Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବାଚସ୍ପତି ପାଇଁ ସୁରମା ପାଢ଼ୀଙ୍କ ନାଁ ଘୋଷଣା କଲା ବିଜେପି, ଦାଖଲ କଲେ ନାମାଙ୍କନ
ଭୁବନେଶ୍ୱର : ସୁରମା ପାଢୀ ବିଜେପିର ବାଚସ୍ପତି ପ୍ରାର୍ଥୀ । ବିଜେପି ବିଧାୟକ ଦଳ ବୈଠକ ପରେ ତାଙ୍କ ନାଁ ଘୋଷଣା ହୋଇଛି । ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାଁ ଉପରେ ମୋହର ବାଜିଥିଲା । ପରେ ବିଧାନସଭା!-->…
ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ନିଯୁକ୍ତ ହେଲେ ୨ ନୂଆ ଅଫିସର
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ନିଯୁକ୍ତ ହେଲେ ୨ ନୂଆ ଅଫିସର । ଜଣେ ହେଲେ ସତୀଶ ଚନ୍ଦ୍ର ସାମଲ । ଯିଏକି, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ନିଯୁକ୍ତ ହୋଇଛନ୍ତି । ସେହିପରି ବିନୋଦ ବିହାରୀ ସିଂହଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ମିଳିଛି ।
!-->!-->…
ପୁଣି ତେଜିଲା ମହାନଦୀ ବିବାଦ
ଭୁବନେଶ୍ବର: ପୁଣି ତେଜିଲା ମହାନଦୀ ବିବାଦ । ବିଜେପି ସରକାରକୁ ଆସିବା ପରେ ମହାନଦୀ ପାଣି ପ୍ରସଙ୍ଗକୁ ତେଜି ବିରୋଧୀଙ୍କ ଆରମ୍ଭ ହୋଇଛି ବୟାନ ବାଜି । ଧିରେ ଧିରେ ଶୁଖିଯିବାକୁ ବସିଲାଣି ମହାନଦୀ ପାଣି । ସେହି ପୁରୁଣା ପ୍ରସଙ୍ଗ ଉଠାଇ ନୂଆ ସରକାରଙ୍କୁ ଆହ୍ବାନ ଦେଇଛନ୍ତି ବିରୋଧୀ ।
!-->!-->!-->…
ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ
କଟକ : ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ୍ ରେ ଉପଲବ୍ଧ ଓଡ଼ିଶା ସିନିୟର ସେକେଣ୍ଡାରି ଟିଚର ଇଲିଜିବିଲିଟି ଟେଷ୍ଟ ପରୀକ୍ଷା ଫଳ । www.bseodisha.ac.in ରେ ରେଜଲ୍ଟ ଉପଲବ୍ଧ । ୱେବସାଇଟ୍ ରୁ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ ପରିକ୍ଷାର୍ଥୀ ।!-->…
ଆଉ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର
କେନ୍ଦୁଝର: ପୁଣି ଗଲା ଆଉ ଏକ ଦନ୍ତାର ଜୀବନ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସୋସୋ ଅଞ୍ଚଳରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି । ତେବେ କେମିତି ଏବଂ କେଉଁ ପରିସ୍ଥିତିରେ ହାତୀଟିର ମୃତ୍ୟୁ ହେଲା ଜଣାପଡ଼ି ନାହିଁ । ମୃତ ଦନ୍ତାର ବୟସ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।
!-->!-->!-->…
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨୨ ଓଏଏସ୍ ଅଧିକାରୀ ଅପସାରିତ
ଭୁବନେଶ୍ବର: ନୂଆ ସରକାର ଗଠନ ହୋଇଛି, ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ। ରାଜ୍ୟରେ ବିଜେପି ସରକାର ଗଠନ ପରେ ବିଭିନ୍ନ ବିଭାଗର ସମୀକ୍ଷା ଜୋରଦାର ଚାଲିଛି। ଏସବୁ ଭିତରେ ନୂଆ ମୁଖ୍ୟମନ୍ତ୍ରୀ ରାଜ୍ୟ ଅତିଥି ଭବନରୁ ସରକାର ଚଳାଇଛନ୍ତି। ବିଭିନ୍ନ ବିଭାଗର ଅଧିକାରୀଙ୍କ!-->…
ଜୁଲାଇ ୮ରେ ଖୋଲିବ ରତ୍ନ ଭଣ୍ଡାର
ପୁରୀ: ସବୁ ତର୍କବିତର୍କ ଉପରେ ଲାଗିବ ବିରାମ । ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ଆସନ୍ତା ଜୁଲାଇ ୮ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବ । ଜୁଲାଇ ୭ରେ ମହାପ୍ରଭୁଙ୍କ ରଥଯାତ୍ରା ପରେ ୮ ତାରିଖରେ ଖୋଲାଯିବ ରତ୍ନ ଭଣ୍ଡାର । ଏଥିପାଇଁ ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥ ଲେଜର ସ୍କାନିଂ!-->…
ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ
ଭୁବନେଶ୍ୱର : ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିବା ସହ ବିଭାଗୀୟ ଅଧିକାରୀ ଓ PCCF ସୁଶାନ୍ତ ନନ୍ଦଙ୍କ ସହ ଅଧିକ ଆଲୋଚନା କରିଥିଲେ । ଯେଉଁ ସବୁ ଅସୁବିଧା ରହିଛି ତାକୁ ତୁରନ୍ତ!-->…
ଡ୍ରେନ୍ ସମସ୍ୟା : ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ
ଭୁବନେଶ୍ବର: ଦିନକୁ ଦିନ ବଢିଚାଲିଛି ଡ୍ରେନ୍ ସମସ୍ୟା । କେଉଁଠି ମୁକୁଳା ତ ଆଉ କେଉଁଠି ଧସେଇ ପଡିଲାଣି ମାଟି । ଆଉ ବର୍ଷା ଦିନ ଆସିଲେ ତ କଥା ସରିଲା । ଜଳମୟ ରାସ୍ତାରେ ଡ୍ରେନ୍ ଚିହ୍ନିବା ଅସମ୍ଭବ । ଯେଉଁଥିରେ ପ୍ରତିବର୍ଷ ଲୋକଙ୍କ ମୃତ୍ୟୁ ହେଉଛି । ଏହି ସମସ୍ୟାର ଅଧିକ ସମ୍ମୁଖୀନ!-->…
ଡିପଥେରିଆ ସଂକ୍ରମଣ: ଆଜିଠୁ ରାୟଗଡ଼ାରେ ଆରମ୍ଭ ହେଲା ବୁଷ୍ଟର ଡୋଜ
ରାୟଗଡ଼ା: ରାଜ୍ୟରେ ବ୍ୟାପୁଛି ଡିପଥେରିଆ ସଂକ୍ରମଣ । ଯାହା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ ନେଇଛି । ଆଜିଠୁ ରାୟଗଡ଼ାର କାଶୀପୁରରେ ବୁଷ୍ଟର ଡୋଜ ଆରମ୍ଭ ହୋଇଛି । ୮୦ଟି ଗାଁରେ ବୁଷ୍ଟର ଡୋଜ୍ ଦିଆଯିବାର କାର୍ଯ୍ୟକ୍ରମ ରହିଛି ।!-->…