Browsing Category

ଓଡିଶା

ଅନୁସୂଚିତ ଜାତି ଓ ଜନଜାତି ପକ୍ଷରୁ ଆସନ୍ତା ୨୧ରେ ଭାରତ ବନ୍ଦ ଡାକରା

ଭୁବନେଶ୍ବର: ଆସନ୍ତା ୨୧ରେ ଭାରତ ବନ୍ଦ । ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହାକୁ କିପରି ସଫଳ କରାଯିବ ସେନେଇ ଉତ୍ତରପ୍ରଦେଶର ଦାଉଦନଗର ଜଳସେଚନ ବିଭାଗ ଡାକବଙ୍ଗଳାର ଅନୁସୂଚିତ ଜାତି ସମାଜର

ଓଡ଼ିଶାର ୧୩ ଜଣଙ୍କୁ ମିଳିବ ସାହସିକତା ପୋଲିସ ମେଡାଲ

ଗୃହ ମନ୍ତ୍ରାଳୟ ପକ୍ଷରୁ ସାହସିକତା ଓ ସେବା ମେଡାଲ ଘୋଷଣା । ସ୍ଵାଧୀନତା ଦିବସ ଅବସରରେ ଦେଶର ୧୦୩୭ ଜଣଙ୍କୁ ମିଳିବ ପୋଲିସ ପଦକ ଏବଂ ସାହସିକତା ପୁରସ୍କାର । କାର୍ଯ୍ୟକ୍ଷେତ୍ରରେ ଉତ୍ସର୍ଗୀକୃତ ସେବା ପ୍ରଦର୍ଶନ ଲାଗି ପୋଲିସ ବିଭାଗ, ଅଗ୍ନିଶମ ବିଭାଗ ଏବଂ ହୋମଗାର୍ଡ ବିଭାଗର ଅଧିକାରୀ ଓ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଭୂତତ୍ତ୍ଵବିତ୍‌

ଭବନେଶ୍ୱର: ଭିଜିଲାନ୍ସ ଜାଲରେ ଭୂତତ୍ତ୍ଵବିତ୍‌। ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜିଓଲୋଜିଷ୍ଟ। ବଲାଙ୍ଗୀର ଜିଲ୍ଲାର ଭୂତଳ ଜଳ ବିଭାଗରେ କାର୍ଯ୍ୟରତ ଏହି ଭୂତତ୍ତ୍ଵବିତ୍‌ ଜଣକ ହେଉଛନ୍ତି ଅସୀମ ଅଂଶୁମାନ ନାୟକ। ସେ ବୁଧବାର ଜଣେ ବ୍ୟକ୍ତିଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ

ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନ, ୧୦ ଦଫା ଦାବୀରେ କାର୍ଯ୍ୟବନ୍ଦ

କଟକ : କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ ଦେଲା ଓଡିଶା ନର୍ସିଂ କର୍ମଚାରୀ ସଂଘ । ୧୦ ଦଫା ଦାବୀ ପୁରଣ ନ ହେଲେ ୨୭ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନର ଧମକ ଦେଇଛି ସଂଘ । ସେପଟେ ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟର ସମସ୍ତ ମେଡିକାଲରେ ଆଜିଠାରୁ ୨୦ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପିନ୍ଧି

ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଭୁବନେଶ୍ବର ଏମ୍ସରେ ଡାକ୍ତରଙ୍କ ଆନ୍ଦୋଳନ

ଭୁବନେଶ୍ୱର: ଭୁବନେଶ୍ବର ଏମ୍ସରେ ଡାକ୍ତରଙ୍କ ଆନ୍ଦୋଳନ। ରୋଗୀ ସେବା ବାଧାପ୍ରାପ୍ତ। କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଆନ୍ଦୋଳନ। ସିନିୟର୍ ଓ ଜୁନିୟର୍ ରେସିଡେଣ୍ଟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ସୂଚନା ଅନୁସାରେ, କଲିକତାରେ ଜଣେ ଲେଡି ଟ୍ରେନି

ଶ୍ରୀମନ୍ଦିରରେ ଆଜିଠୁ ୭ ଦିନ ଧରି ଚାଲିବ ଝୁଲଣ ଯାତ୍ରା

ପୁରୀ : ଆଜି ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ସହ ବାଡ଼ି ନୃସିଂହ ବିଜେ ନୀତି ଅନୁଷ୍ଠିତ ହେବ । ଶ୍ରୀ ନୃସିଂହ ମହାପ୍ରଭୁ ଶ୍ରୀମନ୍ଦିରରୁ ବାହାରି ଶ୍ରୀକ୍ଷେତ୍ର ପରିକ୍ରମା କରିବେ। ଚାରି ଆଶ୍ରମ ବିଜେ କରି ନୀତି ସମାପନ କରିବେ । ଶ୍ରୀମନ୍ଦିର ମୁକ୍ତିମଣ୍ଡପ ସ୍ଥିତ ଝୁଲଣରେ ମହାପ୍ରଭୁଙ୍କ

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ୯ ରାଜ୍ୟର ୧୨ଟି ଆସନ ପାଇଁ ହେବ ଉପନିର୍ବାଚନ

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ୯ ରାଜ୍ୟର ୧୨ଟି ଆସନ ପାଇଁ ହେବ ଉପନିର୍ବାଚନ। ଓଡ଼ିଶାର ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ। ମମତା ମହାନ୍ତଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଆସନ। ଅଗଷ୍ଟ ୨୧ରେ ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବା ବେଳେ ଅଗଷ୍ଟ ୨୭ରେ

ପୁଅକୁ ଧରି ଚିତ୍ରୋତ୍ପଳା ନଦୀକୁ ଡେଇଁ ପଡ଼ିଲା ମା’

ସାଲେପୁର: କଟକ ଜିଲ୍ଲା ସାଲେପୁରର ନେମାଳ ବ୍ରିଜରୁ ଜଣେ ମହିଳା ନିଜ ଛୋଟ ପୁଅକୁ ଧରି ଚିତ୍ରୋତ୍ପଳା ନଦୀକୁ ଡେଇଁ ପଡ଼ି‌ଥିବ ଜଣାଯାଇଛି।ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ପୁଅର ମୃତଦେହ ନଦୀରୁ ଉଦ୍ଧାର କରିଥିବା ବେଳେ ମା’ର ପତ୍ତା ମିଳିନାହିଁ। ମୃତ ପୁଅର ବୟସ ୫ରୁ

ପଶ୍ଚିମବଙ୍ଗରୁ ସୁରକ୍ଷିତ ମୁକୁଳିଲେ ଅଟକ ଥିବା ଓଡ଼ିଆ

ବାଲେଶ୍ଵର: ପଶ୍ଚିମବଙ୍ଗରୁ ସୁରକ୍ଷିତ ମୁକୁଳିଲେ ଅଟକ ଥିବା ଓଡ଼ିଆ। ୩୦୦ ଲୋକଙ୍କୁ ଅଟକ ରଖିଥିଲେ ପଶ୍ଚିମବଙ୍ଗ ଲୋକ। ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ପରେ ସମସ୍ତେ ଫେରିଥିବା ନେଇ ସୂଚନା ମିଳିଛି। ସ୍ବତନ୍ତ୍ର ବସ୍ ଯୋଗେ ୩୦୦ ଜଣ ଯାକ ରୋଗୀ ଓ ସମ୍ପର୍କୀୟ ଘରକୁ ଫେରିଛନ୍ତି। ସୂଚନା

ଏସସିବିରେ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ ଘଟଣା : ବନ୍ଧା ହେଲେ ଡାକ୍ତର

କଟକ: ଏସସିବିରେ ରୋଗୀଙ୍କୁ ଜଣେ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲା ସ୍ବାସ୍ଥ୍ୟ ବିଭାଗ । କମିଟିରେ ଡିଏମଇଟି ସନ୍ତୋଷ ମିଶ୍ର, ଏସସିବି ଅଧୀକ୍ଷକ ସୁଧାଂଶୁ ମିଶ୍ର, ଯୁଗ୍ମ ଡିଏମଇଟି ରୋମା ରତନ ରହିଛନ୍ତି । ସେପଟେ ଏହି ଘଟଣାର ଅଭିଯୁକ୍ତ ଡାକ୍ତର