Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କଟକ ତ୍ରିଶୁଳିଆ ବ୍ରିଜ୍ ରୁ ନଦୀକୁ ଡେଇଁ ପଡ଼ିଲେ ଯୁବକ
କଟକ: କଟକ ତ୍ରିଶୁଳିଆ ବ୍ରିଜ୍ ରୁ ପୁଣି ପାଣିକୁ ଡେଇଁ ନିଖୋଜ ହୋଇଯାଇଛନ୍ତି ଜଣେ ଯୁବକ । ଯୁବକ ଜଣକ ହେଲେ ତୁଷାର ଭଟ୍ଟ । ସେ ଗୁଜୁରାଟର ବୋଲି ଜଣାପଡିଛି । ତେବେ ବ୍ରିଜ୍ ଉପରେ ତାଙ୍କ କାର୍ ରହିଥିବାବେଳେ ତା ପାଖରେ ତୁଷାରଙ୍କର ଚପଲ ପଡିଥିବା ଦେଖିବାକୁ ମିଳିଛି । ଖବରପାଇ!-->…
ମଧ୍ୟାହ୍ନ ଭୋଜନରୁ ବାହାରିଲା ଜୋକ
ଭଦ୍ରକ : ପିଲାଙ୍କ ମଧ୍ୟାହ୍ନ ଭୋଜନରୁ ବାହାରିଲା ଜୋକ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ଅଧିନରେ ଥିବା ରାଧାକାନ୍ତପୁର ଦିବାକରମିଶ୍ର ସରକାରୀ ପ୍ରାଥମିକ ବିଦ୍ୟାଳୟରେ।
ଗତକାଲି ଜଣେ ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ତାଙ୍କ ଥାଳିରୁ ଏକ ବଡ଼ ଜୋକ!-->!-->!-->…
କେରଳ ଟ୍ରାଜେଡି: ଆଜି ଜନ୍ମମାଟିରେ ପହଂଚିବ ବିଷ୍ଣୁ ପ୍ରସାଦଙ୍କ ମରଶରୀର
ଓ୍ୱାୟନାଡ: କେରଳରେ ଘଟିଥିବା ଭୂସ୍ଖଳନରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ବିଷ୍ଣୁ ପ୍ରସାଦଙ୍କ ମରଶରୀର ଆଣିବାକୁ ପ୍ରୟାସ ଆରମ୍ଭ ହୋଇଛି l ଆଜି ଓଡ଼ିଶାରେ ପହଂଚିବ ଡାକ୍ତର ବିଷ୍ଣୁପ୍ରସାଦଙ୍କ ମରଶରୀର l ଏନେଇ ସୂଚନା ଦେଇଛନ୍ତି କେରଳ ଯାଇଥିବା ବରିଷ୍ଠ ଅଧିକାରୀ ଦିଲ୍ଲୀପ ରାଉତରାୟ lବରିଷ୍ଠ!-->…
ବିଷ ପିଇ ଜୀବନ ହରିବାକୁ ଉଦ୍ୟମ କରୁଥିଲେ ପରିବାର ୩ ସଦସ୍ୟ, ମୁମୂର୍ଷୁ ଅବସ୍ଥା ଉଦ୍ଧାର
କଟକ : ଗୋଟିଏ ଘରୁ ପରିବାରର ତିନି ଜଣ ସଦସ୍ୟଙ୍କୁ ମୁର୍ମୁଷ ଅବସ୍ଥା ଉଦ୍ଧାର କଲା ପୋଲିସ । କଟକ ସିଡିଏ ସେକ୍ଟର ୬ ଅଞ୍ଚଳରେ ଏକ ଘର ଭିତରେ ବାପା ମା ଓ ପୁଅକୁ ଉଦ୍ଧାର କରିଛି ମର୍କତନଗର ଥାନା ପୋଲିସ । ବିଷ ପିଇ ତିନିଜଣ ଜୀବନ ହରିବାକୁ ଉଦ୍ୟମ କରିଥିଲେ। ଉଦ୍ଧାର ପରେ ୩ ଜଣଙ୍କୁ ଏସସିବି!-->…
ସମସ୍ତଙ୍କୁ ସଚେତନ କରାଯାଉଛି, ଖୁବ୍ ଶୀଘ୍ର ସ୍କୁଲଗୁଡ଼ିକୁ ତାଗିଦ୍ କରାଯିବ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ବର: ସ୍କୁଲକୁ ଛାତ୍ରଛାତ୍ରୀ ଦୁଇ ଚକିଆ ଯାନ ନେଇ ଆସିବା ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ ସଚେତନ କରାଯାଉଛି। ଖୁବ୍ ଶୀଘ୍ର ସ୍କୁଲଗୁଡ଼ିକୁ ତାଗିଦ୍ କରାଯିବ। ଏନେଇ ବିଭାଗୀୟ ଅଧିକାରୀ ଓ ବିଦ୍ୟାଳୟ!-->…
ବନ୍ଧା ହେଲେ ଗୋଲାମୁଣ୍ଡା ବିଡିଓ
ଭବାନୀପାଟଣା: ଲାଞ୍ଚ ନେବା ଭାରି ପଡିଲା । କାଲି ଧରାପଡିଥିଲେ । ଆଉ ଆଜି ବାନ୍ଧିଲା ଭିଜିଲାନ୍ସ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ । ଗୁରୁବାର ଅର୍ଥାତ୍ ଗତକାଲି ଅପରାହ୍ଣରେ ପ୍ରାୟ ୫ ଲକ୍ଷ ନଗଦ ଟଙ୍କା ସହ!-->…
ରାଜନଗରରେ ବ୍ୟାପୁଛି ଝାଡାବାନ୍ତି, ଦୁଇ ଶ୍ରମିକ ମୃତ
ରାଜନଗର: ରାଜନଗରରେ ଝାଡାବାନ୍ତିରେ ଦୁଇ ଶ୍ରମିକ ମୃତ । ମୃତକ ହେଲେ ବାରିପଦା ବାହାଦୁରପୁର ଗାଁର ସରସ୍ଵତୀ କାଳନ୍ଦୀ ଓ ମୟୁରଭଞ୍ଜ କେନ୍ଦୁଛାଟିଆ ଗାଁର ଅଜିତ୍ ଦେହୁରୀ । ଉଭୟ ଚାଷ କାର୍ଯ୍ୟ କରିବା ପାଇଁ କେନ୍ଦ୍ରପଡ଼ା ଜିଲ୍ଲା ରାଜନଗର ବ୍ଲକର ମାଣପଡ଼ା ଓ ବେଲପାଳ ଗାଁକୁ ଯାଇଥିଲେ ।!-->…
ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ: ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ଆସନ୍ତାକାଲି ଯାଏଁ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏ ସମ୍ପର୍କରେ ସୂଚନା!-->…
ଜାପାନ ଭଳି ରୂପ ନେବ ରାଜଧାନୀ ଭୁବନେଶ୍ୱର, ବିଏମସିର ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର : ସବୁଜ ବଳୟରେ ଶୋଭା ପାଇବ ରାଜଧାନୀ । ମିଆୱାକି ଭଳି ରୂପରେଖ ହେବ ରାଜଧାନୀ ଭୁବନେଶ୍ୱରର । ଏନେଇ ବିଏମସି ତାର ପ୍ରକ୍ରିୟା ଆରମ୍ଭ କରି ସାରିଛି । ଜାପାନ ଭଳି ଖାଲି ସ୍ଥାନରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବ ଭୁବନେଶ୍ୱର ମହାନଗର ନିଗମ । ସହରର ପ୍ରାୟ ୩୦ଟି ସ୍ଥାନ ଚିହ୍ନଟ!-->…
ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
ବାଲେଶ୍ୱର: ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ(SE) ପ୍ରଭାସ ପ୍ରଧାନଙ୍କ ଅଫିସ ଓ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ। ବାଲେଶ୍ୱରର ୭ଟି ସ୍ଥାନରେ ଭିଜିଲାନ୍ସର ଏକକାଳୀନ ଚଢ଼ାଉ ଜାରି ରହିଛି।
ତେବେ ଏହି ଚଢାଉରେ ଏକାଧିକ ଅଫିସର ସାମିଲ ଅଛନ୍ତି।!-->!-->!-->…