Browsing Category

ଓଡିଶା

ଶ୍ରୀମନ୍ଦିର ୪ ଦ୍ବାର ଖୋଲାଯିବା ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସୁଦର୍ଶନ ପଟ୍ଟନାୟକ 

ପୁରୀ: ଶ୍ରୀମନ୍ଦିର ୪ ଦ୍ବାର ଖୋଲାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କୃତଜ୍ଞତା ଜଣାଇଛନ୍ତି।ସେ ନିଜ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ପ୍ରତିଶ୍ରୁତି ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିରର…

ଖୋଲିଲା କନଷ୍ଟେବଳ ହତ୍ୟାକାଣ୍ଡର ରହସ୍ୟ

ବଲାଙ୍ଗିର : ବହୁ ଚର୍ଚ୍ଚିତ ପୁଲିସ କନଷ୍ଟେବଳ ଶଙ୍କରଭାନୁ ବେହେରା ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ମାମଲାରେ ବଲାଙ୍ଗିର ପୁଲିସ୍‌ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ରାଜ୍ୟ ବାହାରୁ ଗିରଫ କରାଯାଇଛି। ହୀରା ବ୍ୟବସାୟକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୁଲିସ୍‌…

ବଦଳିଲା ସରକାର, ପ୍ରତିଶ୍ରୁତି କାର୍ଯ୍ୟକାରୀ ହେବ କେବେ ?

ରାଉରକେଲା: ବଦଳିଲା ସରକାର। କାର୍ଯ୍ୟକାରୀ ହେବ କି ବର୍ଷ ବର୍ଷ ଧରି ଘୋଷଣାରେ ଅଟକିଥିବା ରାଉରକେଲା କମିସନରେଟ୍‌ ବ୍ୟବସ୍ଥା। ସ୍ଥାପନ ହେବ କି ବହୁ ପ୍ରତୀକ୍ଷିତ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ଓ ରାଉରକେଲା ମେଡ଼ିକାଲ କଲେଜ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆୟୋଜିତ ବିଶାଳ ଜନସଭାରେ…

ଗେଷ୍ଟହାଉସରୁ କାର୍ଯ୍ୟ ଆରମ୍ଭ କଲେ ନୂଆ ମୁଖ୍ୟମନ୍ତ୍ରୀ: ୧୦୦ଦିନର କାର୍ଯ୍ୟକ୍ରମ ପ୍ରସ୍ତୁତ ପାଇଁ କସରତ

ଭୁବନେଶ୍ବର : ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ମାତ୍ର ୨୪ଘଣ୍ଟା ନପୁରୁଣୁ ଗୋଟିଏପରେ ଗୋଟିଏ ଆଖିଦୃଶିଆ ପଦକ୍ଷେପ ନେବାରେ ଲାଗିଛନ୍ତି । ନୂଆ ସରକାର ଶପଥ ସମାରୋହର ମାତ୍ର ୩ଘଣ୍ଟା ଭିତରେ କ୍ୟାବିନେଟ୍ ବୈଠକ ଡାକି ଓଡ଼ିଶା ଓ ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ୪ଟି ଗୁରୁତ୍ୱପୂର୍ଣ୍ଣ…

NHରେ ସିରିଜ୍‌ ଦୁର୍ଘଟଣା; ୪ଟି କାର୍‌କୁ ପିଟିଲା ଟ୍ରକ୍‌, ଉତ୍ତେଜନା

ଭୁବନେଶ୍ବର : ଭୁବନେଶ୍ୱର ପଳାଶୁଣି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ୪ରୁ ଅଧିକ କାର୍‌ ଓ ବାଇକ୍‌କୁ ଧକ୍କା ଦେଇଛି। ଯାହାଫଳରେ କାର୍‌ ଭିତରେ ବସିଥିବା ଲୋକମାନେ ଆହତ ହୋଇଛନ୍ତି। ଏହାକୁ ନେଇ ଜାତୀୟ ରାଜପଥରେ ଉତ୍ତେଜନା ପ୍ରକାଶ ପାଇଛି। ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ଘଟଣା…

ଏଣିକି ଆଉ ଲଗାମଛଡା ହୋଇ ପାରିବେନି ଅଫିସର: କ୍ୟାବିନେଟ ମନ୍ତ୍ରୀ ରବି ନାୟକ

ଭୁବନେଶ୍ବର: ଅଫିସରମାନେ ଏଣିକି ଆଉ ଲଗାମଛଡା ହୋଇ ପାରିବେନି । ମନ୍ତ୍ରୀମାନଙ୍କ ହାତରେ ଲଗାମ ରହିବ । ସରକାର ଠିକ ଭାବରେ ଚାଲିବ ଆଉ ଅଫିସରମାନେ ମଧ୍ୟ ଠିକ ଭାବେ କାମ କରିବେ।ଲୋକଙ୍କର ଆଶା ଆକାଂକ୍ଷାକୁ ଦେଖି ଅଫିସରମାନଙ୍କୁ କାମ କରିବାର ଅଛି ଆଉ ଆମକୁ କାମ କରେଇବାର ଅଛି । ରାଜ୍ୟବାସୀ ଏଇ…

ଢାବା ଓ ଦୋକାନରେ ମଦ-ଗଞ୍ଜେଇ ବେପାର!,ରୋକିପାରୁନି ପୁଲିସ ଓ ଅବକାରୀ ବିଭାଗ

ରାଉରକେଲା: ସହରରେ ବିଭିନ୍ନ ଢ଼ାବା ଓ ଦୋକାନରେ ଚାଲିଛି ଚୋରା ମଦ ଓ ଗଞ୍ଜେଇ ବେପାର। ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡ, ପୁରୁଣା ଷ୍ଟେସନ ଓ ଟ୍ରାଫିକ୍‌ ମାର୍କେଟ ଆଦି ଅଞ୍ଚଳରେ ଏହି କାରବାର ଜୋରସୋରରେ ଚାଲିଛି। ସ୍ଥାନୀୟ ପୁଲିସ ଓ ଅବକାରୀ ଲୋକଦେଖାଣିଆ କାଁ ଭାଁ କିଛି ହୋଟେଲ ମାଲିକ ଓ…

ମିଳୁନି ମୁନ୍ଦେ ପାଣି: ହାଣ୍ଡି-ମାଠିଆ ରଖି ରାସ୍ତା ଅବରୋଧ କଲେ ଲୋକେ

କନ୍ଧମାଳ: ପ୍ରବଳ ଖରାକୁ ମୁନ୍ଦେ ପାଣି ପାଇଁ ଖଜୁରୀପଡ଼ା ବ୍ଲକ ସୁଡ୍ରୁକୁମ୍ପା ଉପର ସାହି ବାସିନ୍ଦାଙ୍କୁ ହନ୍ତସନ୍ତ ହେବାକୁ ପଡୁଛି। ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ପାନୀୟଜଳସଙ୍କଟ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ମୁନ୍ଦେ ପାଣି ପାଇଁ ସେମାନେ କଲବଲ ହେଉଛନ୍ତି। କୂଅ, ନଳକୂଅରୁ ପାଣି…

ଲୁଟ ପରେ ଯୁବତୀଙ୍କ ସହ ରାତି କାଟୁଥିଲେ ‘ଆୟୁଷ୍ମାନ’ ଗ୍ୟାଙ୍ଗ

ଭୁବନେଶ୍ବର : ହାଇୱେରେ ଲୁଟ କରି ଆତଙ୍କରାଜ କରୁଥିବା ଆୟୁଷ୍ମାନ ଗ୍ୟାଙ୍ଗର ଖେଳ ଖତମ। କମିଶନରେଟ ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି ଆୟୁଷ୍ମାନ ଗ୍ୟାଙ୍ଗର ୫ କୁଖ୍ୟାତ ଲୁଟେରା। ସେମାନଙ୍କ ନିକଟରୁ ୪୦ ଟି ଚେନ, ୨ ଲକ୍ଷ ନଗଦ ଟଙ୍କା, ୪ଟି ଦାମୀ ବାଇକ ଓ ୫ଟି ମୋବାଇଲ ଜବତ କରାଯାଇଛି।ଏହି ୫ ଜଣ…

ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ: ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ

ସୁଆଣ୍ଡୋ: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଗାଁ ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚିଛନ୍ତି। ଉତ୍କଳମଣି ଗୋପବନ୍ଧୁଙ୍କ ଗାଁ ବୁଲିବା ପରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ସେଠାରେ ସ୍ଥାନୀୟ ଲୋକଙ୍କ ସହିତ ମଧ୍ୟ ସେ କଥା ହୋଇଥିଲେ।…