Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲା ବାପା…
ଲାଞ୍ଜିଗଡ଼ : ବାପ-ଝିଅ ଭଳି ପବିତ୍ର ସଂପର୍କରେ ଲାଗିଛି କଳଙ୍କର କଳାଦାଗ। ନିଜ ଔରସରୁ ଜନ୍ମଲାଭ କରିଥିବା ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ବାପା ପୁଲିସ ଦ୍ବାରା ଗିରଫ ହୋଇ ଜେଲ୍ ଯାଇଛି। ଏଇ ଅଭାବନୀୟ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଲାଞ୍ଜିଗଡ଼ ପୁଲିସ!-->!-->!-->…
ବିଜେପି କର୍ମୀଙ୍କୁ ଆକ୍ରମଣର ପ୍ରତିବାଦ, ରାଜ୍ୟର ବିଭିନ୍ନ ଥାନାରେ ଏତଲା ଦାୟର
ବିଜେପି ଯୁବ ମୋର୍ଚ୍ଚାର କାର୍ୟ୍ୟକର୍ତ୍ତାଙ୍କୁ ପୁଲିସର ଅତର୍କିତ ଓ ମରଣାନ୍ତକ ଆକ୍ରମଣକୁକୁ ବିରୋଧ କରି ପୁଲିସ ଡ଼ିଜିଙ୍କ ବିରୁଦ୍ଧରେ ରାଜ୍ୟର ବିଭିନ୍ନ ଥାନାରେ ବିଜେପି ପକ୍ଷରୁ ଏତଲା ଦାୟର କରାଯାଇଛି। ଏ ନେଇ ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ ଏକ ଦଳ!-->…
୧୫ରୁ ଓଡ଼ିଶା ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ ଆନ୍ଦୋଳନ…
କେନ୍ଦୁଝରଗଡ଼଼: ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆସନ୍ତା ୧୫ରୁ ଷ୍ଟିଅରିଂ ଛାଡ ଆନ୍ଦୋଳନକୁ ସଫଳ କରିବା ପାଇଁ ସଂଘର ଶତାଧିକ ସଦସ୍ୟ ଶୁକ୍ରବାର ଜିଲା ଓ ପୁଲିସ ପ୍ରଶାସନକୁ ଲିଖିତ ଭାବେ ଅବଗତ କରିଛନ୍ତି। ରାଜ୍ୟ ସରକାର ଡ୍ରାଇଭର ମହାସଂଘର ୧୦ଦଫା ସମ୍ବଳିତ ଦାବି ପୂରଣ ନେଇ ଦେଇଥିବା!-->…
ଓଡିଶାରେ ହେବ ଆମେରିକା ଭଳି ରାସ୍ତା: ଗଡକରୀ…
ଭୁବନେଶ୍ୱର: ୨୦୨୪ ଶେଷ ସୁଦ୍ଧା ଓଡିଶାରେ ଆମେରିକା ମାନର ରାସ୍ତା । ଜାତୀୟ ରାଜପଥ ପ୍ରକଳ୍ପ ଅଧିନସ୍ଥ ସବୁ ରାସ୍ତା ଆମେରିକା ମାନର ହେବ । କେନ୍ଦ ସଡଖ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କ ସୂଚନା ।
ଓଟିଭି ଫୋରସାଇଟର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ । ଓଡିଶାରେ ଜାତୀୟ!-->!-->!-->…
ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରି ବନ୍ଧା ହେଲେ ଯୁବକ…
ଭୁବନେଶ୍ୱର: ନିଶା ଶକ୍ତ ଅବସ୍ଥାରେ ମହିଳାଙ୍କୁ ଗାଳି ଗୁଲଜ କରିବା ସହ ଜଣେ ଯୁବକଙ୍କୁ ତଣ୍ଟି ଚିପି ମାରିବାକୁ ଉଦ୍ୟମ କରିବା ଅଭିଯୋଗରେ ମୈତ୍ରୀବିହାର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେ ହେଲେ ଶ୍ରୀନିବାସ ଓଝା । ତାଙ୍କ ଘର ଡମାଣା ଅଞ୍ଚଳରେ ।
!-->!-->!-->…
ଚାକରାଣୀଙ୍କୁ ଏକ ପାଖିଆ ପ୍ରେମ କରି ବନ୍ଧା ହେଲେ ମାଲିକ…
ବନେଶ୍ୱର: ଚାକରାଣିଙ୍କୁ ଏକ ପାଖିଆ ପ୍ରେମ କରି ବନ୍ଧା ହେଲେ ମାଲିକ । ସମ୍ପୃକ୍ତ ମାଲିକ ଜଣଙ୍କ ହେଲେ କାର୍ତ୍ତିକ ମୁଦୁଲି । ତାଙ୍କ ଘର ସୁନ୍ଦରପଦା, ବିଦ୍ୟୁତ ସବ୍ ଷ୍ଟେସନ ପାଖରେ । ସୂଚନାଯୋଗ୍ୟ ଯେ, ପୀଡ଼ିତା ଜଣକ ହାଉସ ମେଡ ହୋଇଥିବା ବେଳେ କାର୍ତ୍ତିକ ମେକାନିକ ଅଟନ୍ତି । କାର୍ତ୍ତିକ!-->…
ପୁଣି ହାତୀ ନେଲା ଜୀବନ
ମୟୁରଭଞ୍ଜ: ହାତୀପଲ ପାଇଁ ଚରାଭୁଇଁ ପାଲଟିଛି ମୟୂରଭଞ୍ଜ ଜିଲ୍ଲାର ଗାଁ ଠୁ ସହର। ଯଦିଓ ହାତୀ ଜଙ୍ଗଲୀ ଜୀଵ କିନ୍ତୁ ଏବେର ପରିବର୍ତ୍ତିତ ସ୍ଥିତିରେ ହାତୀପଲ ଜଙ୍ଗଲରେ ରହିବାକୁ ସୁରକ୍ଷିତ ମଣୁନଥିବା ଅନୁମାନ କରାଯାଉଛି। ଯୋଉଥିପାଇଁ ଗାଁ ହେଉକି ସହର ଭିତରକୁ ପଶି ଆସୁଛନ୍ତି। ଆଉ ନେଉଛନ୍ତି!-->…
ଚିନ୍ମୟୀ ମୃତ୍ୟୁ ମାମଲା : ବୟଫ୍ରେଣ୍ଡର ହେବ ଲାଏ ଡିଟେକ୍ସନ ଟେଷ୍ଟ…
ସମ୍ବଲପୁର: ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା । ଘଟଣାରେ ୨ଜଣଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ । ବୟଫ୍ରେଣ୍ଡ ପ୍ରୀତିମାନ ଦେ ଓ ବନ୍ଧୁ ମାନସ ଟୁଡୁଙ୍କର ହେବ ମିଛ ଧରା ପରୀକ୍ଷା । ସମ୍ବଲପୁର ପୋଲିସର ଏକ ଟିମ୍ ଦୁଇଜଣଙ୍କୁ ଭୁବନେଶ୍ବର ଆଣିଥିବା ସୂଚନା ମିଳିଛି । ଗତକାଲି!-->…
ମୂର୍ତ୍ତିଚୋର ଗ୍ୟାଙ୍ଗର ୪ ସଦସ୍ୟ ଗିରଫ, ୩୧ ମୂଲ୍ୟବାନ ମୂର୍ତ୍ତି ଓ ନମ୍ବର ବିହୀନ ବାଇକ୍ ଜବତ
ଯାଜପୁର: ବିଭିନ୍ନ ମନ୍ଦିରରୁ ମୂଲ୍ୟବାନ ମୂର୍ତ୍ତି ଚୋରି କରୁଥିବା ଗ୍ୟାଙ୍ଗଙ୍କୁ ଯାଜପୁର ପୁଲିସ ଠାବ କରିଛି। ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୧ଟି ମୂର୍ତ୍ତି ଜବତ କରିଛି। ଅଭିଯୁକ୍ତମାନେ ହେଲେ ଅରବିନ୍ଦ କୁମାର ସିଂହ (୪୩), ବାବର ଓରଫ ଜାଭେଦ୍ (୪୦), ବିଜୟ!-->…
କବା଼ଡି ଗୋଦାମରେ ଭୟଙ୍କର ନିଆଁ, ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି ଦମକଳ ବାହିନୀ…
ଖୋର୍ଦ୍ଧା: କବା଼ଡି ଗୋଦାମରେ ଭୟଙ୍କର ନିଆଁ। ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡ଼ ନିକଟରେ ଥିବା କବାଡ଼ି ଗୋଦାମରେ ନିଆଁ ଲାଗିଛି । ଭୟାବହ ନିଆଁରେ କବାଡ଼ି ଗୋଦାମରେ ଥିବା ବହୁ ସାମଗ୍ରୀ ଜଳିଯାଇଛି।
ପ୍ରବଳ ନିଆଁରେ ଚାରିଆଡ଼ ଧୂଆଁମୟ ହୋଇଯାଇଛି। ନିଆଁ ଲିଭାଇବାକୁ ଉଦ୍ୟମ ଜାରି!-->!-->!-->…