Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଧାନସଭାରେ ଉପସ୍ଥାପନ ହେଲା ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍…
ଭୁବନେଶ୍ୱର : ବିଧାନସଭାରେ ଉପସ୍ଥାପନ ହେଲା ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନ କରିଛନ୍ତି ବଜେଟ । ଏଥର ବଜେଟ ଆକାର ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ରହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ବଜେଟ୍ ଆକାର ଥିଲା ୨ ଲକ୍ଷ କୋଟି!-->…
ସ୍ୱାଭାବିକ ଠାରୁ ୩ରୁ ୫ଡିଗ୍ରୀ ଯାଏଁ ଅଧିକ ରହିବା ତାପମାତ୍ରା…
ଭୁବନେଶ୍ୱର : ମାଡ଼ି ଆସୁଛି ଖରା । ଆହୁରି କଲବଲ କରିବ ତାତି । ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ଯୋଗୁଁ ଆଗାମୀ ୫ଦିନ ମଧ୍ୟରେ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହି । ତେବେ ଏହି ସମୟ ମଧ୍ୟରେ କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ!-->…
ବାଲେଶ୍ୱର ଆଇଟିଆରରୁ ଗୁପ୍ତ ତଥ୍ୟ ଲିକ୍ ଅଭିଯୋଗ, ହନିଟ୍ରାପ ଲିଙ୍କ୍ରେ ବରିଷ୍ଠ ଅଧିକାରୀ ଗିରଫ…
ବାଲେଶ୍ବର: ପୁଣି ବାଲେଶ୍ୱର ଆଇଟିଆରରୁ ଗୁପ୍ତ ତଥ୍ୟ ଲିକ୍ ଅଭିଯୋଗ । ପାକିସ୍ତାନ ହନିଟ୍ରାପ ଲିଙ୍କ୍ରେ ଆଇଟିଆପ ବରିଷ୍ଠ ଅଧିକାରୀ ଗିରଫ । ଚାନ୍ଦିପୁର ITRର ବରିଷ୍ଠ ଅଫିସରଙ୍କୁ ଗିରଫ କଲା ପୋଲିସ । ପାକିସ୍ତାନକୁ ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତତଥ୍ୟ ଦେଇଥିଲେ ଅଭିଯୁକ୍ତ । ଅଶ୍ଳୀଳ!-->…
ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର : ଉନ୍ନତ ଚିକିତ୍ସା ପାଇଁ ହେବେ ସ୍ଥାନାନ୍ତର…
ଭୁବନେଶ୍ୱର : ଓଲିଉଡ୍ ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେବି ଗୁରୁତର ରହିଛି । ଦିଲ୍ଲୀର ଏକ ବେସରକାରୀ ହସପିଟାଲରେ ଚିକିତ୍ସିତ ହେଉଥିବା ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ୍ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ । ଲିଭର ସିରୋସିସ୍ରେ ପୀଡ଼ିତ ପିଣ୍ଟୁଙ୍କର ଲିଭର!-->…
ଆନନ୍ଦ ଟପୋ ମୃତ୍ୟୁ ଘଟଣା : JMFC 2 କୋର୍ଟରେ ଦାଖଲ ହେଲା ଫାଇନାଲ ରିପୋର୍ଟ
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଆନନ୍ଦ ଟପୋ ମୃତ୍ୟୁ ମାମଲା ଆଜି ଫାଇନାଲ ରିପୋର୍ଟ JMFC 2କୋର୍ଟରେ ଦାଖଲ କଲା କମିଶନରେଟ ପୋଲିସ । ୨୦୨୨ ଫେବୃଆରୀ ମାସରେ ଇନ୍ଫୋ୍ସିଟି ଥାନା ଅଧୀନରେ ଏକ ଆପାର୍ଟମେଣ୍ଟରେ ଆନନ୍ଦ ଆତ୍ମ ହତ୍ୟା କରିଥିଲେ । ଆନନ୍ଦଙ୍କ ପରିବାର ପକ୍ଷରୁ ହକି ତାରକା!-->…
“ସାମାଜିକ ପରିବର୍ତ୍ତନରେ ପ୍ରାଣୀ ବିଜ୍ଞାନ ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ସମ୍ପର୍କିତ ଆନ୍ତର୍ଜାତିକ ସମ୍ମିଳନୀ ଉତ୍କଳ…
ଭୁବନେଶ୍ୱର: ପ୍ରାଣୀ ବିଜ୍ଞାନ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଏକ ତିନିଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇଯାଇଛି । ଆମେରିକା, ଟେକ୍ସସ ଏ ଏଣ୍ଡ ଏମ ବିଶ୍ୱବିଦ୍ୟାଳୟର ପ୍ରଫେସର ମେଘନାଥ ପ୍ରାରା ଜୁଲି, ପ୍ରଫେସର ଶର୍ମିଲା ପ୍ରାରା ଜୁଲି, କ୍ୟାଥୋଲିକ!-->…
ଛତ୍ରପୁର ଠାରେ ଗୀତା ସମ୍ମାନ ସମାରୋହ..
ଛତ୍ରପୁର : ଗୀତା ପ୍ରଚାର ମଣ୍ଡଳୀ – ଭାରତ ଏବଂ ଜୟ ଜଗନ୍ନାଥ ଏଜୁକେସନ ଟ୍ରଷ୍ଟ (ସୁରତ) ଆନୁକୂଲ୍ୟରେ ସ୍ଥାନୀୟ ତାଡେପଲ୍ଲୀ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗୀତା ସମ୍ମାନ ସମାରୋହ ସଂଯୋଜକ ସନାତନ ସାମନ୍ତରାୟଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର!-->!-->!-->…
ପୋଲିସ୍ ଇନଫର୍ମର୍ ସନ୍ଦେହରେ ଯୁବକଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପୁଣି ଉପସ୍ଥିତ ଜାହିର କଲେ ମାଓବାଦୀ। ପୋଲିସ୍ ଇନଫର୍ମର୍ର ସନ୍ଦେହରେ ଜଣେ ଯୁବକଙ୍କ ଗଳାକାଟି ହତ୍ୟା କରିଛନ୍ତି । ମୃତ ଯବକ ଜଣଙ୍କ ହେଉଛନ୍ତି ଚନ୍ଦନ ମଲିକ । ଯୁବକଙ୍କୁ ଘରୁ ଡ଼ାକିନେଇ ଗାଁ ମଝିରେ ଗଳା କାଟି ହତ୍ୟକରିଛନ୍ତି ମାଓବାଦୀ ।!-->…
ନାଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…
ଜଳେଶ୍ବର: ଅଲୋଡା ହେଲା ଶିଶୁ କନ୍ଯା। ରାଇବଣିଆ କାଜୁ ଜଙ୍ଗଲ ରାସ୍ତା ପାର୍ଶ୍ବ ନାଳରୁ ନବଜାତ ଶିଶୁକନ୍ଯାକୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ।
ଶିଶୁ କନ୍ୟାଟି କାନ୍ଦୁଥିବାର ଦେଖି ଲୋକେ ଉଦ୍ଧାର କରି ହାତିଗଡ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି।
ରେଳବାଇ ଟିଆରଡି ଡିପୋରେ ଡକାୟତି: କର୍ମଚାରୀଙ୍କ ହାତ ଗୋଡ଼ ବାନ୍ଧି ଲୁଟି ନେଲେ ରେଲଓ୍ୱେ ସାମଗ୍ରି…
ଭଦ୍ରକ : ଭଦ୍ରକ ରେଳ ଷ୍ଟେସନ ନିକଟ ୧୧୯ ନମ୍ବର ଗେଟ ନିକଟ trd ଅଫିସ ବା ବିଦ୍ୟୁତ ଅଫିସରୁ ଲୁଟ। ରେଳ କର୍ମଚାରୀଙ୍କୁ ବାନ୍ଧି ଟ୍ରକ ସାହାଯ୍ୟରେ ଲୁଟି ନେଲେ ତାର ଓ ଅନ୍ୟାନ୍ୟ ସାମଗ୍ରୀ।
ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖ ବିଳମ୍ବିତ ରାତିରେ ଭଦ୍ରକ ଚରମ୍ପା ସ୍ଥିତ ପୂର୍ବତଟ ରେଳବାଇ!-->!-->!-->…