Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ନୂଆଁଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେପ୍ଟେମ୍ବର ୮ ତାରିଖରେ ନୂଆଁଖାଇ ପର୍ବ ପଡ଼ୁଛି। ତେବେ ସେହିଦିନ ରବିବାର ପଡୁଛି। ରବିବାର ଛୁଟି ଦିବସ ହୋଇଥିବାରୁ ୯ ତାରିଖ ଅର୍ଥାତ୍ ସୋମବାରକୁ ଛୁଟି ଘୋଷଣା କରାଯାଇଛି।!-->…
ନନ୍ଦନକାନନରେ ୫ ନୂଆ ସଦସ୍ୟ
ଭୁବନେଶ୍ବର : ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୃଦ୍ଧି ପାଇଲା ସିଂହ/ସିଂହୀଙ୍କ ସଂଖ୍ୟା। କାରଣ ଆଜି ୫ ଶାବକଙ୍କୁ ଜନ୍ମ ଦେଇଛି ସିଂହୀ ବିଜ୍ଲୀ। ସିଂହ ସମ୍ରାଟ ଓ ସିଂହୀ ବିଜ୍ଲୀଙ୍କ ମିଳନରୁ ଏହି ୫ ଶାବକ ଜନ୍ମ ହୋଇଛନ୍ତି। ବିଜ୍ଲୀ ଏବେ ତା’ ନବଜାତ ଶାବକମାନଙ୍କ ଯତ୍ନ!-->…
ମଣିଷକୁ ବ୍ୟାପିନି ବାର୍ଡ ଫ୍ଲୁ, କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ ମିଳିବ କ୍ଷତିପୂରଣ
ଭୁବନେଶ୍ବର : ମଣିଷକୁ ସଂକ୍ରମଣ ହୋଇନି ବାର୍ଡ ଫ୍ଲୁ। ପୁରୀ ଜିଲ୍ଲାରୁ ସଂଗୃହୀତ ଅସୁସ୍ଥ ବ୍ୟକ୍ତିଙ୍କ ନମୁନା ନେଗେଟିଭ୍ ଆସିଛି। ବାର୍ଡ ଫ୍ଲୁକୁ ନେଇ ଜାରି ରହିଥିବା ଆତଙ୍କ ଭିତରେ ଆଜି ଏଭଳି ସୂଚନା ଦେଇ ଆଶ୍ୱସ୍ତି ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।ସେ କହିଛନ୍ତି, ପୁରୀ!-->…
କରୋନାକୁ ବଳିଯାଉଛି କିଡନୀ ଆତଙ୍କ: ତିନି ବର୍ଷରେ ୧୫ ମୃତ, ୫୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ
ବରଗଡ଼ : ସୁସ୍ଥ ଓ ସୁନ୍ଦର ସମାଜ ଗଠନ କରିବା ପାଇଁ ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି ହେଲେ ପ୍ରକୃତପକ୍ଷେ ତୃଣମୂଳ ସ୍ତରରେ ତାହା କେତେ କାର୍ଯ୍ୟକ୍ଷମ ହେଉଛି କି ନାହିଁ ତାହାର ହିସାବ ପ୍ରାୟ କାହାରି ପାଖରେ ନାହିଁ।ଏମିତି ଗାଁ ମାନ ରହିଛି ଯେଉଁଠି ସରକାରଙ୍କ ଯୋଜନା ପହଁଚିବା!-->…
ରାଜଧାନୀରେ ଚାଞ୍ଚଲ୍ୟ; ଚାଲିଥିଲା ତନ୍ତ୍ର ସାଧନା, ଦିଆଯାଉଥିଲା ନରବଳି !
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଭଡ଼ା ଘରେ ଚାଲିଥିଲା ତନ୍ତ୍ର ସାଧନା। ଆଉ କାଉଁରୀ କନ୍ୟାଙ୍କୁ ବଳି ଦିଆଯାଉଥିବା ଅଭିଯୋଗ ହେଉଛି। ଘର ଭିତରୁ ହାଡ ଓ ରକ୍ତ ରଞ୍ଜିତ ଗାଙ୍ଗୁଲା ମିଳିଥିବାରୁ ବଳି ଦିଆଯାଉଥିବା ଅଭିଯୋଗକୁ ବଳ ମିଳିଛି। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍!-->…
ପୁଣି ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ, ୫ ବର୍ଷରେ ଆସିବେ ୧୪ଟି ବାଘ
ସାତକୋଶିଆ : ସାତକୋଶିଆକୁ ଆସିବେ ବାଘ । ପୁଣି ଆରମ୍ଭ ହେବ ଟ୍ରାନସ ଲୋକେସନ ପ୍ରକଳ୍ପ । ଏଥର ମହାରାଷ୍ଟ୍ର ତଡ଼ୋବା ଜଙ୍ଗଲରୁ ଆସିବ ବାଘ । ଟ୍ରାନସ ଲୋକେସନ ପାଇଁ ମିଳିଛି NTCAର ଗ୍ରୀନ ସିଗନାଲ । ୫ ବର୍ଷରେ ପର୍ଯ୍ୟାୟକ୍ରମେ ଆସିବେ ୧୪ଟି ବାଘ । ମହାରାଷ୍ଟ୍ରର!-->…
ରାଜଧାନୀରୁ ନକଲି ଡାକ୍ତର ଗିରଫ
ଭୁବନେଶ୍ୱର: ପୁଣି ଜଣେ ନକଲି ଡାକ୍ତର ଗିରଫ । ରାଜଧାନୀ ଭୁବନେଶ୍ୱରରୁ ଆଜି ଜଣେ ନକଲି ଡାକ୍ତର ଗିରଫ ହୋଇଛନ୍ତି । ତାଙ୍କ ନାମ କୁମାର କାଣ୍ଡି । ତାଙ୍କ ନିକଟରୁ ବହୁ ପରିମାଣର ନକଲି ଔଷଧ ଜବତ ହୋଇଛି ।
କ୍ୟାନ୍ସରରୁ ଆରମ୍ଭ କରି ଓଜନ କମାଇବା, ସୁନ୍ଦର ଦେଖାଯିବା ଓ ଏସିଡିଟି ଆଦି!-->!-->!-->…
ଦୁର୍ନୀତିଗ୍ରସ୍ତଙ୍କ ପ୍ରତି ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ: ଜଷ୍ଟିସ ପଶାୟତ
ଭୁବନେଶ୍ୱର: କଳାଧନ ଏସ୍ଆଇଟି ବୈଠକ ପରେ ଜଷ୍ଟିସ ଅରିଜିତ ପଶାୟତଙ୍କ ମନ୍ତବ୍ୟ । ଦୁର୍ନୀତି କମାଇବା ଉଦ୍ଦେଶ୍ୟ, ଦୁର୍ନୀତି କମିଲେ ସମସ୍ତଙ୍କ ଉନ୍ନତି ହେବ ବୋଲି କହିଛନ୍ତି ଜଷ୍ଟିସ ଅରିଜିତ ପଶାୟତ ।
ଜଷ୍ଟିସ ଅରିଜିତ ପଶାୟତ ଆହୁରି ମଧ୍ୟ କହିଛନ୍ତି ଯେ, ଦୁର୍ନୀତି ହେଉଥିବା ଜାଣିଲେ!-->!-->!-->…
ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଆସନ୍ତାକାଲି ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ରୂପ ନେବାର!-->…
ବଦଳିଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ
ପୁରୀ: ବଦଳିଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ l ଓଏଏସ ଅଧିକାରୀ ଦେବବ୍ରତ ସାହୁଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ପ୍ରଶାସକ (ଉନ୍ନୟନ) ଭାବେ ନିଯୁକ୍ତି ମିଳିଛି । ସେହିପରି ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଂଜନ ସେଠୀଙ୍କୁ ଶ୍ରୀମନ୍ଦିର ପ୍ରଶାସନର ଉପ ପ୍ରଶାସକ (ରାଜସ୍ବ) ଭାବେ!-->…