Browsing Category

ଓଡିଶା

ସରକାରଙ୍କ ଜବରଦଖଲ ଉଛେଦନେଇ ସିଟିଜେନ ଫୋରମ ବୈଠକରେ ପ୍ରତିକ୍ରିୟା

ଫୁଲବାଣୀ : ଫୁଲବାଣୀ ବନାନୀ କଳା ସଂଗମ ପରିସରରେ କନ୍ଧମାଳ ଜିଲ୍ଲା ସିଟିଜେନ ଫୋରମ ପକ୍ଷରୁ ଏକ କାର୍ଯ୍ୟକାରି ବୈଠକ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ଆଜିର

ଭଙ୍ଗାଗଲା ଭିତର ରତ୍ନଭଣ୍ଡାର ର ୩ଟି ତାଲା, ସିନ୍ଦୁକ-ଆଲ୍‌ମିରାରେ ରହିଛି ଅଳଙ୍କାର: ମୁଖ୍ୟ ପ୍ରଶାସକ

ପୁରୀ: ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ରବିବାର ଦିନ ୧ଟା ୨୮ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇଛି। ରତ୍ନଭଣ୍ଡାର ଖୋଲିବା ପାଇଁ ଗଠନ କରାଯାଇଥିବା ସ୍ବତନ୍ତ୍ର ଟିମ୍‌ ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିଛନ୍ତି। ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିବା ପରେ ଅଳଙ୍କାର ସ୍ଥାନାନ୍ତରିତ

ନନ୍ଦନକାନନକୁ ରାଞ୍ଚିରୁ ଆସିଲେ ମହାବଳ ବାଘ ସହ ଅନ୍ୟାନ୍ୟ ଜୀବଜନ୍ତୁ

ଭୁବନେଶ୍ୱର : ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ରାଞ୍ଚି ବିର୍ସାମୁଣ୍ଡା ବାୟୋଲୋଜିକାଲ ପାର୍କରୁ ଗୋଟିଏ ରୟାଲ ବେଙ୍ଗଲ ଟାଇଗରକୁ ପ୍ରାଣୀ ଉଦ୍ୟାନକୁ ଅଣାଯାଇଛି । ଏହାସହ ୪ଟି ହରିଣ, ୪ଟି ପାଲମ ସିଭେଟ, ୨ଟି ଇଣ୍ଡିଆନ ଫକ୍ସ, ୨ଟି ପେଲିକାନ, ୨୦ଟି ନାଇଟ ହେରୋନ, ୨୦ଟି ବ୍ଲାକ ହେଡଡ

EOW ପଞ୍ଝାରେ ୬୦୦ କୋଟି ଟଙ୍କା ଠକେଇର ମାଷ୍ଟରମାଇଣ୍ଡ

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ EOWକୁ ବଡ଼ ସଫଳତା । ୬୦୦ କୋଟି ଟଙ୍କା ଠକେଇର ମାଷ୍ଟରମାଇଣ୍ଡ ଗିରଫ। LFS ବ୍ରୋକିଂ ଓ PMS ସର୍ଭିସେସର ମୁଖ୍ୟ ଅଭିଯୁକ୍ତ ସୟଦ ଜିୟାକୁର ରେହମାନକୁ ପଶ୍ଚିମ ବଙ୍ଗ ହୁଗୁଳିରୁ ଗିରଫ କରିଛି EOW । ଦୁବାଇରୁ ଫେରିବା ବେଳେ କୋଲକାତାରୁ ଗିରଫ କରାଯାଇଛି ।

ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟଣା: ଶିଶୁଭବନରେ ଆଖି ବୁଜିଲା ୧୧ ଦିନର ଶିଶୁ

କଟକ: ଘରୋଇ ନର୍ସିଂହୋମ୍‌ ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଶିଶୁ ଭବନରେ ଚିକିତ୍ସାଧୀନ ଜଣେ ୧୧ ଦିନର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁଟି ଭଦ୍ରକ ଚାନ୍ଦବାଲି ଅଞ୍ଚଳର ହୋଇଥିବା ସୂଚନା ରହିଛି। ମୃତ୍ୟୁ ନେଇ ସୂଚନା ଦେଲେ ଶିଶୁ ଭବନ ଅଧୀକ୍ଷକ। ଗତକାଲି ଅଗ୍ନିକାଣ୍ଡ ପରେ ଶିଶୁଟିକୁ

ବିଦ୍ୟୁତ ଆଘାତ ଲାଗି ୧୦ରୁ ଉର୍ଦ୍ଧ୍ୱ ଶିଶୁ ଗୁରୁତର…

ବ୍ରହ୍ମପୁର : ବିଦ୍ୟୁତ ଆଘାତ ଲାଗି ୧୦ରୁ ଉର୍ଦ୍ଧ୍ୱ ଶିଶୁ ଗୁରୁତର ହୋଇଥିବା ଖବର ଆସିଛି। ଫାଶିଗୁଡ଼ା ଗାଁରେ ମନ୍ଦିର ପ୍ରତିଷ୍ଠା ବେଳେ ଏହି ଅଘଟଣ ଘଟିଛି। ରାମାୟଣ ନାଟକ ପ୍ରଦର୍ଶନ ବେଳେ ଷ୍ଟେଜ ନିକଟରେ ବିଦ୍ୟୁତ ଆଘାତରେ ଶିଶୁମାନେ ଗୁରୁତର ହୋଇଛନ୍ତି। ତେବେ ଘଟଣାରେ ୪ ଶିଶୁଙ୍କୁ

ରତ୍ନଭଣ୍ଡାର ଖୋଲିବା ନେଇ ଖୁସି ବ୍ୟକ୍ତ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି କୋଟି କୋଟି ଜଗନ୍ନାଥ ପ୍ରେମୀ ଉତ୍କଣ୍ଠାରେ । ଦୀର୍ଘ ୫ ଦଶନ୍ଧିର ଅପେକ୍ଷା ପରେ ଖୋଲିଛି ରତ୍ନଭଣ୍ଡାରର ଦ୍ବାର । ଧିରେ ଧିରେ ଭିତରକୁ ପ୍ରବେଶ କରୁଛନ୍ତି ନିର୍ଦ୍ଧାରିତ ସଦସ୍ୟ । ଏହାପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ରହସ୍ୟ ବିଷୟରେ ଅବଗତ ହେବେ ଓଡିଶାବାସୀ । ଏହାରି ଭିତରେ

ମହାପ୍ରଭୁଙ୍କ ଇଚ୍ଛାରେ ୪୬ ବର୍ଷ ପରେ ମହତ ଉଦ୍ଦେଶ୍ୟ ନେଇ ଖୋଲାଗଲା ରତ୍ନଭଣ୍ଡାର: ମୁଖ୍ୟମନ୍ତ୍ରୀ

ପୁରୀ: ୪୬ ବର୍ଷ ପରେ ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର ଦ୍ବାର। ଅନ୍ତ ହେଲା ଦୀର୍ଘ ବର୍ଷର ଅପେକ୍ଷା। ରତ୍ନଭଣ୍ଡାର ଭିତରକୁ ଯିବା ନିର୍ଦ୍ଧାରିତ ହୋଇଥିବା ୧୧ ଜଣ ସଦସ୍ୟ ଶୁଭ ମୁହୂର୍ତ୍ତ ଅନୁଯାୟୀ ୧ଟା ୨୮ରେ ରତ୍ନଭଣ୍ଡାରର ପ୍ରଥମ ଦ୍ବାର ଖୋଲି ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଛନ୍ତି ।

୧ଟା ୨୮, ଶୁଭ ମୁହୂର୍ତ୍ତରେ ଖୋଲିଲା ରତ୍ନଭଣ୍ଡାର

ପୁରୀ: ଅନେକ ବର୍ଷର ଅପେକ୍ଷାର ହେଲା ଅନ୍ତ । ୪୬ ବର୍ଷ ପରେ ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର ଦ୍ବାର । ରତ୍ନଭଣ୍ଡାର ଭିତରକୁ ଯିବା ନିର୍ଦ୍ଧାରିତ ହୋଇଥିବା ୧୧ ଜଣ ସଦସ୍ୟ ଶୁଭ ମୁହୂର୍ତ୍ତ ଅନୁଯାୟୀ ୧ଟା ୨୮ରେ ରତ୍ନଭଣ୍ଡାରର ପ୍ରଥମ ଦ୍ବାର ଖୋଲି ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଛନ୍ତି