Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଗଞ୍ଜାମ ପୋଲିସ ପକ୍ଷରୁ ବିଭିନ୍ନ ଜୁଆ ଆଡ୍ଡାରେ ଚଢାଉ
ଛତ୍ରପୁର : ଗଞ୍ଜାମ ପୋଲିସ ପକ୍ଷରୁ ବିଭିନ୍ନ ଜୁଆ ଆଡ୍ଡାରେ ଚଢାଉ । ୧୨ ଜୁଆଡ୍ଡି ସମେତ ୭୭ ହଜାର ଟଙ୍କା , ଫୋନ୍ ଓ ଗାଡି ଜବତ କରିଛି ପୋଲିସ । ଆଗାମୀ ଦିନରେ ଏହିପରି ଭାବେ ଚଢାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଖବର ଅନୁଯାୟୀ, ପାର୍ବଣ ଋତୁକୁ ଦୃଷ୍ଟିରେ ରଖି…
ବନ୍ଦ ହେଲା ହୀରାକୁଦର ଆଉ ୪ ଗେଟ୍, ୧୦ ଗେଟ୍ ଦେଇ ଜଳ ନିଷ୍କାସିତ…
ସମ୍ବଲପୁର : ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ । ଫଳରେ ବର୍ତ୍ତମାନ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ହୀରାକୁଦ ବାମ ପାର୍ଶ୍ବରେ ୬ଟି ଏବଂ ଡାହାଣ ପାର୍ଶ୍ବରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।
ତେବେ ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର…
ଶ୍ରୀମନ୍ଦିରରେ ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ ଲୀଳା ଅନୁଷ୍ଠିତ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି…
ପୁରୀ: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ପାଳନ ଅବସରରେ ସୋମବାର ରାତିରେ ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ ଲୀଳା ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁଯାୟୀ ଦତ୍ତମହାପାତ୍ର ନିଯୋଗ ପକ୍ଷରୁ ଏକ ହାତୀ ବେଶ ବାହାରି ସାହି ପରିକ୍ରମା କରିବା ପରେ ଶ୍ରୀମନ୍ଦିର ଠାରେ ପହଞ୍ଚିଥିଲା। ମହାପ୍ରଭୁଙ୍କ…
ବିଶ୍ୱକର୍ମା ମୂର୍ତ୍ତି ଭସାଣ ବେଳେ କୁଆଖାଇରେ ବୁଡ଼ିଗଲେ ଯୁବକ…
ବିଶ୍ୱକର୍ମା ମୂର୍ତ୍ତି ଭସାଣ ବେଳେ କୁଆଖାଇ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ନିଖୋଜ ଯୁବକ ଜଣଙ୍କ ହେଲେ ପ୍ରଫୁଲ୍ଲ ବିଶ୍ୱାଳ। ତାଙ୍କ ଘର ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ।
ଗତକାଲି ସନ୍ଧ୍ୟାରେ ପ୍ରଫୁଲ୍ଲ …
ପୁଣି ହେବ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍
ଭୁବନେଶ୍ୱର : ଆସନ୍ତାକାଲି ହେବ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ପୂର୍ଣ୍ଣ ଟ୍ରାଏଲ ରନ୍। ଏହା ସକାଳ ୫ଟାରେ ପୁରୀରୁ ବାହାରି ଅପରାହ୍ନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ। ଏହାପରେ ୨ଟା ୧୦ରେ ରାଉରକେଲାରୁ ବାହାରି ୯ଟା ୪୦ରେ ପୁରୀରେ ପହଞ୍ଚିବ। ମାତ୍ର ୬ ଘଣ୍ଟାରେ ପୁରୀରୁ…
ସୁନ୍ଦରଗଡ଼ରେ ପୁଣି ୧୦ ସ୍କ୍ରବ ଟାଇଫସ ପଜିଟିଭ ଚିହ୍ନଟ…
ସୁନ୍ଦରଗଡ଼ : ପୁଣି ଥରେ ସୁନ୍ଦରଗଡ଼କୁ ଘାଇଲା କଲାଣି ସ୍କ୍ରବ ଟାଇଫସ ଭାଇରସ । ସ୍କ୍ରବ ଟାଇଫସ ଭାଇରସ ଜିଲ୍ଲାବାସୀଙ୍କ ଚିନ୍ତା ବଢାଇଥିବା ବେଳେ ଅ।ଜି ପୁଣି ୧୦ ଅ।କ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଜିଲ୍ଲାରେ ଅ।କ୍ରାନ୍ତଙ୍କ ସଂଖ୍ୟା ୧୯୩ରେ ପହଞ୍ଚିଛି। ତେବେ ସମସ୍ତ ଅ।କ୍ରାନ୍ତ…
ଚଢ଼ଉ କରିବାକୁ ଯାଇ ଦୁଇ ଘଣ୍ଟା ଅଟକ ରହିଲେ ଅବକାରୀ ବିଭାଗ କର୍ମଚାରୀ
ଜଳେଶ୍ବର: ଚଢ଼ଉ କରିବାକୁ ଯାଇ ଅଟକ ରହିଲେ ଅବକାରୀ ବିଭାଗ କର୍ମଚାରୀ । ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଆଉସା ଗ୍ରାମରେ ଚୋରା ମଦ ବେପାରୀଙ୍କ ଘରେ ଚଢଉ କରିବାକୁ ଯାଇଥିବା ବେଳେ ୨ ଘଣ୍ଟା ଅଟକ ରହିଲେ ଜଳେଶ୍ୱର ଅବକାରୀ ବିଭାଗର କର୍ମଚାରୀ । ଖବର…
ପତ୍ନୀ ଓ ଦୁଇ ପିଲାଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ…
ହିଞ୍ଜିଳିକାଟୁ : ସ୍ବାମୀ ସାଜିଲା କି ସୈତାନ ? ଗଞ୍ଜାମ ଜିଲ୍ଲା ଶେରଗଡ଼ ଶ୍ରୀରାମନଗରରେ ପତ୍ନୀ ଓ ଦୁଇ ପିଲାଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ ସାମନାକୁ ଆସିଛି । ତନାଘନା ତଦନ୍ତ କରୁଛି ଶେରଗଡ଼ ଥାନା ପୋଲିସ । ସ୍ବାମୀ ପ୍ରଶାନ୍ତ ଡାକୁଆଙ୍କୁ ଅଟକ ରଖିଛି…
ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପାସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର…
ଭୁବନେଶ୍ୱର : ଆସୁଛି ଲଘୁଚାପ । ରାଜ୍ୟରେ ବଢ଼ିବ ବର୍ଷା । ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପାସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଦାନା ବାନ୍ଧିବ । ଏବେ ଘୂର୍ଣ୍ଣିବଳୟ ଉତ୍ତର-ପୂର୍ବ ଓ ପାର୍ଶ୍ବବର୍ତ୍ତୀ…
ବିଦ୍ୟୁତ ଆଘାତରେ ଟଳି ପଡିଲେ ଯୁବକ
ପାରଳାଖେମୁଣ୍ଡି: ଗଣେଶ ପୂଜା ପୂର୍ବରୁ ଅଘଟଣ । ଗଣେଶ ମଣ୍ଡପରେ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ । ଘଟଣା ଘଟିଛି ଗଜପତି ଜିଲ୍ଲାରେ । ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ତୋଟାଗୁମୁଡା ଗାଁରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ନାଁ ଜେ.ଖଗେଶ । …