Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନିଷ୍କ୍ରିୟ ବେଳେ ଫୁଟିଲା ବୋମା, ହାବିଲଦାର ମୃତ
କଟକ/ଫୁଲନଖରା, : କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ବ୍ରିଜ ନିକଟରେ ବୋମା ନିଷ୍କ୍ରିୟ ଦଳ ବୋମା ନିଷ୍କ୍ରିୟ କରୁଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ କଟକ ରିଜର୍ଭ ପୋଲିସର ବାଣ ନିଷ୍କ୍ରିୟ ଟିମ୍ର ହାବିଲଦାର ପ୍ରଦୀପ ମଲ୍ଲିକ।ମିଳିଥିବା ସୂଚନାନୁଯାୟୀ, କଟକ ସଦର ଥାନାରେ ଗତ!-->…
ଏହି କାମ ଦେଖି ତାଜୁବ ହେଲେ ନୂଆ ମୁଖ୍ୟମନ୍ତ୍ରୀ: ମାଗିଲେ ଜବାବ
ଭୁବନେଶ୍ୱର,୧୪।୬: ଓଡ଼ିଶାରେ ନୂଆ ଭାଜପା ସରକାର ଆରମ୍ଭ ହୋଇଛି। ଶପଥ ନେବାର ଦିନକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି। ଶୁକ୍ରବାର ରାଜ୍ୟରେ ପ୍ରଶାସନିକ ଅବ୍ୟବସ୍ଥା ଦେଖି ତାଜୁବ ହୋଇଯାଇଛନ୍ତି ମୁଖ୍ୟମନ୍ତ୍ରୀ। ସମୀକ୍ଷା ବେଳେ ସରକାରୀ ବ୍ୟବସ୍ଥା ରାଜ୍ୟରେ!-->…
ରଜ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ବର: ଆଜି ପହିଲି ରଜ। ରଜ ପର୍ବ ପାଇଁ ଆଜି ସାରା ରାଜ୍ୟ ଉତ୍ସବ ମୁଖର । ଓଡ଼ିଶାର ପାରମ୍ପରିକ ଗଣ ପର୍ବ ରଜ। ତିନି ଦିନ ଧରି ଗାଁଠୁ ସହର ସବୁଠୁ ରଜର ଆସର ଜମିଥାଏ। ପହିଲି ରଜରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ!-->…
ବିଜେପିକୁ ଅହଂକାରୀ କହିଲେ ଆରଏସଏସ ନେତା: କେନ୍ଦ୍ରମନ୍ତ୍ରୀ ଦେଲେ ଏମିତି ଜବାବ
ନୂଆଦିଲ୍ଲୀ : କେନ୍ଦ୍ରରେ ଏକା କୀ ସରକାର ଗଠନ କରିବାକୁ ସକ୍ଷମ ହୋଇ ନଥିବା ବିଜେପିକୁ ଆରଏସଏସ ନେତା ଇନ୍ଦ୍ରେଶ କୁମାର କଟାକ୍ଷ କରିଛନ୍ତି। ସେ ବିଜେପି ପ୍ରତି ଅହଂକାର ଶବ୍ଦ ପ୍ରୟୋଗ କରିଛନ୍ତି। ବିଜେପିର ବିଚାରଧାରା ଆରଏସଏ ସହ ଜଡ଼ିତ ଥିବା ବେଳେ ସଂଘ ପରିବାର ଜଣେ ବରିଷ୍ଠ ନେତା ଏପରି ଶବ୍ଦ!-->…
ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହେଲେ କାମଚଳା ବାଚସ୍ପତି
ଭୁବନେଶ୍ବର : ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହେଲେ କାମଚଳା ବାଚସ୍ପତି। ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ଭାବରେ ସେ ଶପଥ ନେଇଛନ୍ତି। ଆଜି ତାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ!-->…
‘ଓଡ଼ିଶାର ସାମଗ୍ରିକ ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ତଥ୍ୟ ଦିଆଗଲା’
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଦୁଇ ଉପ-ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଓ ପ୍ରଭାତୀ ପରିଡ଼ା ଯୋଗଦେଇଥିଲେ। ଆଜି ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଓଡ଼ିଶାର ସାମଗ୍ରୀକ ବିକାଶ, ସ୍ଥିତି ଓ ଆହ୍ୱାନ ଗୁଡ଼ିକ!-->…
ଜୁଲାଇ ୧ରୁ ଦେଶରେ ଲାଗୁ ହେବ ନୂଆ ପୁଲିସ ଆଇନ: ହଟିବ ଆଇପିସି, ସିଆରପିସି
ଭୁବନେଶ୍ବର: ଜୁଲାଇ ପହିଲାରୁ ବ୍ରିଟିସ ଆଇନ ହଟିବ। ସାରା ଦେଶରେ ନୂଆ ପୁଲିସ ଆଇନ ଲାଗୁ ହେବ। ୧୮୬୦ ମସିହାରୁ ଚାଲିଥିବା ବ୍ରିଟସ ଆଇନକୁ ହଟାଇ ଦିଆଯିବ । ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ସବୁ ଡିଜିପିଙ୍କ ସହ ଆଲୋଚନା କରାଯାଇଛି। ନୂଆ ଆଇନର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଛି। ନୂଆ ଆଇନ!-->…
ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମୃତ୍ୟୁର ଜାଲ ଖଞ୍ଜିଥିଲେ ନକ୍ସଲ: ୩୩୫୦ଟି ସ୍ପାଇକ କାଠି ଉଦ୍ଧାର
ମାଲକାନଗିରି: ମାଓବାଦୀଙ୍କ କାର୍ଯ୍ୟକଳାପ ଯୋଗୁଁ ଛତିଶଗଡ଼ ଓ ତେଲେଙ୍ଗାନା ସୀମାନ୍ତବର୍ତ୍ତୀ ଅଂଚଳର ଆଦିବାସୀ ଲୋକମାନେ ଭୟଭୀତ ହେଉଛନ୍ତି। ତେଲେଙ୍ଗାନା-ଛତିଶଗଡ଼ର ଜଙ୍ଗଲରେ ରହୁଥିବା ଆଦିବାସୀ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ସେମାନେ ଜଂଗଲକୁ ଗଲେ ମାଓବାଦୀର ଆଖ୍ୟା ଦିଆଯାଉଛି। ଜଂଗଲରେ!-->…
ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ୧୭ ତାରିଖରୁ ବର୍ଷା ବଢ଼ିବ
ଭୁବନେଶ୍ବର : ଖରାର ଅସମ୍ଭାଳ ତାତି ଭିତରେ ଆସିଲା ଭଲ ଖବର। ଆଗାମୀ ୧୭ ତାରିଖରୁ ବର୍ଷା ବଢ଼ିବ। ରାଜ୍ୟର କେତେକ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର!-->…
ମଣ୍ଡିରେ ଭିଜିଲା କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ଧାନ, ଚିନ୍ତାରେ ଚାଷୀ
ସୋନପୁର : ଅସମ୍ଭାଳ ଗ୍ରୀଷ୍ମ ତାତିରେ କେତେ ପରିଶ୍ରମ କରି ରବୀ ଋତୁ ଧାନ ଚାଷ କରିଥିଲେ ଚାଷୀ। ଭାବିଥିଲେ ଧାନ ବିକି କିଛି ଅର୍ଥ ରୋଜଗାର କରିବେ। ହେଲେ ସବୁ ଫସର ଫାଟିଲା। ନିଜ କଷ୍ଟ ଉପାର୍ଜିତ ଧାନ ମଣ୍ଡିରୁ ଉଠିଲା ନାହିଁ। ମଣ୍ଡିରେ ବର୍ଷାରେ ଭିଜିଲା ଧାନ। ବର୍ଷା ପାଣିରେ ଧାନ ଭିଜିବା!-->…