Browsing Category

ଓଡିଶା

ଗଣେଶ ଭସାଣୀ ସମୟରେ ବୁଡ଼ିଗଲେ ଦୁଇ ଭାଇ

ବାଲେଶ୍ଵର : ଗଣେଶ ପୂଜା ଭସାଣୀ ସମୟରେ ଘଟିଲା ଅଘଟଣ । ଘଟଣା ଟି ଘଟିଛି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ କୁଳି ଗାଁ ରେ । ଏହି ଘଟଣାରେ ଦୁଇ ଭାଇ ବୁଡ଼ି ଯାଇଛନ୍ତି । ପୋଖରୀରେ ବୁଡ଼ି ଯାଇ ସାନ ଭାଇଙ୍କର ଜୀବନ ଚାଲି ଯାଇଛି । ବଡ଼ ଭାଇ ଗୁରୁତର

କେନ୍ଦ୍ରାପଡ଼ାରେ କୁକୁଡ଼ାମରା ଅଭିଯାନ

କେନ୍ଦ୍ରାପଡ଼ା: ଡେରାବିଶ ବ୍ଳକ ଏଣ୍ଡର ଓ ବାଲିଆ ପଞ୍ଚାୟତରେ ବାର୍ଡ ଫ୍ଲୁ ଆତଙ୍କ । କୁକୁଡ଼ା ଫାର୍ମରୁ କୁକୁଡ଼ାଙ୍କ ନମୁନା ପରୀକ୍ଷା ପରେ ବାର୍ଡ ଫ୍ଲୁ ସଂକ୍ରମଣ ହୋଇଥିବା ସ୍ପଷ୍ଟ ହୋଇଛି । ସଂକ୍ରମଣ ଚିହ୍ନଟ ପରେ ସଂକ୍ରମିତ ଅଞ୍ଚଳର ୧ କିମି ପରିସର ମଧ୍ୟରେ ଥିବା ଫାର୍ମର ସମସ୍ତ କୁକୁଡ଼ା

ନୂଆଁଖାଇ ଉପଲକ୍ଷେ ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ନବୀନ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସମ୍ବଲପୁର ଜିଲ୍ଲା ।  ନୂଆଁଖାଇ ପାଇଁ ଦୂରଦୂରାନ୍ତରେ ଥିବା ଲୋକେ ଘରକୁ ଫେରିଛନ୍ତି । ହାଟବଜାର ଗହଳ ଚହଳ ।  ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କୁ ନବାନ୍ନ ଅର୍ପଣ ହେବ । ଏହା ପରେ ପରିବାରର ସମସ୍ତ ସଦସ୍ୟ

ନୂଆଁଖାଇ: ମା’ ସମଲେଶ୍ୱରୀ ଓ ପାଟଣେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

ସମ୍ବଲପୁର: ଆଜି ପଶ୍ଚିମ ଓଡିଶା ଗଣପର୍ବ ନୂଆଁଖାଇ । ଉତ୍ସବମୁଖର ପୁର ପଲ୍ଲୀ । ଏହି ଅବସରରେ ଆଜି ଅମୃତ ବେଳାରେ ଇଷ୍ଟ ଦେବୀ ମା’ ସମଲେଇଙ୍କ ଠାରେ ଲାଗି ହୋଇଛି ନବାନ୍ନ । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ସକାଳ ୯.୧୨ ରୁ

ବଜ୍ରପ୍ରାତରେ ଯୁବକଙ୍କ ମୃତ୍ୟୁ

ଚିକିଟୀ : ଏହି ବ୍ଲକ ଗୋଳନ୍ଥରା ଥାନା ଅଧିନସ୍ଥ ଗିରିସୋଲା ଗ୍ରାମପଞ୍ଚାୟତର ଏରେଣ୍ଡ୍ରl ଗାଁର ଜୁରିଆ ପ୍ରଧାନ (୫୫) ନିଜ ଜମିକୁ ହଳ କରିବାକୁ ଯାଇଥିବା ବେଳେ ପ୍ରଚଣ୍ଡ ବଜ୍ରାଘାତ ଘଟିଥିଲା l ଏହି ବଜ୍ରା ଘାତରେ ଯୁବକ ଜଣକ ଟଳି ପଡ଼ିଥିଲେ l ଘଟଣା ଘଟିବା ପରେ କିଛି ଦୂରରେ ଥିବା ଅନ୍ୟ ମୁଲିଆ

ଆବେଦନ ବେଳେ ଖୋଲୁନି ‘ସୁଭଦ୍ରା’ ପୋର୍ଟାଲ

ଭୁବନେଶ୍ବର : ‘ସୁଭଦ୍ରା’ ଯୋଜନାରେ ଆବେଦନ ବେଳେ ଖୋଲୁନି ପୋର୍ଟାଲ। ଭଦ୍ରକ ଧାମନଗର ବ୍ଲକରୁ ଆଜି ଏମିତି କିଛି ଅଭିଯୋଗ ଆସିଛି। ଏପିରକି ଗତ ୩ ଦିନ ଧରି ଅନଲାଇନରେ ଆବେଦନ କରିବା ସମ୍ଭବ ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି। ବହୁ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ପୋର୍ଟାଲ ଖୋଲୁନଥିବାରୁ

ଏକାଦଶ ଶ୍ରେଣୀ ନାମଲେଖା ପାଇଁ ସାମ୍ସକୁ ଛାତ୍ରଛାତ୍ରୀଙ୍କ ତଥ୍ୟ ଦେବ ଉଚ୍ଚ ବିଦ୍ୟାଳୟ

ଭୁବନେଶ୍ବର : ଗଣେଶ ପୂଜାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବଡ଼ ଘୋଷଣା । ଏଣିକି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ନାମଲେଖା ପାଇଁ ସାମ୍ସକୁ ଛାତ୍ରଛାତ୍ରୀଙ୍କ ତଥ୍ୟ ଦେବ ଉଚ୍ଚ ବିଦ୍ୟାଳୟ । ନବମରେ ପଢିଥିବା ଛାତ୍ରଛାତ୍ରୀମାନଙ୍କ ଅନଲାଇନ ପଞ୍ଜୀକରଣ ନେଇ ବ୍ୟବସ୍ଥା ହୋଇଛି

ସୁଭଦ୍ରା ଯୋଜନା ହେବ ଆମ ଅସ୍ମିତାର ପରିଚୟ-ମୁଖ୍ୟମନ୍ତ୍ରୀ

ସୁଭଦ୍ରା ରଥର ଶୁଭ ଉଦଘାଟନ ଭୁବନେଶ୍ୱର: ଆଗାମୀ ୧୭ ତାରିଖରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା। ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିବ। ଏହି ଯୋଜନା ସମ୍ପର୍କରେ ରାଜ୍ୟବ୍ୟାପୀ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆଜି ଭୁବନେଶ୍ବର

ନିଜ ଆଗ୍ରହ ମୁତାବକ ବିଷୟ ବାଛି ପଢ଼ିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଆଜି ଉଚ୍ଚ ମାଧ୍ୟମିକ ପରିଷଦ (ସିଏଚଏସଇ) ର ୪୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୋଲିସ ନିଯୁକ୍ତି ବୋର୍ଡ଼ର ଅଧ୍ୟକ୍ଷ ତଥା ଅଗ୍ନିଶମ ବାହିନୀର ପୂର୍ବତନ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିଷଦର ଉତ୍ତୋରତ୍ତର ଉନ୍ନତି

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର :ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଗଣମାଧ୍ୟମ ଜରିଆରେ ବାରମ୍ବାର ଲୋକଙ୍କୁ ସଚେତନତା ବାର୍ତ୍ତା ଦେଉଛନ୍ତି l ତଥାପି ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ରହିଛି, ଯାହା