Browsing Category

ଓଡିଶା

ବାଲେଶ୍ବର ଉପକୂଳରେ ଡଲ୍‌ଫିନ୍‌: ଅନୁକୂଳ ପରିବେଶ ହେଲେ ସଂଖ୍ୟା ବଢ଼ିବ

ବାଲେଶ୍ବର: ଡଲ୍‌ଫିନ୍‌କୁ ସାମାଜିକ ଓ ବିଚକ୍ଷଣ ପ୍ରାଣୀ ଭାବେ ବିଚାର କରାଯାଏ। ଯାହାକୁ ଦେଖିବା ପାଇଁ ସଭିଁଙ୍କ ମନରେ ରହିଥାଏ ଆଗ୍ରହ। ଓଡ଼ିଶା ଉପକୂଳର ଏକାଧିକ ଅଞ୍ଚଳରେ ଡଲ୍‌ଫିନ୍‌ଙ୍କ ଉପସ୍ଥିତି ରାଜ୍ୟ ପର୍ଯ୍ୟଟନ ଶିଳ୍ପ ଇତିହାସକୁ ସମୃଦ୍ଧ କରି ଆସିଥିବା ବେଳେ ଏବେ ବାଲେଶ୍ବରକୁ ନେଇ

ହିଂସାର ପଥର ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ୍‌ ହେଲେ ୨ ହାର୍ଡକୋର ନକ୍ସଲ

ମାଲକାନଗିରି : ହିଂସାର ପଥର ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ହେଲେ ୨ ହାର୍ଡକୋର୍‌ ନକ୍ସଲ। ଆଉ ଉଭୟ ମାଲକାନଗିରି ଏସ୍‌ପିଙ୍କ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଛନ୍ତି। ରାଜ୍ୟ ସରକାରଙ୍କ ଆତ୍ମସାମର୍ପଣ ଥଇଥାନ ନୀତି ଅନୁସାରେ ଉଭୟଙ୍କୁ ଥଇଥାନ୍‌ କରାଯିବ ବୋଲି ଜଣାପଡ଼ିଛି।ଛତିଶଗଡରେ

ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ସାରା ଶର୍ମା ହେଲେ ସିବିଆଇ ଡିଆଇଜି

ନୂଆଦିଲ୍ଲୀ/ଭୁବନେଶ୍ବର: ବରିଷ୍ଠ ଆଇପିଏସ ଅଧିକାରୀ ସାରା ଶର୍ମାଙ୍କୁ ସିବିଆଇ ଡିଆଇଜି ଭାବେ ନିଯୁକ୍ତି ମିଳିଛି। ୨୦୧୦ ବ୍ଯାଚ୍‌ର ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ଶ୍ରୀମତୀ ଶର୍ମାଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋରେ ୫ ବର୍ଷ ପାଇଁ ଡେପୁଟି ଇନ୍ସପେକ୍ଟର ଜେନେରାଲ ଭାବେ ନିଯୁକ୍ତି

ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ପ୍ରତିବାଦରେ ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ପାଳିତ

ଭଦ୍ରକ : ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ପାଳିତ ହୋଇଯାଇଛି । ଭଦ୍ରକ ନାଗରିକ ସୁରକ୍ଷା ମଞ୍ଚ ଓ ବରପଦା ବିକାଶ ମଞ୍ଚ ପକ୍ଷରୁ ଏହି ଭଦ୍ରକ ବନ୍ଦ ଡାକରା ଦିଆଯାଇଥିଲା | ବରପଦା ଇଞ୍ଜିନିୟରିଂ କଲେଜରୁ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପରିବାରକୁ ବରଖାସ୍ତ ଓ ବରପଦା ଇଞ୍ଜିନିୟରିଂ କଲେଜ

ରାଜ୍ୟ କଂଗ୍ରେସର ନିର୍ବାଚନୀ ଇସ୍ତାହାର, ଦେଲା ୯ ଗ୍ୟାରେଣ୍ଟି

ଭୁବନେଶ୍ବର : ଓଡ଼ିଶାରେ ତେଲେଙ୍ଗାନା ଫର୍ମୁଲା ଆପଣାଇଲା କଂଗ୍ରେସ। ରାଜ୍ୟ କଂଗ୍ରେସ ଆଜି ଘୋଷଣା କରିଛି ନିଜ ନିର୍ବାଚନ ଇସ୍ତାହାର। ବିଜେପି ‘ମୋଦି ଗ୍ୟାରେଣ୍ଟି’ ଦେଇଥିବା ବେଳେ କଂଗ୍ରେସ ଏହାକୁ ଚେକ ଦେବାକୁ ଚେଷ୍ଟା କରିଛି। ସେଥିପାଇଁ ୯ଟି ଗ୍ୟାରେଣ୍ଟି ଲଞ୍ଚ କରିଛି। ଫୋକସରେ ରହିଛି

ବିଜେପିରେ ମିଶିଲେ ଗୁଣୁପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ

ଭୁବନେଶ୍ବର : ବିଜେଡି ଓ ବିଜେପି ମଧ୍ୟରେ ମେଂଟ ଚର୍ଚ୍ଚା ଯୋଗୁ ବନ୍ଦ ରହିଥିବା ମିଶ୍ରଣ ପର୍ବ ପୁଣିଥରେ ଆରମ୍ଭ ହୋଇଛି। ଗତକାଲି ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାୟକଙ୍କ ପରେ ଆଜି ଗୁଣୁପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ଅନିଲ କେ ଆଣ୍ଟୋନିଙ୍କ ପାଇଁ ଭୋଟ୍ ମାଗିଲେ ମୋଦି

ତିରୁବନ୍ତପୁରମ: ଲୋକସଭା ନିର୍ବାଚନ ୨୦୨୪ ଘୋଷଣା ପାଇଁ ଆଉ କିଛି ଘଣ୍ଟା ବାକି ଅଛି | ଏହାପୂର୍ବରୁ ସମସ୍ତ ଦଳ ପରସ୍ପର ଉପରେ ଆକ୍ରମଣ ଆରମ୍ଭ କରି ଦେଇଛନ୍ତି। ସେପଟେ ଆଜି ପ୍ରଧାନମନ୍ତ୍ରୀ ମୋଦୀ କେରଳର ପଠାନମାଥିଟାରେ ଏକ ଜନ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ

ପୂର୍ଣ୍ଣ ସହାୟତାପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ, ଅଣଶିକ୍ଷକଙ୍କ ଏମ୍‌ଏସିପି-ପିଏଚ୍‌ଡି ପାଇଁ ସରଳ ହେଲା…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନଙ୍କ ନିମନ୍ତେ ନିମ୍ନଲିଖିତ ସେବା ସୁବିଧା ଅନୁମୋଦନ କରିଛନ୍ତି।ପୂର୍ଣ୍ଣ ସହାୟତା ପାଉଥିବା ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ସୁବିଧା

ବରଗଡ ଚିନିକଳ ଜମି ଇଡକୋକୁ ହସ୍ତାନ୍ତର ହେବ

ଭୁବନେଶ୍ବର: ବରଗଡସ୍ଥିତ ଚିନିକଳ ଜମିକୁ ଇଡକୋକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଇଡକୋ ଏହି ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ପଦକ୍ଷେପ ନେବସୂଚନାଯୋଗ୍ୟ ଯେ ଯନ୍ତ୍ରାଂଶ ରକ୍ଷଣାବେକ୍ଷଣ ଓ ମରାମତି ତଥା ନୂତନ ମେସିନ୍‌ ପାଇଁ ପାଣ୍ଠି

ଏୟାରଲିଫ୍ଟରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଆପୋଲୋ ଅଣାଗଲା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ଭୁବନେଶ୍ବର ବିଜେଡିର ବରିଷ୍ଠ ଉପସଭାପତି ତଥା ପୂର୍ବତନ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଆଜି ଅପରାହ୍ନରେ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଅଣାଯାଇଛି। ତାଙ୍କୁ ଆପୋଲୋ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଆପୋଲୋ