Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଓମଫେଡର ପରିଚାଳନା ନିର୍ଦ୍ଦେଶକ ହେଲେ ବିଜୟ ଅମୃତ କୁଲାଙ୍ଗେ
ଭୁବନେଶ୍ୱର : ବିଜୟ ଅମୃତ କୁଲାଙ୍ଗେଙ୍କୁ ନୂଆ ଦାୟିତ୍ୱ । ଓମଫେଡର ପରିଚାଳନା ନିର୍ଦ୍ଦେଶକ ହେଲେ ବିଜୟ ଅମୃତ କୁଲାଙ୍ଗେ । ଓଡ଼ିଶା ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି । ମାର୍ଚ୍ଚ ୧୬ ତାରିଖରେ ଜାରି ହୋଇଥିବା ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ,!-->…
ଶ୍ରୀମନ୍ଦିର ନାଟମଣ୍ଡପ ସଂପୂର୍ଣ୍ଣ ସୁରକ୍ଷିତ : ଏଏସଆଇ
ପୁରୀ: ଏବେ ସୁରକ୍ଷିତ ଶ୍ରୀମନ୍ଦିର ନାଟମଣ୍ଡପ । ଆଉ ନାହିଁ ଶ୍ରୀମନ୍ଦିର ନାଟମଣ୍ଡପ ଭାଙ୍ଗିବାର ଭୟ । ଏଏସଆଇ ସୁପରିଟେଣ୍ଡଣ୍ଟଙ୍କ ନାଟମଣ୍ଡପ ବିମରେ ଫାଟର ମରାମତି କାର୍ଯ୍ୟ ୯୦ ପ୍ରତିଶତ ଶେଷ ହୋଇଛି । ଆଉ ଅବଶିଷ୍ଟ ମରାମତି କାର୍ଯ୍ୟ ରଥଯାତ୍ରାରେ ଶେଷ ହେବା ନେଇ କୁହାଯାଇଛି । ଯାହା ଏବେ!-->…
କୋରାପୁଟ ଓ ନବରଙ୍ଗପୁର ସଂସଦୀୟ କ୍ଷେତ୍ରକୁ ନେଇ ନବୀନ ନିବାସରେ ଆଲୋଚନା
ଭୁବନେଶ୍ବର: ନବୀନ ନିବାସରେ ବୁଧବାର ସନ୍ଧ୍ୟାରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ବୈଠକ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ନବରଙ୍ଗପୁର ସାଂସଦ ରମେଶ ମାଝୀ, ବିଧାୟିକା ପଦ୍ମିନୀ ଦିଆନ, ବିଧାୟକ ମନୋହର ରାନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର!-->…
ରାଜ୍ୟରେ ପ୍ରବଳ ବର୍ଷା ଜାରି, ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ଟ୍ବିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ରାଜ୍ୟ ତମାମ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମଧ୍ୟ ଜାରି ରହିଛି । ଫଳରେ ଜନଜୀବନ ପ୍ରଭାବିତ ହୋଇଛି । କଟକ ସହରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି ।
ଗଞ୍ଜାମ, ଗଜପତି, ରାୟଗଡା,!-->!-->!-->…
ଝାରପଡ଼ା ଜେଲରେ କମିଶନରେଟ୍ ପୁଲିସର ରେଡ୍; ମିଳିଲା ଗଞ୍ଜେଇ, ଚିଲମ
ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଜେଲରେ ଆଜି କମିଶନରେଟ୍ ପୁଲିସ ପକ୍ଷରୁ ରେଡ୍ କରାଯାଇଛି। ଜେଲରେ ଗାଙ୍ଗୱାର ପରେ ଡିସିପିଙ୍କ ନେତୃତ୍ୱରେ ରେଡ୍ ହୋଇଥିବା ସୂଚନା ମିଳିଛି। ଜେଲର ପ୍ରତ୍ୟେକ ସେଲରେ ଛାନଭିନ୍ କରିଛି ସ୍ପେଶାଲ ଟିମ୍।
ଏହି ଚଢ଼ାଉରେ ଡିସିପିଙ୍କ ନେତୃତ୍ୱରେ ୬ ଜଣ ଏସିପି, ୫!-->!-->!-->…
ଗଞ୍ଜାମ ଅବକାରୀ ବିଭାଗ ର ଏବେ ପୁଷ ମାସ, ବାଜିଲା ନିର୍ବାଚନୀ ବିଗୁଲ …!
ଜିଲ୍ଲା ଅବକାରୀ ବିଭାଗ ର ବଡ଼ ପଣ୍ଡା ମାନେହିଁ ବଡ଼ ମାଫିଆ..!!
ବଟି ମାଗିବା ପଡ଼ିଲା ମହଙ୍ଗା : ଆସିକା ସାଂସଦଙ୍କ ଦୁଇ ନାତିଙ୍କ ନାମ ରେ ମାମଲା ରୁଜୁ….
ବାଲି ଗାଡିକୁ ଅଟକାଇବା ଓ ଧମକ ଦେବା ନେଇ ଅଭିଯୋଗ…..
ଵ୍ରହ୍ମପୁର: ୨୦-୩ ଆସିକା ଥାନା ଅନ୍ତର୍ଗତ ଚେରମରିଆ ବ୍ରିଜ ନିକଟରେ ବେଆଇନ ଭାବେ ବାଲି ହାଇବା କୁ ଅଟକାଇ ବା ନେଇ ଲିଜ ଧାରୀ ସୁଧାନିଧି ଚୌଧୁରୀଙ୍କ ଅଭିଯୋଗ ପ୍ର କାରେ ଆସିକା ଥାନା ରେ ଏକ ମାମଲା ୨୧୬/୨୪ ରେ ଏକ ମାମଲା ଆଇ ପି!-->!-->!-->!-->!-->…
ହାତ ଛାଡ଼ିଲେ ବିଧାୟକ ଅଧିରାଜ ପାଣିଗ୍ରାହୀ
ଭୁବନେଶ୍ବର : କଂଗ୍ରେସକୁ ପୁଣି ଏକ ଝଟକା ଲାଗିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ କଂଗ୍ରେସ ଛାଡ଼ିଛନ୍ତି। କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।
ବିଧାୟକ ଶ୍ରୀ ପାଣିଗ୍ରାହୀ!-->!-->!-->…
ବ୍ରହ୍ମପୁରରେ ମସଲା ଅପମିଶ୍ରଣ କାରଖାନା ଠାବ, ମାଲିକ ଅଟକ
ବ୍ରହ୍ମପୁର: ବଡ଼ ବଜାର ଥାନା ଅନ୍ତର୍ଗତ ବ୍ରଜରାଜନଗରରେ ଥିବା ଏକ ଅପମିଶ୍ରିତ ମସଲା କାରଖାନା ଉପରେ ପୁଲିସ ଚଢ଼ାଉ କରି ବନ୍ଦ କରିଦେଇଛି। ବ୍ରଜରାଜନଗରର ଚାରି ନମ୍ବର ଗଳିରେ ଥିବା ଏକ ଘରେ ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ ଭଳି ଅପମିଶ୍ରିତ ମସଲା ପ୍ରସ୍ତୁତ ହେଉଥିବା ନେଇ ପୁଲିସକୁ ସୂଚନା!-->…
ଉମରକୋଟରେ ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା
ଉମରକୋଟ: ଓଡ଼ିଶାରେ ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା। ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ନବରଙ୍ଗପୁରର ଉମରକୋଟରେ ପହଞ୍ଚିଛନ୍ତି ସେ। ଉମରକୋଟ ବିଜୁ ପଟ୍ଟନାୟକ ପାର୍କରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରାରେ ସେ ଉମରକୋଟ ସହର ପରିକ୍ରମା କରିଥିଲେ। ଏକ ଚା’ ଦୋକାନରେ ବସି ବିଜେପି କର୍ମୀଙ୍କ!-->…