ବଙ୍ଗୋପସାଗରରେ ୪.୪ ତୀବ୍ରତାର ଭୂକମ୍ପ
ଭୁବନେଶ୍ୱର, ୧୩/୧୨ : ଶନିବାର ବଙ୍ଗୋପସାଗରରେ ରିକ୍ଟର ସ୍କେଲରେ ୪.୪ ତୀବ୍ରତାର ଏକ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି | ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (National Center for Seismology – NCS) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ୧୧ଟା ୪୮ ମିନିଟ୍ ୨୧!-->…