Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଚିଙ୍ଗୁଡ଼ି ଫ୍ୟାକ୍ଟ୍ରୀରେ ହେଲା ବିଷାକ୍ତ ଗ୍ୟାସ୍ ଲିକ୍, ୧୮ଜଣ ହସ୍ପିଟାଲରେ ଭର୍ତ୍ତି
ନୀଳଗିରି : ଆରେ ଆରେ କଣ ହେଇଛି ଏମାନଙ୍କର । ଏଭଳି ତଳେ ଏମାନେ କାହିଁକି ଶୋଇ ରହିଛନ୍ତି । ଯାହା ଜଣାପଡୁଛି ଏମାନେ ସବୁ ହସ୍ପିଟାଲରେ ଅଛନ୍ତି । ହେଲେ ଏକାବେଳକେ ସମସ୍ତଙ୍କ ସହ କଣ ହେଲା ଯେ ସବୁ ଏଭଳି ଅସୁସ୍ଥ ହେଇ କଲବଲ ହେଉଛନ୍ତି ।
ଆଜ୍ଞା ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ!-->!-->!-->…
ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ରେ ନାଁ ଲୋକ ଥିଲେ, ନାଁ ଦଳୀୟ ନେତା’; ଅପରାଜିତା
ଭୁବନେଶ୍ବର: ‘ମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ପ୍ରାର୍ଥୀ କି ବିଧାୟକ ପ୍ରାର୍ଥୀ ବି ନଥିଲେ । ବଡ଼ବାବୁ ହେବାକୁ ନିଷ୍ଫଳ ପ୍ରୟାସ କରୁଥିବା ସାନ ବାବୁ କେବଳ ଥିଲେ । ନିଜ ଦଳର ପ୍ରାର୍ଥୀଙ୍କୁ ସାଙ୍ଗରେ ନନେଇ ମୁଖ୍ୟମନ୍ତ୍ରୀ ରୋଡ୍ ସୋ କଲେ । ଏହାର ଅର୍ଥ ନିଜ ଦଳର ପ୍ରାର୍ଥୀଙ୍କ ଉପରେ!-->…
ସାଲିଆସାହିରେ ବିଜେପି ପାଇଁ କ୍ୟାମ୍ପେନ କଲେ ହେମା ମାଳିନୀ
ଭୁବନେଶ୍ବର : ଭୁବନେଶ୍ବରରେ ଡ୍ରିମ ଗାର୍ଲ । ଓଡ଼ିଶାରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଡ୍ରିମ ଗାର୍ଲ ହେମା ମାଳିନୀ । ବିଜେପି ପାଇଁ ଆରମ୍ଭ କରିଛନ୍ତି କ୍ୟାମ୍ପେନ। ପ୍ରଥମେ ଭୁବନେଶ୍ବର ସାଲିଆ ସାହିରେ ପ୍ରଚାର କରିଛନ୍ତି । ତାଙ୍କ ସହ ଉତ୍ତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ଓ ସାଂସଦ!-->…
ଯିଏ ରତ୍ନ ଭଣ୍ଡାର ଚାବି ଲୁଚାଇଛନ୍ତି, ଜଗନ୍ନାଥଙ୍କ ଅଭିଶାପ ପଡିବ : ବିଶ୍ବଶର୍ମା
କବିସୂର୍ଯ୍ୟନଗର: ଗତକାଲି ଭଳି ଆଜି ମଧ୍ୟ ସେଇ ସମାନ ‘ରତ୍ନ ଭଣ୍ଡାର’ ପ୍ରସଙ୍ଗ ନେଇ କଡା ଗଣ୍ଡା ହିସାବ ମାଗିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଏଥର ସେ ସିଧା ପାଣ୍ଡିଆନଙ୍କୁ ଟାର୍ଗେଟ କରି ତାଙ୍କ ନାଁରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ‘ ରତ୍ନ ଭଣ୍ଡାର ଚାବି!-->…
ଆସିକା ସଂସଦୀୟ କ୍ଷେତ୍ରରେ ଅରାଜକତା ବୃଦ୍ଧି : କୁହୁଳୁଛି ପାଉଁଶ ତଳର ନିଆଁ…
ପୋଲିସ ର କାର୍ଯ୍ୟ କଳାପ ବିନା ମେଘ ରେ ଘଡ ଘଡି...!!
ହାଟ ବୁଲି ଲୋକଙ୍କ ସହ ମିଶି ଡଃ ସାମନ୍ତ ଭୋଟ ଭିକ୍ଷା କଲେ
ଫୁଲବାଣୀ : ଆଜି ବିଜେଡି ର କନ୍ଧମାଳ ଲୋକସଭା ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ ଚକାପାଦ ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ପଥପ୍ରାନ୍ତ ସଭା ସହ ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରିଥିଲେ l ପ୍ରଥମେ ସେ ଚକାପାଦ ବ୍ଲକ ଅନ୍ତର୍ଗତ ବପଲମେଣ୍ଡି ଗ୍ରାମକୁ ଯାଇ ସେଠାରେ ଗ୍ରାମବାସୀଙ୍କୁ ଭେଟି ଥିଲେ l!-->…
ଭୁବନେଶ୍ୱରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ୍ ସୋ’
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ୍ ସୋ’ । ରୋଡ୍ ସୋ’ ରେ ସାମିଲ ହୋଇଛନ୍ତି ଲକ୍ଷ ଲକ୍ଷ ଲୋକ । ଜନସମୁଦ୍ର ପାଲଟିଛି ରାଜଧାନୀ ରାଜରାସ୍ତା । ଗଙ୍ଗନଗର ଛକରୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’ । ମୁଖ୍ୟମନ୍ତ୍ରୀ ହାତ ହଲାଇ!-->…
କାର୍ଯ୍ୟରତ ଡାକ୍ତରଙ୍କୁ ନିର୍ଦ୍ଧୂମ ଛେଚିଲେ ରୋଗୀଙ୍କ ସମ୍ପର୍କୀୟ
ସୋର: ଡାକ୍ତରଙ୍କୁ ଖୁବ୍ ପିଟିଲେ ରୋଗୀଙ୍କ ସମ୍ପର୍କୀୟ । କାର୍ଯ୍ୟରତ ଡାକ୍ତରଙ୍କୁ ରୋଗୀ ସମ୍ପର୍କୀୟ କଲେ ସଂଘବଦ୍ଧ ଆକ୍ରମଣ । ଏଭଳି ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲା ସୋର, ଅଡ଼ା ପ୍ରାଥମିକ ଚିକିତ୍ସାଳୟରୁ । ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ଡାକ୍ତରଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ ହୋଇଛି!-->…
ପୋଲସରାରେ ରାଜନୈତିକ ହିଂସା, ଗୁଳିକାଣ୍ଡରେ ଯୁବକ ଗୁରୁତର
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପରେ ଅଶାନ୍ତ ହୋଇପଡିଛି ପୋଲସରା । ପୋଲସରାରେ ଦେଖାଦେଇଛି ରାଜନୈତିକ ହିଂସା । ପୋଲସରାର ତୋଟା ସାହିରେ ଗୁଳିକାଣ୍ଡ ଘଟିଛି । ଏଥିରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁଳିମାଡର ଶିକାର ହୋଇଥିବା ଯୁବକ ଜଣକ ହେଲେ ଗଣେଶ ଖଟେଇ ।
ଗଣେଶଙ୍କୁ ପଛପଟୁ!-->!-->!-->…
ଆଜି ଓଡ଼ିଶାର ଲୋକ ଓଡ଼ିଆ ଭାଷା ବୁଝୁଥିବା ଜଣେ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି: ନଡ୍ଡା
ଭୁବନେଶ୍ୱର // ପଦ୍ମପୁର : ପଦ୍ମପୁର ସଭାରେ ବିଜେପି ସଭାପତି ଜେପି ନଡ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୀତିର ପରିଭାଷା ବଖାଣୀବା ସହ ବିଜେଡି ସରକାରଙ୍କ ଉପରେ ଘୋର ବର୍ଷିଛନ୍ତି । ସେ କହିଛନ୍ତି ୨୦୧୪ ପୂର୍ବରୁ ଧାରଣା ଥିଲା ଭାରତରେ କିଛି ବଦଳିବନି । ୨୦୧୪ ପରେ ମୋଦି!-->…