Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସମ୍ବଲପୁରରେ ୨୪୦୦ କଫ ସରିଫ ବୋତଲ ଜବତ
ସମ୍ବଲପୁର: ସମ୍ବଲପୁରରେ ବୁଧବାର ଦିନ ୨୪୦୦ କଫ ସରିଫ ବୋତଲ ଜବତ କରିବା ଘଟଣାରେ ଚାରି ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ସମ୍ବଲପୁରର ଲଡୁଖାଇ ଅଞ୍ଚଳର ମନୋଜ କୁମାର ଏବଂ ଜିତୁ ସାହୁ (ଉଭୟ କ୍ରେତା) ଏବଂ ଗାଡିର ଡ୍ରାଇଭର ଓ ହେଲପର ରହିଛନ୍ତି।
ପୋଲିସର ସୂଚନାନୁସାରେ, ପ୍ରଥମେ!-->!-->!-->…
ମମତାଙ୍କ ପରେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଜଗନ୍ନାଥ
ଭୁବନେଶ୍ବର: ମମତାଙ୍କ ପରେ ଜଗନ୍ନାଥ । ରାଜ୍ୟସଭା ଉପ ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ବିଜେପି ବିଧାୟକଙ୍କ ଉପସ୍ଥିତିରେ ଦାଖଲ କଲେ ନାମାଙ୍କନ ପତ୍ର । ତାଙ୍କ ନାମାଙ୍କନରେ ପ୍ରସ୍ତାବକ ପଡିଛନ୍ତି ୧୦ ଜଣ ବିଜେପି ବିଧାୟକ । ଗୋଟିଏ ସେଟ!-->…
ଭାରତୀୟ ହକି ଖେଳାଳିଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ
ଭୁବନେଶ୍ୱର: ନିକଟରେ ଶେଷ ହୋଇଥିବା ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ଜିତିଥିବା ଭାରତୀୟ ହକି ଦଳ ବୁଧବାର ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।
କ୍ରୀଡ଼ା ପ୍ରେମୀଙ୍କ ସମେତ ବହୁ ସଂଖ୍ଯାରେ ଲୋକେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ହକି!-->!-->!-->…
ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ବ ସହାୟକ
ବୌଦ୍ଧ: ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ଜେଆରଏ ଚୌଧୁରୀ ପପୁନ କୁମାର ଦାସ l ବୌଦ୍ଧ ଜିଲ୍ଲା ସଂଗ୍ରହାଳୟରେ ଏକ ଆକ୍ୱାରିୟମ୍ ପ୍ରୋଜେକ୍ଟ ପ୍ରତିଷ୍ଠା କରିବାକୁ ଦୀର୍ଘ ଦିନ ଧରି ପଡିରହିଥିବା ବିଲକୁ ମଞ୍ଜୁରୀ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି!-->…
ଆତ୍ମସମର୍ପଣ କଲା ଛତିଶଗଡ଼ି ନାବାଳକ ମାଓବାଦୀ
ମାଲକାନଗିରି: ଆତ୍ମସମର୍ପଣ କଲା ନାବାଳକ ମାଓବାଦୀ l ଦକ୍ଷିଣ ପଶ୍ଚିମାଞ୍ଚଳ ଜିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛି ନାବାଳକ ମାଓବାଦୀ l ନାବାଳକ ମାଓବାଦୀ ଜଣଙ୍କ ଛତିଶଗଡ଼ ସୁକମା ଅଞ୍ଚଳର ହୋଇଥିବା ବେଳେ ଗତ ୮ ମାସ ହେଲା ସେ ମାଓବାଦୀ କାର୍ଯ୍ୟରେ ସଂପୃକ୍ତ ଥିଲା l ବିଭିନ୍ନ ହିଂସାକାଣ୍ଡରେ!-->…
ବିକ୍ରି ହେବ ଏମଭି ଦେବୀ ଜାହାଜ, ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ
କଟକ : ବିକ୍ରି ହେବ ପାରାଦୀପ ବନ୍ଦରରେ ଗିରଫ ହୋଇଥିବା ଏମଭି ଦେବୀ ଜାହାଜ । ବିକ୍ରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଭଡା ପଇଠ ନକରିବାରୁ ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପାରାଦୀପ ଇଣ୍ଟରନାସନାଲ କାରଗୋ ପ୍ରାଇଭେଟ ଲିମିଟେଡ଼କୁ ବ୍ୟବହାର କରି ସେ ବାବଦରେ ୭ କୋଟି!-->…
ଦୁଇ ଜଣ ବ୍ୟକ୍ତିଙ୍କ ବିଷାକ୍ତ ମଦ ମୃତ୍ୟୁ ପରେ ବି ଚେଇଁ ଶୋଇଛି ପ୍ରଶାସନ …..!
ଜିଲ୍ଲାରେ ବଢୁଛି ଅପମିଶ୍ରଣ ପୋଚରେ ଦେଶୀ ମଦ ପ୍ରସ୍ତୁତି…..!!
ବ୍ରହ୍ମପୁର: ୨୧-୮ ଗଞ୍ଜାମ ଜିଲ୍ଲାର କୋଣ ଅନୁକଣ ରେ ଅପମିଶ୍ରଣ ଦେଶୀ ମଦ ପ୍ରସ୍ତୁତ ହେବାର ନଗ୍ନ ନମୁନା ଏବେ ଚିକିଟି ଅଞ୍ଚଳ ରେ ଦେଖିବାକୁ ମିଳିଛି। ବିଷାକ୍ତ ମଦ୍ୟ ପାନ କରି ଅକାଳରେ ବ୍ରହ୍ମପୁର ବଡ଼ ମେଡିକାଲ icu ରେ!-->!-->!-->…
ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ସବୁ ଘରକୁ ବିଜୁଳି
ଭୁବନେଶ୍ୱର: ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ସବୁ ଘରକୁ ମିଳିବ ବିଜୁଳି l ବିଦ୍ୟୁତକରଣ ହେଇନଥିବା ଘର ଗୁଡିକୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବିଜୁଳି ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏଥିସହ ସବୁ ଘରକୁ ବିଜୁଳି ଯୋଗାଇ ଦେବା ପାଇଁ ୪୧୫ କୋଟି ଟଙ୍କା ସମସ୍ତ ଡିସକମମାନଙ୍କୁ!-->…
ଖଜା ଦୋକାନକୁ ନେଇ ହତ୍ୟା ଘଟଣା: ୯ ଗିରଫ
ପୁରୀ: ପୁରୀ ଖଜା ଦୋକାନକୁ ନେଇ ହତ୍ୟା ଘଟଣାରେ ୯ ଗିରଫ l ଗିରଫ ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ୭ ଜଣ ନାବାଳକ ଥିବା ସୂଚନା ମିଳିଛି l ଦୀନେଶ ଖୁଣ୍ଟିଆ ହତ୍ୟାର ପ୍ରତିଶୋଧ ପାଇଁ ହୋଇଥିଲା ମର୍ଡର l ହତ୍ୟାର ଶିକାର ଦୀନେଶ ଖୁଣ୍ଟିଆର ବାପା ଓ ଭାଇକୁ ମଧ୍ୟ ଗିରଫ କରାଯାଇଛି l ଗତ ୧୯ ତାରିଖରେ!-->…
ଆତଙ୍କବାଦୀ ଲିଙ୍କ୍ ସିମ୍ ବକ୍ସ ମାମଲା: ଭୁବନେଶ୍ବରରେ NIA ଟିମ୍
ଭୁବନେଶ୍ବର: ଭୁବନେଶ୍ବରରେ NIA ଟିମ୍ । ଆତଙ୍କବାଦୀ ଲିଙ୍କ୍ ସିମ୍ ବକ୍ସ ମାମଲାରେ ଖୋଲତାଡ ପାଇଁ ଭୁବନେଶ୍ବରରେ ପହଞ୍ଚିଲା NIA ଟିମ୍ । ପୋଲିସ କମିଶନର ଅଫିସରେ ପହଞ୍ଚି ଆଲୋଚନା କରୁଛନ୍ତି । ସିମ୍ ବକ୍ସ ଜବତ ମାମଲାରେ ତଦନ୍ତ କରିବ NIA ଟିମ୍ । ରାଜୁ ମଣ୍ଡଳଠାରୁ ତଥ୍ୟ ବାହାର!-->…