Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଖଣ୍ଡପଡ଼ା ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍
ନୟାଗଡ଼: ଖଣ୍ଡପଡ଼ା ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍। ବିଳମ୍ବିତ ରାତିରେ ତହସିଲଦାର ଧୋବେଇ ନାୟକଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ତହସିଲ କର୍ମଚାରୀ ଧରାପଡ଼ିଥିଲେ। ତହସିଲର ଜଣେ କର୍ମଚାରୀଙ୍କୁ ଗିରଫ ପରେ ଚାଲିଛି ରେଡ୍। ନୟାଗଡ଼ ଭାପୁର ଓ!-->…
ତୃଟିଶୂନ୍ୟ ରଥଯାତ୍ରା ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ
ପୁରୀ: ରଥଯାତ୍ରାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପୁରୀ ଟାଉନ ହଲଠାରେ ଆଜି ଅନୁଷ୍ଠିତ ହୋଇଯାଇଛି ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ। ଏହି ଅବସରରେ ସେ ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତ ସେବାୟତଗଣ, ପ୍ରଶାସନ, ବିଭିନ୍ନ ସାମାଜିକ ସଂଗଠନ ଓ ସ୍ଥାନୀୟ!-->…
ସିଲ୍ ହେଲା ବଲ୍ଲେ ବଲ୍ଲେ ଢ଼ାବା
ଯାଜପୁର: ତାଲା ପଡ଼ିଲା ଯାଜପୁର ଧର୍ମଶାଳାର ବଲେ ବଲେ ଢାବାରେ। ବିନା କାଗଜପତ୍ରରେ ଏହି ଢାବା ବେଆଇନ ଭାବେ ଚାଲିଥିବା ଅଭିଯୋଗ ହେବା ପରେ ଖୋଳତାଡ ଆରମ୍ଭ ହୋଇଥିଲା । ଢ଼ାବାକୁ ସିଲ କରିବାକୁ ନୋଟିସ୍ କରିଥିଲେ ବିଡ଼ିଓ । ଆଜି ବିଡିଓଙ୍କ ନିର୍ଦ୍ଦେଶରେ ଅଧିକାରୀମାନେ ଢ଼ାବାରେ ତାଲା!-->…
ବଢ଼ିଲା ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି
ଭୁବନେଶ୍ୱର: ବଢ଼ିଲା +୨ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ଅବଧି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ନାମଲେଖା ଅବଧି ବୃଦ୍ଧି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ । ପୂର୍ବରୁ ଆବେଦନର ଶେଷ ତାରିଖ ଜୁଲାଇ ୬ ଥିଲା । ଏବେ ଏହାକୁ ବୃଦ୍ଧି କରି ଜୁଲାଇ ୧୨ କରାଯାଇଅଛି ।
ସୂଚନା ଅନୁଯାୟୀ!-->!-->!-->…
ରାହୁଲ ଗାନ୍ଧୀ ଜଣେ ମିଥ୍ୟାବାଦୀ, ହିଂସ୍ର ଓ ଆତଙ୍କବାଦୀ: ମନମୋହନ ସାମଲ
ଭୁବନେଶ୍ବର: ରାହୁଲ ଗାନ୍ଧୀ ଲୋକସଭାରେ ହିନ୍ଦୁମାନଙ୍କୁ ହିଂସ୍ର ଓ ମିଛୁଆ କହିବାକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, କଂଗ୍ରେସ ୫୬ ବର୍ଷ ଦେଶକୁ ଶାସନ କରିଛି ତେଣୁ ସେମାନଙ୍କର ବିରୋଧୀ ଦଳରେ ବସିବାର ଅଭ୍ୟାସ ନାହିଁ। ସେଥିପାଇଁ!-->…
ରାଜ୍ୟରେ ୩ ହଜାର ଟଙ୍କାକୁ ବଢିବ ଭତ୍ତା, ଚାଲିଛି ପ୍ରସ୍ତୁତି: ସାମଜିକ ସୁରକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ଜନତାଙ୍କ ପାଇଁ ଖୁସି ଖବ। ଏଣିକି ବଢିବ ଭତ୍ତା ଟଙ୍କା। ଭତ୍ତା ଟଙ୍କାକୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏନେଇ ସାମଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କରିଛନ୍ତି। ମଧୁବାବୁ ପେନସନ ଯୋଜନାରେ ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି!-->…
ରାଷ୍ଟ୍ରପତିଙ୍କ ଗସ୍ତ ଅଞ୍ଚଳ ନୋ ଡ୍ରୋନ୍ ଜୋନ୍ ଘୋଷିତ
ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୬ ତାରିଖ ସନ୍ଧ୍ୟାରେ ଆସି ୯ ତାରିଖ ପର୍ଯ୍ୟନ୍ତ ରହିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି!-->…
ଶେଷ ପର୍ଯ୍ୟାୟରେ ତିନି ରଥ ନିର୍ମାଣ କାର୍ଯ୍ୟ
ପୁରୀ : ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଶେଷ ପର୍ଯ୍ୟାୟରେ ତିନି ରଥ ନିର୍ମାଣ କାର୍ଯ୍ୟ l ଶେଷ ସ୍ପର୍ଶ ଦେଉଛନ୍ତି କାରିଗର l ବର୍ତ୍ତମାନ ସୁଦ୍ଧା ତିନି ରଥର ପ୍ରଭା ନିର୍ମାଣ ଶେଷ ହେବା ସହ ତିନିରଥ ର ଦୁଆର ବେଢ଼ା ଗୁଡ଼ିକର ନିର୍ମାଣ କାର୍ଯ୍ୟ ସମ୍ପନ୍ନ!-->…
ଆଦିତ୍ୟ ମହାପାତ୍ର ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ
ଭୁବନେଶ୍ବର: ବଦଳିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ। ପୂର୍ବରୁ ଭିକେ ପାଣ୍ଡିଆନ୍ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିବା ବେଳେ ବର୍ତ୍ତମାନ ତାଙ୍କ ଜାଗାରେ ନୂତନ ସଚିବଙ୍କୁ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ!-->…
ରାଜଧାନୀରେ ଅଢେଇ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ
ଭୁବନେଶ୍ବର: ରାଜଧାନୀରେ ଲଜ୍ଜା । ଅଢେଇ ବର୍ଷର ନାବାଳିକା ଝିଅଙ୍କୁ ଦୁଷ୍କର୍ମ । ଦୁଷ୍କର୍ମ କରି ଫରାର ହେଲା ଅଭିଯୁକ୍ତ । କାବୁ କଲା କମିସନରେଟ୍ ପୋଲିସ୍ ।
ତେବେ ଜଟଣୀ ଅଞ୍ଚଳରେ ଏଭଳି ନିନ୍ଦନୀୟ ଘଟଣା ଘଟିଥିବା ବେଳେ ଏନେଇ ପରିବାର ପକ୍ଷରୁ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇ ମାମଲା!-->!-->!-->…