Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୨୩ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରରୁ କଢ଼ାଯିବ ସିନ୍ଦୁକ ଓ ଆଲମିରା
ପୁରୀ : ଆସନ୍ତା ୨୩ ତାରିଖରେ ମହାପ୍ରଭୁଙ୍କ ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ଏବଂ ସିନ୍ଦୁକ ଗୁଡ଼ିକ ସ୍ଥାନାନ୍ତରଣ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗ ଦର୍ଶିକା (SOP) ଅନୁସାରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ହେବ। ଖାଲି ଆଲମିରା ଓ ସିନ୍ଦୁକ ଗୁଡିକୁ!-->…
ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କଲା ବିଜେପି
ଭୁବନେଶ୍ବର : ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ବିଜେଡି ଛାଡ଼ି ବିଜେପିରେ ମିଶିଥିବା ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। ମମତା ହେଉଛନ୍ତି କୁଡୁମୀ ସମ୍ପ୍ରଦାୟର ନେତ୍ରୀ। ରାଜ୍ୟସଭା ପ୍ରାର୍ଥୀ ପାଇଁ ଆଜି ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ!-->…
ଡିଲ ହେବା ପରେ ପୁଣି ଚୋରା ବାଲି ମାଫିଆ ମାନେ ସକ୍ରିୟ : ବିଲେଇ ବେକରେ ଘଣ୍ଟି ବନ୍ଧା ସରିଲା..
ନେତା ଓ ବାବୁ ମାନଙ୍କ ଆଶୀର୍ବାଦ ପାଇଲା ପରେ ବାଲି ବେପାର ଅବାଧ ରେ ଆରମ୍ଭ…….
ବ୍ରହ୍ମପୁର: ସରକାର ବଦଳିବା ପରେ କିଛି ଦିନ ଗଞ୍ଜାମ ଜିଲ୍ଲାରେ ଚୋରା ବାଲି ଚାଲାଣ ବନ୍ଦ ଥିଲା। ଏବେ କୁଆଡ଼େ ଲେଖା ଛିଡ଼ିବା (ଡିଲ )ପରେ ପୁରୁଷୋତ୍ତମପୁର, ହିଞ୍ଜିଳି, ଚିକିଟି,ଶେରଗଡ଼, ଆସିକା ଓ ଧରାକୋଟ!-->!-->!-->…
ଅବକାରୀ ବିଭାଗ କୁ ଚେତା ପଶିବ କେବେ..? :ନକଲି ଦେଶୀ ମଦ ପିଇ ୨୧ ରୁ ଉର୍ଦ୍ଧ୍ବ ଅସୁସ୍ଥ…
ଚିକିଟୀ -କେ ନୂଆଗାଁ ଥାନା ଚିକିଟୀ ଅନ୍ତର୍ଗତ ମାହୁନ୍ଦପୁର ଠାରେ ବିଷାକ୍ତ ମହୁଲି ମଦ ପି ୧୮ରୁ ଉର୍ଦ୍ଧ ଅସୁସ୍ଥ ହୋଇଥିବା ସୂଚନା ମିଳିଛି | ନକଲି ମଦ ଜିଲ୍ଲାରେ ପ୍ରସ୍ତୁତି କୁ ନେଇ ବାରମ୍ବାର ନିଃସର୍ତ୍ତ ରେ ଖବର ପ୍ରଚାର ହୋଇଛି ଏବଂ ଜିଲ୍ଲା ଅବକାରୀ ବିଭାଗ କୁ ମଧ୍ୟ ସୂଚନା ଦିଆଯାଇଛି!-->…
ଅଜଣା ରୋଗରେ ମରୁଛନ୍ତି ଶହ ଶହ କୁକୁଡା, ଚିନ୍ତାରେ ଚାଷୀ
ପିପିଲି : ପିପିଲି ଅଞ୍ଚଳରେ ଅଜଣା ରୋଗରେ ଦୈନିକ ଶହ ଶହ ସଂଖ୍ୟାରେ ବ୍ରଏଲର କୁକୁଡା ମରୁଛନ୍ତି। ଏହାକୁ ନେଇ କୁକୁଡା ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ବେଳେ କୁକୁଡା ମଡକର ପ୍ରକୃତ କାରଣ ସଂପର୍କରେ ଅଦ୍ୟାବଧି କୌଣସି ସୂଚନା ମିଳିପାରିନାହିଁ। ଇତି ମଧ୍ୟରେ ପଶୁ ସଂପଦ ବିଭାଗ ପକ୍ଷରୁ!-->…
ଆସନ୍ତା ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ
ଭୁବନେଶ୍ବର : ୨୦୨୫ରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ। ଏନେଇ ରାଜ୍ୟ ଆଇନ ଓ ପୂର୍ତ୍ତ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହୋଇଥାଏ। ହେଲେ ନୂଆ ସରକାର ଆସିବା ପରେ!-->…
ନବୀନ ନିବାସରେ ରକ୍ଷା ବନ୍ଧନ ଉତ୍ସବ, ରାଖୀ ବାନ୍ଧିଲେ ନବୀନ
ଭୁବନେଶ୍ୱର: ରକ୍ଷା ବନ୍ଧନ ଅବସରରେ ଆଜି ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମାନେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ. ଶ୍ରୀ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଗ୍ରହଣ କରି ସମସ୍ତଙ୍କୁ ରାଖୀ ପାଇଁ ଅଭିନନ୍ଦନ!-->…
ରାଜ୍ୟ ଅତିଥି ଭବନରେ ରକ୍ଷାବନ୍ଧନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରୀ
ଭୁବନେଶ୍ବର: ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟ ଅତିଥି ଭବନରେ ଆୟୋଜିତ ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ସାମିଲ ହେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଠାରେ ବିଭିନ୍ନ ସ୍କୁଲର ଛାତ୍ରୀମାନେ ଅତିଥି ଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି। ଏହାସହ!-->…
ପେଶାଦାର ଫଟୋଗ୍ରାଫରଙ୍କ ଆଭିମୁଖ୍ୟ ନିଆରା ହୋଇଥାଏ: ମନ୍ତ୍ରୀ
ଭୁବନେଶ୍ୱର: ଫଟୋ କଥା କୁହେ। ହେଲେ କଥାକୁହା ଫଟୋ ସମସ୍ତେ ଉଠାଇ ପାରିବେ ନାହିଁ। ବାହାଘର ଫଟୋ ସୁଟ୍ ସହଜ। ହେଲେ ପେଶାଦାର ଫଟୋଗ୍ରାଫରଙ୍କ ଆଭିମୁଖ୍ୟ ନିଆରା ହୋଇଥାଏ। ପେଶାଦାର ସାମ୍ବାଦିକମାନଙ୍କୁ ପ୍ରୋତ୍ସାହନ କରିବା ଦିଗରେ ରାଜ୍ୟ ସରକାର ନିଶ୍ଚିତ ଭାବେ ପଦକ୍ଷେପ ନେବେ। ନବୀନ ସୂତ୍ରଧର!-->…
ପୋଖରୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ
ନୂଆପଡା : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ସରେଇପାଲି ଗାଁରେ ପୋଖରୀରେ ବୁଡ଼ି ୨ ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଗାଁର ଜନଉ ବରିହାଙ୍କ ପୁଅ ହେମରାଜ ଓ ବେଦରାମ ବରିହାଙ୍କ ପୁଅ ଶଙ୍କର।ଉଭୟ ନାବାଳକ ଆଜି ଅପରାହ୍ନରେ ଗାଁ ନିକଟରେ ଥିବା ଦର୍ଲିଭଟା ପୋଖରୀକୁ ଗାଧୋଇବାକୁ!-->…