ରାଜଧାନୀରେ ଜଳିଗଲା ଆଉ ଏକ ଆମ ବସ
ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ବରରେ ପୁଣିଥରେ ‘ଆମ ବସ’ରେ ନିଆଁ । ପଟିଆରେ ଥିବା ଏକ ବସ୍ ଡିପୋରେ ବସରେ ଅଗ୍ନିକାଣ୍ଡ ଘଟିଛି । ବସରେ ନିଆଁ ଲାଗିବା ପରେ ସାରା ଅଞ୍ଚଳରେ ଧୂଆଁମୟ ହୋଇଯାଇଥିଲା । ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ!-->…