁ ରେଞ୍ଜ ମୋହରା ସେକ୍ସନ ଫରେଷ୍ଟର ତଥା ବର୍ତ୍ତମାନର ଡାବୁଗାଁ ରେଞ୍ଜ ମୈଦଲପୁର ସେକ୍ସନ ଫରେଷ୍ଟର ବିପିନକୁମାର

ଗଣେଶ ପୂଜା ଭସାଣି ବେଳେ ଜେନେରେଟରରେ ଲାଗିଲା ନିଆଁ, ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର  : ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଅଭାବନୀୟ ଘଟଣା । ଜେନେରେଟର ନିଆଁ ଲାଗି ୫ ଜଣ ଶିଶୁ ପୋଡ଼ି ଗୁରୁତର । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରରେ ମେଢ଼ ଭସାଣି ଶୋଭାଯାତ୍ରା ସମୟରେ ଏକ ଟ୍ରାକ୍ଟର ଉପରେ ଜେନେରେଟର ରଖାଯାଇଥିଲା । ଏହା ନିକଟରେ ପେଟ୍ରୋଲ୍ ଜାର୍

୨୧ରୁ ଓଡ଼ିଶା ପୋଲିସର ରାଜ୍ୟବ୍ୟାପୀ ‘ଦମନ’ ଅଭିଯାନ

କଟକ: ଓଡ଼ିଶା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ‘ଦମନ’ ଆରମ୍ଭ ହେବ । ଆଗାମୀ ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ଅପରାଧୀ ଓ ଅସାମାଜିକଙ୍କ ଉପରେ କଡ଼ା ପଦକ୍ଷେପ ନେବା ପାଇଁ ଏହି ଅଭିଯାନ କରାଯିବ । ସେପ୍ଟେମ୍ବର ୨୧ରୁ ୩୦ ପର୍ଯ୍ୟନ୍ତ ଓଡ଼ିଶାରେ ‘ଦମନ’

ହଷ୍ଟେଲ୍ ଛାତରୁ ପଡି ଛାତ୍ର ମୃତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ ‘ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ’ (NISER) ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ହଷ୍ଟେଲ୍ ଛାତରୁ ଖସିପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ପରିଚୟ ବିନୟ