Browsing Category

ଓଡିଶା

ପୁରୀ ବାଣ ବିସ୍ଫୋରଣ ଘଟଣାରେ SRCଙ୍କ ତଦନ୍ତ ଆରମ୍ଭ

ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାର ଆରମ୍ଭ ହେଲା ତଦନ୍ତ। ଆଜି ପୁରୀ ସର୍କିଟ ହାଉସରେ ସ୍ୱତନ୍ତ୍ର ରିଲିଫ କମିଶନର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅପରାହ୍ନ ୩ଟାରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୭ ଟା ଯାଏଁ ଚାଲିବ ବୋଲି ସୂଚନା ମିଳିଛି |

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପତ୍ର ପ୍ରଦାନ କଲେ ନବୀନ ପଟ୍ଟନାୟକ । ଦଳର ପରାଜୟ ପରେ ଇସ୍ତଫା ଦେଲେ ନବୀନ । ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ଅପ୍ରତିଦ୍ୱନ୍ଦୀ ନେତା ନବୀନ ପଟ୍ଟନାୟକଙ୍କ ହାତରୁ ଦୀର୍ଘ ୨୪ ବର୍ଷ

ଡାକ୍ତର ଅପରଣ ମାମଲା : କର୍ଣ୍ଣାଟକରୁ ଉଦ୍ଧାର ହେଲେ ଡାକ୍ତର…

ମାଲକାନଗିରି: କିଛିଦିନ ହେବ କାଲିମେଳାରୁ ଅପହୃତ ଡାକ୍ତର ଅମ୍ଲାନ ଭୋଇଙ୍କ ନକ୍ସଲଙ୍କ ଅପହରଣ ନେଇ ସାରା ରାଜ୍ୟରେ ଚର୍ଚା ହେଉଥିବା ବେଳେ ବର୍ତ୍ତମାନ ତାହାର ସୁରାକ ମିଳିଛି । ତାଙ୍କୁ ସୁରକ୍ଷିତ ଭାବେ କର୍ଣ୍ଣାଟକରୁ ଉଦ୍ଧାର କରିଛି ମାଲକାନଗିରି ପୁଲିସ। ଏନେଇ ମାଲକାନଗିରି ଏସପି ସୂଚନା

ନିର୍ବାଚନ ଫଳା ଫଳ ଘୋଷଣା ପରେ ମଦ, ବାଲି ଓ ଜମି ମାଫିଆଙ୍କ ମୁଣ୍ଡରେ ଚଡକ…

ବ୍ରହ୍ମପୁର: ସାରା ରାଜ୍ୟରେ ଥିବା ବାଲି ମଦ ମାଫିଆ ମାନେ ଅଧିକାଂଶ କରି ଶାସକ ଦଳରେ ରହି ନିଜକୁ ସୁରକ୍ଷିତ ମଣୁ ଥିବାର ନଜିର ରହିଛି। ଚଳିତ ସାଧାରଣ ନିର୍ବାଚନ ର ଫଳା ଫଳ ଘୋଷଣା ହେବା ପରେ ମଦ ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ଲକ୍ଷ କରାଯାଇଛି। ଏବେ ମୁଖ୍ୟମନ୍ତ୍ରୀ ଙ୍କ

ଆଜି ଓଡ଼ିଶାରେ ନୂଆ ଇତିହାସ ଲେଖାଗଲା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ବିଜେପିର ବିଜୟ ପରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆଜି ଓଡିଶାରେ ନୂଆ ଇତିହାସ ଲେଖାଗଲା। ୧୯ଟି ଲୋକସଭା ଆସନରେ ବିଜୟ ଏବଂ ଆଉ ଗୋଟେ ଆସନରେ ବିଜୟର ସମ୍ଭାବନା ରହିଛି। ବିଜେଡ଼ି ଓ କଂଗ୍ରେସ ଦଳକୁ ଦୀର୍ଘବର୍ଷ ଧରି ସେବା କରିବାର

ଭୁବନେଶ୍ୱରରୁ ବିଜୟୀ ହେଲେ ବିଜେପି ପ୍ରାର୍ଥି ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ବରରେ ପୁଣି ବିଜୟିନୀ ହୋଇଛନ୍ତି। ସେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ହରାଇ ବାଜି ମାରିନେଇଛନ୍ତି। ଲଗାତାର ବିଜେପି ପ୍ରାର୍ଥୀଙ୍କ ବିଜୟ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ପ୍ରାରମ୍ଭିକ

ହିଞ୍ଜିଳିରେ ଜିତିଲେ ନବୀନ, କଣ୍ଟାବାଞ୍ଜିରେ ବିଜେପି ପ୍ରାର୍ଥୀ ଆଗୁଆ

ଭୁବନେଶ୍ବର: ଭାଙ୍ଗିଲା ଅଢେଇ ଦଶନ୍ଧିର ପରମ୍ପରା। ଇତିହାସ ବନିବାକୁ ଯାଉଛି ଅପରାଜୟ ଓ ଅଜୟର ଟ୍ୟାଗ୍। ଓଡ଼ିଶାରେ ଭୁଷିଡ଼ିଛି ବିଜେଡି ଗଡ଼। ଷଷ୍ଠ ଥରର ରେକର୍ଡ ନୁହେଁ, ଔପଚାରିକତା ଏବେ ଇତିହାସ ପୃଷ୍ଠାରେ ସ୍ଥାନ ପାଇବାକୁ ଜଣେ ପୂର୍ବତନ ମୂଖ୍ୟମନ୍ତ୍ରୀଙ୍କ କାହାଣୀ। ନବୀନ ପଟ୍ଟନାୟକଙ୍କ

ନୂଆପଡାରେ ଶରତ ପଟ୍ଟନାୟକଙ୍କ ସହ ପାରାଦ୍ବୀପରେ ହାରିଲେ ଗୀତାଞ୍ଜଳି ରାଉତରାୟ

ନୂଆପଡା/ପାରାଦ୍ବୀପ: ନୂଆପଡାରେ କାମ ଦେଲାନି ହାତ | ଏଠାରୁ ନିର୍ବାଚନ ଲଢ଼ୁଥିବା ପିସିସି ସଭାପତି ଶରତ ପଟ୍ଟନାୟକ ପରାସ୍ତ ହୋଇଛନ୍ତି | ବଡ କଥା ହେଉଛି ଯେ ସେ ସ୍ୱାଧୀନ ପ୍ରାର୍ଥୀଙ୍କଠାରୁ ବି କମ ଭୋଟ ପାଇଛନ୍ତି | ମିଳିଥିବା ସୂଚନା ମୁତାବକ ଏଠାରୁ ବିଜେଡିର ରାଜେନ୍ଦ୍ର ଢୋଲକିଆ ୬୧୮୨୨ ଭୋଟ

ରାଜ୍ୟର ୧୨ଜଣ ମନ୍ତ୍ରୀ ପରାଜିତ

ଭୁବନେଶ୍ୱର : ଚଳିତ ନିର୍ବାଚନରେ ରାଜ୍ୟର ୧୨ଜଣ ମନ୍ତ୍ରୀ ପରାଜିତ ହୋଇଛନ୍ତି । ବିଜେପିର ସମସ୍ତ ନବାଗତ(କେବେବି ବିଧାୟକ କି ସାଂସଦ ହୋଇନାହାନ୍ତି)ଙ୍କଠୁ ଏହି ମନ୍ତ୍ରୀମାନେ ପରାଜିତ ହୋଇଛନ୍ତି । ୧୧ଜଣ ମନ୍ତ୍ରୀ ନିଜେ ଲଢ଼ୁଥିବାବେଳେ ଜଣେ ମନ୍ତ୍ରୀ ଉଷା ଦେବୀ ତାଙ୍କର ପୁଅ ଚିନ୍ମୟାନନ୍ଦ

କଟକ-ବାରବାଟୀ କଂଗ୍ରେସ ପ୍ରାର୍ଥୀନୀ ସୋଫିଆ ଫିର୍ଦ୍ଦୋସ ବିଜୟୀ

କଟକ: ବାପାଙ୍କ ଗଡରେ ବିଜୟୀ ହେଲେ ଝିଅ ସୋଫିଆ । କଟକ-ବାରବାଟୀ ବିଧାନସଭା ଗାଦି ହାତେଇଲେ କଂଗ୍ରେସ ପ୍ରାର୍ଥୀନୀ ସୋଫିଆ ଫିର୍ଦ୍ଦୋସ । ବିପକ୍ଷରେ ଲଢୁଥିବା ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ୭, ୯୭୪ ଭୋଟ ବ୍ୟବଧାନରେ ହରାଇଛନ୍ତି ସୋଫିଆ । ଦିନେ ବାପାଙ୍କର ଗଡ ଥିଲା ।