Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରଥଯାତ୍ରା ଦିନ ମନ୍ଦିର ଭିତରକୁ ଭିଆଇପିଙ୍କୁ ପ୍ରବେଶ ମନା
ପୁରୀ: ଆସନ୍ତାକାଲି ପୁରୀରେ ରଥଯାତ୍ରାର ଚୂଡ଼ାନ୍ତ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆସନ୍ତା ୬ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ। ଏଥିସହ ସେ ୭ ତାରିଖରେ ଆୟୋଜିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଯୋଗ ଦେବେ। ତେଣୁ!-->…
ପ୍ରଥମ ଦିନ ୧୫୦୦ ଲୋକଙ୍କ ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସମସ୍ୟା ଶୁଣିଛନ୍ତି। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଉପସ୍ଥିତ ରହିଥିଲେ। ଆଜି ଥିଲା ଜନ ଶୁଣାଣିର ପ୍ରଥମ ଦିନ। ପ୍ରଥମ ଦିନରେ ହିଁ ପାଖାପାଖି ୧୫୦୦ ଲୋକ!-->…
ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ ଲିକ୍: ୮ ଜଣ ଗୁରୁତର
ରାଉଲକେଲା: ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟରେ ଘଟିଛି ବଡ ଅଘଟଣ । ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍ ଲିକ୍ କାରଣରୁ ୮ ଜଣ ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି । ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ୫ନଂ ବ୍ଲାଷ୍ଟ ଫର୍ଣ୍ଣେସରେ ଶ୍ରମିକମାନେ କାମ କରୁଥିବା ସମୟରେ ଷ୍ଟିଲ୍ ପ୍ଲାଣ୍ଟର ୫ନଂ!-->…
ହତ୍ୟା ପରେ କଟା ମୁଣ୍ଡ ଧରି ଗାଁରେ ବୁଲିଲା ନାତି
ବଣେଇ : ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡର କେ ବଲାଙ୍ଗ ଥାନା ପୁରୁଣା ପାଣି ଗାଁରେ ଘଟି ଯାଇଛି ବୀଭତ୍ସ ହତ୍ୟାକାଣ୍ଡ ଅଜାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନାତି । ହତ୍ୟା ପରେ କଟା ମୁଣ୍ଡ ଧରି ବୁଲିଲା ଗାଁରେ ଅଭିଯୁକ୍ତ ନାତି। କେ ବଲାଙ୍ଗ ପୋଲିସ ସୂଚନା ପାଇ ଶବକୁ ଜବତ!-->…
ଭାରତୀୟ ନ୍ୟାୟ ସଂହିତାରେ ଭୁବନେଶ୍ବରରେ ରୁଜ୍ଜୁ ହେଲା ପ୍ରଥମ ମାମଲା
ଭୁବନେଶ୍ବର: ଆଜି ଦେଶରେ ଲାଗୁ ହୋଇଛି ତିନି ନୂଆ ଆଇନ ଭାରତୀୟ ନ୍ୟାୟ ସଂହିତା(ବିଏନଏସ), ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ(ବିଏସଏ) ଲାଗୁ ହୋଇଯାଇଛି । ଲାଗୁ ହେଉ ହେଉ ଦିଲ୍ଲୀରେ ଏନେଇ ପ୍ରଥମ ମାମଲା ରୁଜ୍ଜୁ ହୋଇଥିବା ବେଳେ ଭୁବନେଶ୍ବରରେ ମଧ୍ୟ!-->…
ଆଜି ଅଣସର ଦଶମୀ, ଦଇତାପତି ସେବାୟତଙ୍କ ଗୁପ୍ତ ଉପଚାର
ପୁରୀ :ଆଜି ଅଣସର ଦଶମୀ । ଚକାବିଜେ କରିବେ ଶ୍ରୀଜୀଉ । ଅଣସର ତାଟି ଭିତରେ ଦଇତାପତି ସେବାୟତଙ୍କ ଗୁପ୍ତ ଉପଚାର ପରେ ଶ୍ରୀବିଗ୍ରହଙ୍କ ଶରୀରରୁ ତାତି ଓହ୍ଲାଇଥିବା ବେଳେ ଆଜି ଶୟନ ଅବସ୍ଥାରୁ ଉଠି ଚକା ଉପରେ ବିଜେ କରିବେ ମହାପ୍ରଭୁ । ଅନ୍ୟପଟେ ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ!-->…
ମୃତ ସ୍ତ୍ରୀକୁ ଡାକ୍ତରଖାନାରେ ଛାଡ଼ି ସ୍ବାମୀ ଫେରାର
ସୁବର୍ଣ୍ଣପୁର: ମୃତ ସ୍ତ୍ରୀକୁ ଡାକ୍ତରଖାନାରେ ଛାଡ଼ି ସ୍ବାମୀ ଫେରାର। ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଥାନା ପିପିଲିପାଲି ଗାଁର ସୁଦାମ ବାଗ ଗତକାଲି ରାତିରେ ଏଭଳି ଘଟଣା ଘଟିଛି। ଗତକାଲି ରାତିରେ ସ୍ତ୍ରୀ ଘରୁ ବାହାରି ସୌଚାଳୟକୁ ଯିବାବେଳେ ବାରଣ୍ଡାରେ ହଠାତ ପଡ଼ିଯାଇଥିଲେ। ଫଳରେ ଅଚେତ୍!-->…
ଅନୁଗୁଳରେ ସେକ୍ସ ରାକେଟ ଠାବ, ଦୁଇ ରୁପଜୀବୀଙ୍କ ସହ ୪ ଅଭିଯୁକ୍ତ ଗିରଫ
ଅନୁଗୁଳ: ଅନୁଗୁଳ ମଦନମୋହନ ପଡାରେ ସେକ୍ସ ରାକେଟ ଠାବ କରିଛି ଅନୁଗୁଳ ପୁଲିସ । ଅନୁଗୁଳ ପୁଲିସ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ମଦନମୋହନ ପଡ଼ା ସ୍ଥିତ ବିକ୍ରମ ଲଜ ପଛ ପଟେ ଥିବା ଗୋଟିଏ ଦୁଇ ମହଲା ଘର ଉପରେ ଚଢ଼ାଉ କରିଥିଲା । ଚଢାଉ ବେଳେ ସେଠାରେ ଚାଲିଥିବା ଏକ ସେକ୍ସ ରାକେଟକୁ ଠାବ!-->…
ଜାଲରେ ପଡିଲା ୪୦ କେଜି ଓଜନର ବିରଳ ପ୍ରଜାତିର ମାଛ
ବୌଦ୍ଧ : ଜାଲରେ ପଡିଲା ବିରଳ ପ୍ରଜାତିର ମାଛ। ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ମହାନଦୀରୁ ଧରାପଡ଼ିଲା ୪୦ କେଜି ଓଜନର ବୁଦ ମାଛ। ଏହି ମାଛ ସାତକୋଶିଆରୁ ଚାଲିଆସିଥିବା ଅନୁମାନ କରାଯାଉଛି। ଆଜି ସକାଳେ ମହାନଦୀରେ ମାଛ ଧରୁଥିବାବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଥିଲା ଏହି ମାଛ। ପ୍ରତି ବର୍ଷ!-->…
ସପ୍ତଶଯ୍ୟା ପାହାଡ଼ରେ ୫ ନିଖୋଜ ଛାତ୍ର ଉଦ୍ଧାର
ଢେଙ୍କାନାଳ: ସପ୍ତଶଯ୍ୟା ପାହାଡ଼ରେ ୫ ନିଖୋଜ ଛାତ୍ର ଉଦ୍ଧାର। ବିଳମ୍ବିତ ରାତିରେ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ ଓ ପୋଲିସ। ସପ୍ତଶଯ୍ୟା ବୁଲିବାକୁ ଯାଇ ୫ ଛାତ୍ର ଅନ୍ଧାରରେ ଫସି ଯାଇଥିଲେ। ବର୍ଷା ହେବାରୁ ରାସ୍ତା ଭୁଲି ୫ ଛାତ୍ର ପାହାଡ଼ ଉପରୁ ଫେରି ପାରି ନଥିଲେ। ଉଦ୍ଧାର ପରେ ସମସ୍ତ!-->…