Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବର୍ଷା ଯୋଗୁଁ ସ୍ୱାଭିମାନ ଅଞ୍ଚଳ ଅବସ୍ଥା ବେହାଲ, ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବର୍ଷା ଜଳ ରୋକିବା ପାଇଁ ବାଡ…
ମାଲକାନଗିରି, ୨୦।୭ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ଵାଭିମାନ ଅଞ୍ଚଳରେ ଥିବା ଯୋଡାଆମ୍ବ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେଦ୍ରରେ ବର୍ଷା ଜଳ ରୋକିବା ପାଇଁ ବାଡ ଭାବେ ଷ୍ଟ୍ରେଚରକୁ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା!-->!-->!-->…
ଦୁଇ କଲରା ପତ୍ରିଆ ବାଘ ଛାଲ,୬ ଟି କୁଟୁରା ଛାଲ ଯବତ ସହ ୬ ଆସାମୀ ଗିରଫ…
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଟିକାବାଲି ରେଞ୍ଜ ବନବିଭାଗକୁ ମିଳିଛି ବଡ଼ ସଫଳତା । ଗତ ବୁଧବାର ଭୋର ୩ ଟା ସମୟରେ ଟିକାବାଲି ପକ୍ଷରୁ ପେଟ୍ରୋଲଙ୍ଗି ହେଉଥିବା ବେଳେ ବେହେରା ଗାଁରୁ ଲାଇନପଡାକୁ ସଂଯୋଗ କରୁଥିବା ଜଙ୍ଗଲ ମଧ୍ୟରେ ଏକ ବାଇକରେ ବାଘ ଛାଲ ନେଇ ଯାଉଥିବା ଖବର ପାଇ ଟିକାବାଲି ବନ!-->!-->!-->…
‘ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଯୋଗଦେଲେ ୧୭ଗୋଟି ବିଭାଗର ୨୦୦…
ଭୁବନେଶ୍ୱର: ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ “ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୧୮ରୁ ୨୦ ତାରିଖ ୩ଦିନ ଧରି ସଂସ୍କୃତି ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଡ. ରମେଶ ଚନ୍ଦ୍ର ମଲ୍ଲିକ, ଡ. ହରପ୍ରସାଦ!-->…
ଶଙ୍ଖଭବନକୁ ନେଇ ବିସ୍ଫୋରକ ବୟାନ ଦେଲେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ
ଭୁବନେଶ୍ୱର,୨୦।୭: ବିଜେଡିର ପାର୍ଟି ଅଫିସ ତଥା ଶଙ୍ଖଭବନର ତଦନ୍ତ ହେବ। ଏଭଳି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବିଜେଡିର ଶଙ୍ଖ ଭବନକୁ ନେଇ ଅନେକ ଦିନ ଧରି ଅଭିଯୋଗ ହୋଇ ଆସୁଥିବାବେଳେ ଏବେ ତଦନ୍ତ ନେଇ ମନ୍ତ୍ରୀ ପ୍ରତିଶ୍ରୁତ ଦେଇଛନ୍ତି।ଅଭିଯୋଗ ଅନୁଯାୟୀ, ସଡ଼କ କିସମ ଜାଗାକୁ!-->…
ଓଡ଼ିଶାର ପ୍ରଗତି ପାଇଁ ବିରୋଧୀ ଦଳ ସ୍ବର ଶାଣିତ କରିବ
ଭୁବନେଶ୍ୱର,୨୦ା୭: ଶନିବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର ବିଧାୟକ ଦଳ ବୈଠକ ବସିଥିଲା। ଉକ୍ତ ବୈଠକରେ ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ଉପମୁଖ୍ୟସଚେତକ ବିଧାୟକ ପ୍ରତାପ ଦେବଙ୍କ ସମେତ ୫୧ ବିଧାୟକଙ୍କ ସହ ନବୀନ ଆଲୋଚନା!-->…
ପୁଲିସ ହାତରେ ପେଟ୍ରୋଲପମ୍ପ ଲୁଟେରା ଗ୍ୟାଙ୍ଗ: ୫ ଗିରଫ, ଜଣେ ଫେରାର
ସୋର: ପେଟ୍ରୋଲପମ୍ପ ଲୁଟ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ଅଛନ୍ତି । ସେମାନଙ୍କ ନିକଟରୁ ଗୋଟିଏ ବିଦେଶୀ ବନ୍ଧୁକ ୨ଟି ମାଗାଯିନ ୫ ଟି ଜୀବନ୍ତ ଗୁଳି ଓ ୧ଲକ୍ଷ ୫୯ ହଜାର ନଗଦ ଟଙ୍କା ସମେତ ଗୋଟିଏ ପଲସର ବାଇକ ଗୋଟିଏ ଆପାଚି ବାଇକ!-->…
ମାଲକାନଗିରିରୁ ଆନ୍ଧ୍ର-ତେଲେଙ୍ଗାନା ଯୋଗାଯୋଗ ବିଚ୍ଛିନ୍ନ; ଜୟପୁରରୁ ମୋଟୁକୁ ଗଡୁନି ଯାନବାହନ
ମାଲକାନଗିରି: ମାଲକାନଗିରିରେ ଗତ ୪୮ ଘଣ୍ଟା ଧରି ଲଗାଣ ବର୍ଷା ଲାଗି ରହିଛି। ଫଳରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜୟପୁର-ମୋଟୁ ଜାତୀୟ ରାଜପଥ ୩୨୬ ଉପରେ ରହିଥିବା ବହୁ ତଳିଆ ବ୍ରିଜଗୁଡିକ ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାନବାହାନ ଯିବା ଆସିବା କରିନପାରି ଘଣ୍ଟା ଘଣ୍ଟା!-->…
ସାଙ୍ଗମାନଙ୍କ ସହ ଗାଧୋଉଥିଲେ; ନଦୀରେ ଭାସିଗଲେ ଛାତ୍ର
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଚିତ୍ରତ୍ପୋଳା ନଦୀରେ ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ଭାସିଗଲେ ଛାତ୍ର। ଅଗ୍ନିଶମ ବାହିନୀ ପହଞ୍ଚି ଛାତ୍ରଙ୍କୁ ଖୋଜାଖୋଜି କରୁଛନ୍ତି। ନିଖୋଜ ଛାତ୍ର ଜଣଙ୍କ ହେଲେ କୌଶିକ ବାରିକ। ତାଙ୍କ ଘର ପାଟକୁରା ଜଗନ୍ନାଥପୁର ଗାଁର ବୋଲି ଜଣାଯାଇଛି।
ଆଜି!-->!-->!-->…
ମେଡିକାଲ୍ରେ ପଶିଲା ଆଣ୍ଠୁଏ ଉଚ୍ଚର ପାଣି; ଭାସିଗଲା ବହୁ ଔଷଧ
ମାଲକାନଗିରି : ମେଡ଼ିକାଲ୍ରେ ପଶିଲା ପାହାଡ଼ିଆ ପାଣି। ଆଉ ସେହି ପାଣିରେ ଭାସିଗଲା ବହୁ ଔଷଧ। ଏପରି ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ। ସେପଟେ ଲଗାତାର ବର୍ଷା ଯୋଗୁ ସିଲେରୁ ଓ ସାବେରୀ ନଦୀ ଫୁଲିଥିବାରୁ ଆନ୍ଧ୍ର ଓ ତେଲେଙ୍ଗାନା!-->…
ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣା: ଜେଲ୍ରୁ ମୁକୁଳିଲେ ଶିବଶଙ୍କର ଦାସ
କଟକ/ବ୍ରହ୍ମପୁର: ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଶିବଶଙ୍କର ଦାଶ ଓରଫ ପିଣ୍ଟୁଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ୪୦ ହଜାର ଟଙ୍କାର ଦୁଇ ଜଣ ସ୍ଥାନୀୟ ଜାମିନଦାରଙ୍କ ବଦଳରେ ନିମ୍ନ ଅଦାଲତ ଶ୍ରୀ ଦାଶଙ୍କୁ ଜାମିନରେ ଛାଡ଼ିବେ ବୋଲି ହାଇକୋର୍ଟ!-->…