Browsing Category

ଓଡିଶା

ଗୃହରେ ଉଠିଲା ବିଧାୟକମାନଙ୍କ ପେନସନ ବୃଦ୍ଧି ଦାବି

ଭୁବନେଶ୍ୱର: ଗୃହରେ ଉଠିଲା ବିଧାୟକମାନଙ୍କ ପେନସନ ବୃଦ୍ଧି ପ୍ରସଙ୍ଗ। ସ୍ୱର ମିଳାଇଲେ କଂଗ୍ରେସ ଓ ବିଜେଡି। ବିଧାୟକ ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ ଆଜି ଗୃହରେ ପ୍ରଶ୍ନକାଳ ଚାଲିଥିବା ବେଳେ ଦାବି ରଖିଥିଲେ ବିଧାୟକ। ଏଥିପାଇଁ ବିଧାୟକ ତାରା ବାହିନୀ ପତି, ସନାତନ ବିଜୁଳି ଓ

ବିଜୁ ଜନତା ଦଳ ସବୁବେଳେ ମା’ମାନଙ୍କ ସହ ରହି ଆସିଛି : ନବୀନ

ବିଜୁ ମହିଳା ଜନତା ଦଳ କର୍ମକର୍ତ୍ତାଙ୍କୁ ନବୀନଙ୍କ ଉଦ୍ ବୋଧନ । ବିଜୁ ଜନତା ଦଳ ସବୁବେଳେ ମା’ମାନଙ୍କ ସହ ରହିଆସିଛି । ଦେଶରେ ବିଜୁବାବୁ ମା’ମାନଙ୍କ ସଶକ୍ତୀକରଣ ମୂଳଦୁଆ ପକାଇଥିଲେ । ମିଶନ ଶକ୍ତି କାର୍ଯ୍ୟକ୍ରମରେ ୭୦ ଲକ୍ଷ ମା’ମାନଙ୍କୁ ଏକାଠି କରିଛି ବିଜେଡି । ମାଗଣା ବିଜୁଳି ଓ ସୁଭଦ୍ରା

ମହାନଦୀକୁ ଡେଇଁ ଜୀବନ ହାରିଲେ ଯୁବକ, ଜଣେ ମୃତ ଓ ଅନ୍ୟଜଣେ ନିଖୋଜ

କଟକ: କଟକର ମହାନଦୀ ନଦୀକୁ ଯୁବକ ଡେଇଁବା ଘଟଣା। ବୁଧବାର ଦିନ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ସକାଳେ କଟକସ୍ଥିତ ଜଗତପୁର-କେନ୍ଦ୍ରାପଡା କେନାଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିଲେ। ତେବେ ସେ ମଙ୍ଗଳବାର

ସେପ୍ଟେମ୍ବର ସୁଦ୍ଧା ମିଳିବ ନୂଆ ରାସନ କାର୍ଡ

ଭୁବନେଶ୍ୱର: ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ଯରେ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ। ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଛି। ନୂଆ ରାସନ କାର୍ଡ ପାଇଁ ଏବେ

ଜାଲ ନୋଟ କାରବାରରେ ଓଡ଼ିଶା ଲିଙ୍କ, ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ଓଡିଶାର

ବାସୁଦେବପୁର : ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ଏକ ମଦ୍ରାସାରେ ନକଲି ନୋଟ୍ ରାକେଟର ପର୍ଦାଫାସ ହୋଇଛି । ଏହି ରାକେଟରେ ପୋଲିସ ମଦ୍ରାସାର ପ୍ରିନ୍ସିପାଲଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ଯେଉଁଥିରୁ ଦୁଇ ଜଣ ଭଦ୍ରକର ତଫସିରୁଲ ଆରିଫିନ୍ ଓ ଜାହିର ଖାନ୍ ବୋଲି ଜଣାପଡ଼ି

ହଷ୍ଟେଲ୍‌ ଛାତରୁ ଡେଇଁ ପଡ଼ିଲେ ଭୁବନେଶ୍ୱର ଆଇଆଇଟି ଛାତ୍ରୀ

ଭୁବନେଶ୍ୱର: ୫ ମହଲା ଛାତରୁ ଡେଇଁ ପଡ଼ିଲେ ଭୁବନେଶ୍ୱର ଆଇଆଇଟି ଛାତ୍ରୀ। ଅରୁଗୁଳ ଆଇଆଇଟି କ୍ୟାମ୍ପସରୁ ଜଣେ ତୃତୀୟ ବର୍ଷ ବିଟେକ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ରୀଙ୍କ ଘର ଦିଲ୍ଲୀରେ ଥିବା ବେଳେ ତାଙ୍କ ନାମ କ୍ରୀତିକା ରାଜ ବୋଲି ସୂଚନା ରହିଛି। ସୂଚନା ଅନୁଯାୟୀ, ଗତକାଲି

୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରୁ ମୂଳପୋଛ ହେବେ ମାଓବାଦୀ: ଡିଜିପି

ଭୁବନେଶ୍ୱର : ନକ୍ସଲ ମୁକ୍ତ ହେବ ଓଡ଼ିଶା । ୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରୁ ମାଓବାଦୀ ମୂଳପୋଛ ହେବେ ବୋଲି ଡିଜିପି ୱାଇ ବି ଖୁରାନିଆଙ୍କ ବଡ଼ ବୟାନ । ଗତକାଲି ଛତିଶଗଡ ଦାନ୍ତେନୱାଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ମାଓବାଦୀ ଟଳିପଡ଼ିଛନ୍ତି । ସେଠାରେ ଅପରେସନ୍‌କୁ ଜୋରଦାର

ଗଞ୍ଜାମ ଜିଲ୍ଲା ମଦ ମୃତ୍ୟୁ ବିଭୀଷିକା ସୌଦାଗର ମାନେ ଏବେ ବି ସକ୍ରିୟ, ତଦନ୍ତ କୁ ନେଇ ସନ୍ଦେହ…!!

ମଦ ମାଫିଆ ମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ ହେବ କେବେ…? ଭୁବନେଶ୍ୱର: ୪-୯ ଗଞ୍ଜାମ ଜିଲ୍ଲାର ଚିକିଟି ମଦ ମୃତ୍ୟୁ ପରେ ବି ଜିଲ୍ଲାର ଅଧିକାଂଶ ଅଞ୍ଚଳ ରେ ଏବେବି ଚୋରା ମଦ ପ୍ରସ୍ତୁତି ଚାଲିଛି। ଅବକାରୀ ଓ ପୋଲିସ ବିଭାଗ ଯେଉଁ ଅଞ୍ଚଳକୁ ଯାଉଛନ୍ତି। ସେ ଅଞ୍ଚଳ ରୁ ହଜାର ହଜାର ଲିଟର ପୋଚ

ନିଟ୍ ପରୀକ୍ଷାରେ ଜିଲ୍ଲାର ଟପ୍ପର ହେଇଥିବା ଜଗନ୍ନାଥ ଚୌଧୁରୀ ଙ୍କୁ ଜିଲ୍ଲାପାଳ ନିଜ କାର୍ଯ୍ୟାଳୟରେ ଦେଲେ…

ନବରଙ୍ଗପୁର : ନିଟ୍ ପରୀକ୍ଷାରେ ଜିଲ୍ଲାର ଟପ୍ପର ହେଇଥିବା ପଥରଲସା ର ଯୁବକ ଙ୍କୁ ଜିଲ୍ଲାପାଳ ନିଜ କାର୍ଯ୍ୟାଳୟରେ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣେଇଛନ୍ତି NTA ଦ୍ୱାରା ପ୍ରକାଶ ପାଇଥିବା NEET ପରୀକ୍ଷାରେ ନବରଙ୍ଗପୁର ଜିଲ୍ଲାର ଟପ୍ପର ହେଲେ ଜଗନ୍ନାଥ ଚୌଧୁରୀ lଏହି ସଫଳତା ପାଇଁ ନବରଙ୍ଗପୁର

ବାର୍ଡ ଫ୍ଲୁ ତଦନ୍ତ ନେଇ ଆସନ୍ତାକାଲି ଓଡ଼ିଶାକୁ ଆସିବେ ସେଂଟ୍ରାଲ ଟିମ୍‌

ଭୁବନେଶ୍ବର: ବାର୍ଡ ଫ୍ଲୁ ବ୍ୟାପିଥିବା ନେଇ ଆସନ୍ତାକାଲି ଓଡ଼ିଶାକୁ ସେଂଟ୍ରାଲ ଟିମ୍‌ ଆସିବେ। ଏହି ଟିମ୍‌ର ସଦସ୍ୟମାନେ ବାର୍ଡ଼ ଫ୍ଲୁ ବ୍ୟାପିଥିବା ପୁରୀ ଜିଲ୍ଲାର ପିପିଲି ଅଂଚଳ ବୁଲିବା ସହ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ