Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅନିଶ୍ଚିତତା ମଧ୍ୟରେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା..!ବଞ୍ଚିତ ହେବେକି ରାଜ୍ୟରେ କାର୍ଯ୍ୟରତ ପ୍ରାୟ ୮୭୧୭ ଜଣ…
ବ୍ରହ୍ମପୁର:୧୬-୮ ନୂତନ ସରକାର ଙ୍କ ନୂଆ ନୂଆ ଯୋଜନା ସବୁ ଲୋକଙ୍କ ଭେଟି ଦେବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି।ଦୀର୍ଘ ବର୍ଷର ଦାବୀ ପରେ ବିଜେଡ଼ି ସରକାର ରାଜ୍ୟର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପାଇଁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ପ୍ରଣୟନ କରିଥିଲେ। ଏହି ଯୋଜନା ରେ ଓଡିଶା ର ୮୭୧୭ ଜଣ!-->…
ମାଓବାଦୀଙ୍କ ବର୍ବରତା ସୁକୁମା ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା…
ମାଲକାନଗିରି : ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା କଲେ ମାଓବାଦୀ । ଗତ ଦଶ ଦିନ ତଳେ ମୃତ ଛାତ୍ରଙ୍କ ବଡ ଭାଇଙ୍କୁ ମଧ୍ୟ ମାଓବାଦୀ ମାନେ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲେ । ସୁକୁମା ଜିଲ୍ଲାର ଜାଗରକୋଣ୍ଡା ଥାନା ଅନ୍ତର୍ଗତ!-->!-->!-->…
ଆସିକା :ସ୍ୱାଧୀନତା ଦିବସରେ ବିଦ୍ୟାଳୟ ରେ ଅବଧି ସରିଥିବା ବିସ୍କୁଟ ବାଣ୍ଟି ସରପଞ୍ଚ ହଟହଟା…!
ବ୍ରହ୍ମପୁର:୧୫-୮ସ୍ୱାଧୀନତା ଦିବସ ଅବସରରେ ଆସିକା ବ୍ଲକର ବଡ଼ଖୋଲି ପଞ୍ଚାୟତର ବିଦ୍ୟାଳୟ ରେ ଅବଧି ସରିଥିବା ବିସ୍କୁଟ ବଣ୍ଟନ ଅଭିଯୋଗ। ସାନଖୋଲି ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ଆଜି ୮.୧୦. ୨୦୨୩ ରେ ଅବଧି ସରିଥିବା ବିସ୍କୁଟ ପିଲା ମାନଙ୍କୁ ବଣ୍ଟନ କରାଯାଇଥିଲା। ଏ!-->!-->!-->…
ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
ଭୁବନେଶ୍ବର: ଦକ୍ଷିଣ ବଙ୍ଗୋପ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ । ସକ୍ରିୟ ରହିଛି ମୌସୁମୀ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ରହିଛି!-->…
ରାଜ୍ୟର ଶ୍ରେଷ୍ଠ ମେଡିକାଲ୍ କଲେଜର ମାନ୍ୟତା ଲାଭ କଲା ଏମ୍ସ ଭୁବନେଶ୍ୱର
ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ବର୍ଗରେ ୧୫ତମ ସ୍ଥାନରେ ରହିଛି ଏମ୍ସ ଭୁବନେଶ୍ୱର । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା (ଏନଆଇଆରଏଫ) ଜାରି ହୋଇଛି । ଗତ ବର୍ଷ ଏହି ଜାତୀୟ ଅନୁଷ୍ଠାନ ଏନଆଇଆରଏଫ୍ ତାଲିକାରେ ୧୭ତମ ସ୍ଥାନରେ!-->…
ମହଙ୍ଗା ପଡିଲା ଗଞ୍ଜେଇ ମାଫିଆଙ୍କୁ ଛାଡ଼ିଦେବା, ୧୧ ପୋଲିସ କର୍ମଚାରୀ ନିଲମ୍ବିତ
କୋରାପୁଟ : କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ପୋଲିସ କର୍ମଚାରୀ । ୩ SIଙ୍କ ସହ ୧୧ ପୋଲିସ କର୍ମଚାରୀ ନିଲମ୍ବିତ । ଗଞ୍ଜେଇ ମାଫିଆଙ୍କୁ ଛାଡ଼ିଦେବା ମାମଲାରେ ନିଲମ୍ବିତ ହୋଇଛନ୍ତି । ମାଛକୁଣ୍ଡ ଓ ଲମତାପୁଟ ଥାନାର ୧୧ ପୋଲିସ କର୍ମଚାରୀ । ୩ ଜଣ ସବ୍ ଇନ୍ସପେକ୍ଟର, ଜଣେ!-->…
OYO ରୁମରୁ ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ରଙ୍ଗୀଲା ସ୍ୱାମୀଙ୍କୁ ଧରିଲେ ସ୍ତ୍ରୀ
ଭୁବନେଶ୍ବର: ରାଜଧାନୀରେ ସ୍ଵାମୀ ଉପରେ ଜଣେ ମହିଳା ରସିକ ସ୍ବାମୀର ଷ୍ଟିଙ୍ଗ ଅପରେସନ କରିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପୁଲିସକୁ ସାଙ୍ଗରେ ନେଇ ମହିଳା ନିଜ ସ୍ବାମୀକୁ ଓୟୋ ହୋଟେଲ ରୁମରୁ ଅନ୍ୟ ଦୁଇ ଯୁବତୀଙ୍କ ସହ ଧରିଛି। ଏମିତି ଅଭାବନୀୟ ଘଟଣା ଘଟିଛି!-->…
ପୁରୀରେ ପୁଣି ନିର୍ମମ ହତ୍ୟାକାଣ୍ଡ, ବେଳାଭୂମିରୁ ମିଳିଲା ଯୁବକଙ୍କ ମୃତଦେହ
ପୁରୀ : ପୁରୀରେ ପୁଣି ହତ୍ୟା । ବଳିଆପଣ୍ଡା ଥାନା ଅଞ୍ଚଳ ବେଳାଭୂମିରୁ ମୃତଦେହ ଉଦ୍ଧାର । ମୃତକ ବାଲେଶ୍ବର ସୋର ଅଞ୍ଚଳର ପ୍ରହଲ୍ଲାଦ ଦାସ । ପ୍ରହଲ୍ଲାଦଙ୍କ ମୁଣ୍ଡ, ବାମ ଆଖି ଓ କାନକୁ ଅତି ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ । !-->…
ଏସସିବିରେ ରୋଗୀଙ୍କୁ ଦୁଷ୍କର୍ମ ଘଟଣା, ମୁହଁ ଖୋଲିଲେ ଗିରଫ ଡାକ୍ତରଙ୍କ ପତ୍ନୀ
କଟକ: ଏସସିବିରେ ରୋଗୀଙ୍କୁ ଜଣେ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗରେ ମୁହଁ ଖୋଲିଛନ୍ତି ତାଙ୍କ ପତ୍ନୀ। ତାଙ୍କର କହିବାନୁସାରେ, ମୋ ସ୍ବାମୀଙ୍କୁ ଫଶାଯାଉଛି, ଜାଣିଶୁଣି କ୍ୟାରିୟର ନଷ୍ଟ କରିଦେବାକୁ ଚାହୁଁଛନ୍ତି। ସେ ଆସନ୍ତା ମାସରେ ଡିଗ୍ରୀ ପାଇଥାନ୍ତେ ବୋଲି ସେ କହିଛନ୍ତି।
ତାଙ୍କ ବିରୋଧରେ!-->!-->!-->…
ଏସ୍ସିବିରେ ରୋଗୀଙ୍କୁ ଦୁଷ୍କର୍ମ: ଡିଏମଇଟିର ୩ଜଣିଆ ଟିମ୍ ଆରମ୍ଭ କଲେ ତଦନ୍ତ
କଟକ: ଏସ୍ସିବିରେ ରୋଗୀଙ୍କୁ ଦୁଷ୍କର୍ମ ଘଟଣାରେ ତଦନ୍ତ ପାଇଁ ସ୍ୱାସ୍ଥ୍ୟ ବିଭାଗର ଟିମ୍ ପହଞ୍ଚିଛନ୍ତି। ଗତକାଲି ତଦନ୍ତ ନିର୍ଦ୍ଦେଶ ପରେ ଆଜି ଏସସିବିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଡିଏମଇଟି ସନ୍ତୋଷ ମିଶ୍ର ଅଧ୍ୟକ୍ଷତାରେ ଏହି କମିଟିରେ ଯୁଗ୍ମ ଡିଏମଇଟି ରୋମା ରତନ ଓ ଏସସିବି!-->…