Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜଧାନୀରେ ଚାଞ୍ଚଲ୍ୟ, ଧରା ପଡ଼ିଲା ସନ୍ଦିଗ୍ଧ; ୭ ସିମ୍ ବକ୍ସ ଜବତ
ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଜଣେ ସନ୍ଦିଗ୍ଧକୁ ମାଡ଼ି ବସିଛି କମିଶନରେଟ୍ ପୁଲିସ୍। ସିମ୍ ବକ୍ସ ମାଧ୍ୟମରେ ବେଆଇନ୍ କାର୍ଯ୍ୟ କରୁଥିବା ବେଳେ ଧରିଛି ପୁଲିସ୍। ଏଥିସହ ସେହି ଘରୁ ୭ଟି ସିମ୍ ବକ୍ସ ଜବତ କରିଛି।
ଲକ୍ଷ୍ମୀସାଗର ଥାନା ମହାଦେବ ନଗରରେ ଜଣେ!-->!-->!-->…
ଏସସିବିରେ ୨ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ରିପୋର୍ଟ ପ୍ରସ୍ତୁତ
କଟକ: ଏସସିବିରେ ୨ ମହିଳାଙ୍କୁ ସିନିଅର ରେସିଡେଣ୍ଟ ଡାକ୍ତରଙ୍କ ଦୁଷ୍କର୍ମ ଘଟଣାର ରିପୋର୍ଟ ପ୍ରସ୍ତୁତ ସରିଛି। ଏନେଇ ସୂଚନା ଦେଇଛନ୍ତି ଏସସିବି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ ମିଶ୍ର । ତେବେ ରିପୋର୍ଟରେ ଯାହା ଅଛି, ତାହା ରାଜ୍ୟ ସରକାର ହିଁ ଜଣାଇବେ ବୋଲି କହିଛନ୍ତି ଡାକ୍ତର!-->…
ଥାନା ସମ୍ମୁଖରେ ଦେହରେ ନିଆଁ ଲଗାଇଦେଲେ ମହିଳା
କଟକ: ଦେହରା ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ ମହିଳା। କଟକ ଜିଲ୍ଲା ମହାଙ୍ଗା ଥାନା ସମ୍ମୁଖରେ ଆଜି ଏପରି ଘଟଣା ଘଟିଛି। ଯାହାଫଳରେ ମହିଳାଙ୍କ ଶରୀରରେ ୫୪ ପ୍ରତିଶତ ପୋଡି ଯାଇଛି। ତାଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଛି।
ଗୁରୁବାର ରାତିରେ ଖର୍ତ୍ତାଙ୍ଗ ଗାଁର ରଶ୍ମିତାଙ୍କ ସ୍ୱାମୀ!-->!-->!-->…
ବଜ୍ରକାପ୍ତା ଚାଲାଣ ବେଳେ ୩ ଗିରଫ, ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର
କୋରାପୁଟ: ପୁଣି ଆଉ ଏକ ବଜ୍ରକାପ୍ତା ଜବତ । କୋରାପୁଟ ଜିଲ୍ଲା ନନ୍ଦପୁର ସେମିଳିଗୁଡା ରାସ୍ତା ବଡେଗାଁ ଗ୍ରାମ ନିକଟରୁ ଫରେଷ୍ଟ ଡିଭିଜନ ଓ ପୋଲିସ ସହାୟତାରେ ବଜ୍ରକାପ୍ତା ସହ ଏକ ଅଲ୍ଟୋ କାର ଜବତ ହୋଇଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି ।
ଗିରଫ ଅଭିଯୁକ୍ତମାନେ ହେଲେ!-->!-->!-->…
୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା, ଦମନ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ମନୋନୀତ
ଭୁବନେଶ୍ୱର : ୨୦୨୨ ପାଇଁ ଜାତୀୟ ସିନେ ପୁରସ୍କାର ଘୋଷିତ । ଓଡ଼ିଆ ଫିଲ୍ମ ‘ଦମନ’କୁ ଜାତୀୟ ସିନେ ପୁରସ୍କାର ମିଳିଛି । ଆଞ୍ଚଳିକ ଫିଚର ଫିଲ୍ମ ବର୍ଗରେ ‘ଦମନ’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ବିବେଚିତ ହୋଇଛି । ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା ନିର୍ଦ୍ଦେଶିତ ସିନେମାରେ ବାବୁ ସାନ!-->…
ରାଜଧାନୀରେ ଭୁଶୁଡିଲା ସ୍କୁଲ ପାଚେରୀ
ଭୁବନେଶ୍ବର: ଅସରାଏ ବର୍ଷାରେ ଭୁଶୁଡି ପଡିଛି ରାଜଧାନୀ ଛାତିରେ ଥିବା ସ୍କୁଲ କାନ୍ଥ । ଅଲ୍ପକେ ବଞ୍ଚିଗଲା ଅନେକ ଜୀବନ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ୟୁନିଟ୍ ୯ ମହାରାଜା ହଲ ପଛପଟେ ଥିବା ଏକ ଘରୋଇ ସ୍କୁଲରେ । ତେବେ ଏହି ପାଚେରୀ ପଛପଟେ ଲୋକମାନେ ବସବାସ କରୁଥିବାରୁ ଏଥିରେ ଗୋଟିଏ!-->…
ସ୍ୱାମୀକୁ ପଥରରେ ଛେଚି ହତ୍ୟା କଲା ସ୍ତ୍ରୀ
ଘଟଗାଁ: ଘଟଗାଁ ଥାନା କାଶିବେଡା ଗ୍ରାମରେ ଅଭାବନୀୟ ଘଟଣା । ସ୍ୱାମୀକୁ ପଥରରେ ଛେଚି ହତ୍ୟା କଲା ସ୍ତ୍ରୀ । ପ୍ରତିଦିନ ନିଶାସକ୍ତ ସ୍ୱାମୀର ଅତ୍ୟାଚାର ଅସହ୍ୟ ହେବାରୁ ସହିନପାରି ସ୍ୱାମୀକୁ ହତ୍ୟା କରିଥିବା କୁହାଯାଉଛି । ମୃତକ ହେଲେ ସୁନାରାମ ମୁଣ୍ଡା (ବସ୍ତା) ।
!-->!-->…
ତୀବ୍ର ହେବ ଡାକ୍ତର ଆନ୍ଦୋଳନ, ଯୋଗ ଦେବେନି ସରକାରୀ ଡାକ୍ତର
ଭୁବନେଶ୍ବର: କୋଲକାତାରେ ମହିଲା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଧିରେ ଧିରେ ତୀବ୍ର ହେଉଛି ଡାକ୍ତର ଆନ୍ଦୋଳନ । ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଜୋର ସୋର ଦେଖିବାକୁ ମିଳିଛି । ଆଜି ଏହାକୁ ନେଇ କଟକ ଏସସିବି, ବୁର୍ଲା ଭୀମସାର, ବ୍ରହ୍ମପୁର ଏମକେସିଜି, ଭୁବନେଶ୍ବର!-->…
ଘରେ ଥିବା ଝିଅକୁ ବାନ୍ଧି ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା
ବରଗଡ଼: ମୁଖା ପିନ୍ଧି ଆସିଲେ । ଆଉ ଘରେ ଥିବା ଝିଅର ହାତ ଗୋଡ଼ ବାନ୍ଧିଦେଲେ । ଝିଅ ବି କିଛି କହି ପାରୁ ନଥିଲା । ଘରେ ଯାହା କିଛି ଥିଲା ସବୁ ନେଇ ଫେରାର ମାରିଲେ ମୁଖାଧାରୀ ଦୁର୍ବୃତ୍ତ । ମା’ ଓ ଦୁଇ ଝିଅ ଘରେ ରହୁଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରକୁ ଟାର୍ଗେଟ କରିଥିଲେ । ତେବେ ରାତିର!-->…
ସୃଷ୍ଟି ହେଲା ଲଘୁଚାପ, ଆଗାମୀ ୨୪ ଘଣ୍ଟା ସତର୍କ ଜାରି
ଭୁବନେଶ୍ବର: ଦକ୍ଷିଣ ବାଂଲାଦେଶ ତତସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୁଳ ଏବଂ ତତ-ସଂଲଗ୍ନ ବାଂଲାଦେଶ ଉପକୁଳ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ!-->…