Browsing Category

ଓଡିଶା

ଶିମିଳିପାଳ ଜଙ୍ଗଲ ନିଆଁ ଉପରେ ଏଆଇ ନଜର

ବାରିପଦା: ଜଙ୍ଗଲ ଅଗ୍ନିକାଣ୍ଡର ମୁକାବିଲା ପାଇଁ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଟାଇଗର ରିଜର୍ଭ (ଏସଟିଆର) କର୍ତ୍ତୃପକ୍ଷ ସେମାନଙ୍କ ପ୍ରତିଷେଧକ ବ୍ୟବସ୍ଥା ଭାବରେ ଶୀଘ୍ର ଜଙ୍ଗଲ ନିଆଁ ସମ୍ପର୍କରେ ସୂଚନା ପାଇବା ପାଇଁ ଟାୱାର ଭିତ୍ତିକ ଆର୍ଟିଫିସିଆଲ ଇଣ୍ଟେଲଜେନ୍ସି(ଏଆଇ) ଜ୍ଞାନକୌଶଳର

ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଘର ଉପରେ ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ୍‌

ବରଗଡ଼ : ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଘର ଉପରେ ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ୍‌। ପରେ ଡ୍ରୋନ୍‌ଟି ବିଦ୍ୟୁତ ଟାୱାରରେ ପିଟି ହୋଇ ତଳେ ଖସି ପଡ଼ିଥିଲା। ତେବେ କିଏ, କ’ଣ ପାଇଁ ଓ କେଉଁ ଉଦ୍ଦେଶ୍ୟରେ ଏହି ଡ୍ରୋନ୍‌ ଉଡାଉଥିଲା, ତାହା ଜଣାପଡ଼ି ନାହିଁ। ଝାରସୁଗୁଡ଼ା ପୁଲିସ୍‌ ଡ୍ରୋନ୍‌କୁ ଜବତ କରି

ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

ପୁରୀ : ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ। ମୃତକଙ୍କ ନାଁ ହେଉଛି ସ୍ମୃତି ରେଖା ବରାଳ ଓ ଶୁଭଶ୍ରୀ ବରାଳ। ତାଙ୍କ ଘର ହେଉଛି ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ଡଭାର ଗାଁରେ ବୋଲି ଜଣାପଡ଼ିଛି।ଡଭାର ଗାଁରେ ଥିବା ବଡ଼ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଦୁଇ ଭଉଣି। ସେଠାରେ ଗଧୋଇଲା ବେଳେ ପାଣିରେ

ପୁଲିସ ଇନଫର୍ମର ସଂଦେହରେ ଜଣକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। କାଂକେର ଜିଲ୍ଲାର ଛୋଟେବେଠିଆ ଥାନା ଅଂଚଳରେ ଗତ ୧୬ ତାରିଖରେ ପୁଲିସ ଏନକାଉଣ୍ଟରରେ ୨୯ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ବିପୁଳ ପରିମାଣରେ ଅସ୍ତଶସ୍ତ୍ର ଜବତ କରିଥିଲା ପୁଲିସ। ତେବେ ଛୋଟେବେଠିଆ ଥାନା ଅଂଚଳର

ବିଜେପିରେ ମିଶିଲେ ପ୍ରବୋଧ ତିର୍କୀ

ଭୁବନେଶ୍ବର : ପଦ୍ମ ଧରିଲେ ପୂର୍ବତନ ହକି ଟିମ୍‌ ଅଧିନାୟକ ପ୍ରବୋଧ ତିର୍କୀ। ଆଜି ସେ ସୋନପୁର ସମାବେଶକୁ ଆସି ବିଜେପିରେ ମିଶିଛନ୍ତି। ଶ୍ରୀ ତିର୍କୀଙ୍କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ୍‌, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଜୟନାରାୟ ମିଶ୍ର ପୁଷ୍ପଗୁଚ୍ଛ

ନବୀନ ବାବୁଙ୍କୁ ୨୫ ବର୍ଷ ଦେଇଛନ୍ତି, ବିଜେପିକୁ ୫ ବର୍ଷ ଦିଅନ୍ତୁ – ଶାହ

ସୋନପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ନିର୍ବାଚନ ବିଗୁଲ୍‌ ବଜାଇଛନ୍ତି। ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ରାମେଶ୍ବର ଷ୍ଟାଡିୟମ୍‌ରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ଶାହ କହିଛନ୍ତି, ଓଡ଼ିଶାରେ ଖଣିଜ ସଂପଦ ପ୍ରଚରୁ

ଓଡ଼ିଶାର ଲୁଙ୍ଗି ରାଜନୀତି ନେଇ କେନ୍ଦ୍ରରେ ଚର୍ଚ୍ଚା

ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶରେ ଲୋକସଭା ନିର୍ବାଚନ ଜାରି ରହିଛି। ଓଡ଼ିଶାରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଏଥର ଓଡିଶା ନିର୍ବାଚନରେ ​​ଲୁଙ୍ଗି ନେଇ ରାଜନୀତି ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ଯେତେବେଳେ ବିଜେଡି ନେତା ସସ୍ମିତ ପାତ୍ର ଏବଂ ପ୍ରକାଶ ମହାପାତ୍ର ଲୁଙ୍ଗି

ରାଜ୍ୟରେ ଆଗାମୀ ୫ ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ବର: ରାଜ୍ୟରେ ଆଗାମୀ ୫ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ ସାରା ଓଡ଼ିଶା। ରାଜ୍ୟରେ ସିଭିଅର ହିଟୱେଭ୍ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ତିନି ଦିନ ପ୍ରବଳ ହିଟ୍ ୱେଭ ନେଇ ସତର୍କତା ଜାରି କରିଛି ପାଣିପାଗ

ଅଗ୍ନିକାଣ୍ଡରେ ଜଳିଗଲା ୧୨ ବଖରାରୁ ଉର୍ଦ୍ଧ୍ୱ ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ହରିଜନ ସାହିରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୧୨ରୁ ଉର୍ଦ୍ଧ୍ଵ ବଖରା ଘର । ଏଥିୁରେ ପ୍ରାୟ ୧୨ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅଗ୍ନି ବିପନ୍ନ ପିନ୍ଧା ବସ୍ତ୍ର ବ୍ୟତୀତ କୌଣସି

ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ, ନିଆଁଲିଭା କାର୍ଯ୍ୟରେ ଓଡ୍ରାଫ ଓ ବନ କର୍ମଚାରୀ ମୁତୟନ

କରଞ୍ଜିଆ : ଲିଭୁନି ଶିମିଳିପାଳର ନିଆଁ । ୨୭୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟ ଏବେ ବିପଦରେ । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ମାଡି ଚାଲିଛି । ଗତକାଲି ଶିମିଳିପାଳରେ ନିଆଁ ଲାଗିନଥିଲା । ଆଜି ପୁଣି ସିମିଳିପାଳର ୮ ଟି ପଏଣ୍ଟରେ ଲାଗିଛି ନିଆଁ । ଦିନ ବେଳେ ନିଆଁ