Browsing Category

ଓଡିଶା

୧୫ରୁ ପ୍ରବଳ ବର୍ଷିବ, ଦୁଇ ଦିନ ଘଡ଼ଘଡ଼ି ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ପାଗର ମିଜାଜ୍ ବଦଳିବାକୁ ଯାଉଛି। ଲଗାଣ ବର୍ଷାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ, ଆଗାମୀ ୧୫ ସେପ୍ଟେମ୍ବରରୁ ଓଡ଼ିଶାରେ ପୁଣି ଥରେ ପ୍ରବଳ ବର୍ଷା ଫେରିବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା

କାଦୁଅ ରାସ୍ତାରେ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ୩.୫ କିମି ଖଟିଆରେ ବୁହାହେଲେ ଗର୍ଭବତୀ…

ଗୁଡ଼ାରୀ: ରାୟଗଡ଼ା ଜିଲ୍ଲାରେ ଦୁର୍ଦ୍ଦଶାର ଚିତ୍ର । ନାହିଁ ରାସ୍ତା । ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ୩.୫ କିଲୋମିଟର ଦୂର ଆମ୍ବୁଲାନ୍ସ ନିକଟକୁ ନେବାକୁ ପଡ଼ିଛି। ଏଭଳି ମୌଳିକ ରାସ୍ତା ସୁବିଧାରୁ ବଞ୍ଚିତ ହୋଇ ଅବହେଳିତ ଅବସ୍ଥାରେ ରହିଛନ୍ତି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ

ପାର୍ବଣରେ ବିଦ୍ୟୁତ ସୁରକ୍ଷା ନେଇ ସତର୍କତାମୂଳକ ନିର୍ଦ୍ଦେଶାବଳୀ ଜାରି କଲା ଟିପିଏସ୍ଓଡିଏଲ୍

ବ୍ରହ୍ମପୁର: ଆସୁଛି ପାର୍ବଣ ଋତୁ । ଏପଟେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ଦକ୍ଷିଣ ଓଡ଼ିଶାର ସମସ୍ତ ପୂଜା କମିଟି, ଆୟୋଜକ, ବ୍ୟବସାୟୀ, ଅଭିଭାବକ ଏବଂ ସାଧାରଣ ନାଗରିକଙ୍କୁ ପୂଜା ଓ ପାର୍ବଣ ସମୟରେ ବିଦ୍ୟୁତ ଶକ୍ତିର ସୁରକ୍ଷିତ ବ୍ୟବହାର ସହିତ ଆବଶ୍ୟକ

ୟୁଏଇ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆହ୍ୱାନ, ନିବେଶ ପାଇଁ ଅଛି ସବୁ ସୁବିଧା

ଭୁବନେଶ୍ୱର : ଓଡ଼ିଶାର ଶିଳ୍ପ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ୟୁଏଇ ନିବେଶକମାନଙ୍କୁ ସହଭାଗୀ ହେବା ପାଇଁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁବାଇରେ ଆୟୋଜିତ ଓଡିଶା ନିବେଶକ ସମ୍ମିଳନୀ-ୟୁଏଇ- ୨୦୨୬ ରେ ପ୍ରାୟ ୪୦୦ ଜଣ ବ୍ୟବସାୟୀ, ନିବେଶକ ଓ ୟୁଏଇ

୫ ଶିଶୁ ଓରାଙ୍ଗଉଟାନଙ୍କୁ ଫେରାଇ ନେବାକୁ ଇଣ୍ଡୋନେସିଆ ତତ୍ପର, ନିଷ୍ପତ୍ତି ହୋଇ ନଥିବା କହିଲେ ପିସିସିଏଫ

ଭୁବନେଶ୍ୱର : ବାଲେଶ୍ୱରରୁ ଉଦ୍ଧାର ୫ ଶିଶୁ ଓରାଙ୍ଗଉଟାନ୍ କୁ ଫେରାଇ ନେବାକୁ ଇଣ୍ଡୋନେସିଆ ତତ୍ପର। ଇଣ୍ଡୋନେସିଆର ବନ ମନ୍ତ୍ରଣାଳୟ ଭାରତୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଛି। ଘଟଣାକୁ ଗୁରୁତ୍ୱର ସହ ନେଇ ଇଣ୍ଡୋନେସିଆ ବନ ମନ୍ତ୍ରଣାଳୟ ଭାରତର CITES Management Authority,

ଅଧା ରାସ୍ତାରେ ଖରାପ ହେଲା ଆମ୍ବୁଲାନ୍ସ, ଚାଲିଗଲା ରୋଗୀର ଜୀବନ

ସୋର: ଅଧା ରାସ୍ତାରେ ଖରାପ ହୋଇଗଲା ଆମ୍ବୁଲାନ୍ସ। ଦୀର୍ଘ ସମୟ ଧରି ଖରାପ ହେବାରୁ ଚାଲିଗଲା ରୋଗୀଙ୍କ ଜୀବନ । ଆମ୍ବୁଲାନ୍ସକୁ ଅଟକ ରଖିଲେ ସଂମ୍ପର୍କୀୟ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ତୋରାଣିପଦା ଗ୍ରାମ ର ଭାଗବତ ସାହୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଖଇରା ମେଡିକାଲ ରେ ଭର୍ତ୍ତି

୭ ରୁ ୮ ଦିନ ମଧ୍ୟରେ ଧାଡ଼ି ଦର୍ଶନ, ଖୁବଶୀଘ୍ର ସରିବ ପାଇଲଟ ରାମ୍ପ ମଡେଲ ନିର୍ମାଣ

ପୁରୀ: ୭ ରୁ ୮ ଦିନ ମଧ୍ୟରେ ଧାଡ଼ି ଦର୍ଶନ । ପାଇଲଟ ରାମ୍ପ ମଡେଲର ସରିବ ନିର୍ମାଣ । ଆଇଆଇଟି ଭୁବନେଶ୍ୱରର ଦ୍ୱାରା ପ୍ରସ୍ତାବିତ ରାମ୍ପ ମଡେଲର ସମୀକ୍ଷା କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ୫ ମିନିଟ୍ ମଧ୍ୟରେ ଖୋଲା ଯାଇ ପୁଣି ବନ୍ଦ୍ ହୋଇପାରିବ ଫୋଲ୍ଡିଂ ରାମ୍ପ । ପାଇଲଟ

୧ ନମ୍ବର ହାଟରୁ ଜବରଦଖଲ ଉଚ୍ଛେଦ, ବାରମ୍ବାର ଅଗ୍ନିକାଣ୍ଡ ପରେ ଆକ୍ସନ ମୋଡ୍ ରେ BMC ଓ BDA

ଭୁବନେଶ୍ବର: ବାରମ୍ବାର ଅଗ୍ନିକାଣ୍ଡ ପରେ ଆକ୍ସନ ମୋଡ୍ ରେ BMC ଓ BDA । ୟୁନିଟ-୧ ହାଟ ଅଞ୍ଚଳରେ ରାସ୍ତା କଡ଼ରେ ଥିବା ଦୋକାନ ଉପରେ ଚାଲିଛି ଉଚ୍ଛେଦ । ଅମାନିଆ ଦୋକାନୀଙ୍କ ଦୋକାନ ଭାଙ୍ଗୁଛି ପ୍ରଶାସନ । ୟୁନିଟ ୧ ହାଟରେ ବାରମ୍ବାର ଅଗ୍ନିକାଣ୍ଡ ଘଟଣା ପରେ ଏବେ କଡ଼ା ଆକ୍ସନକୁ ଆସିଛି

ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, କାର୍‌ରୁ ମୃତଦେହ ଉଦ୍ଧାର

ସମ୍ବଲପୁର: ସମିତି ସଭ୍ୟଙ୍କୁ ହତ୍ୟା । ବରଗଡ଼ ଜ଼ିଲ୍ଲା ଆଗଲପୁର ସମିତି ସଭ୍ୟଙ୍କୁ ଗୁଳି ମାଡ଼। ଗୁଳିମାଡ଼ରେ ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକଙ୍କ ମୃତ୍ୟୁ ହୋଇଛି । ସିନାଜୋରୀ କେବାଡ଼ କେନାଲ ରୋଡ଼ରେ ଗୁଳିକାଣ୍ଡ ଘଟାଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । କାର୍ ଭିତରେ ବସିଥିବାବେଳେ