Browsing Category

ଓଡିଶା

ବେକରେ ରସି ଲଗାଇ ଝୁଲିପଡିଲେ ପୋଲିସ୍ କନେଷ୍ଟବଳ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାର ଏମଭି -୪୨ ଗାଁ ରେ ଜଣେ ପୋଲିସ୍ କନେଷ୍ଟବଳ ଆତ୍ମହତ୍ୟା କରିଛନ୍ତି। ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ହେଲେ ସୁଶାନ୍ତ ହାଲଦାର୍ ସେ ପୋଲିସ ROରେ କାର୍ଯ୍ୟରତ ଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ । ପୋଲିସ ଘଟଣା…

ଆଜି ଗୁଡ୍‌ ଫ୍ରାଇଡେ: ଶାନ୍ତି ପାଇଁ ପ୍ରାର୍ଥନା କରିବାର ବାଲୁକା କଳାକୃତି ତିଆରି କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଆଜି ପବିତ୍ର ଗୁଡ୍‌ ଫ୍ରାଇଡେ। ଖ୍ରୀଷ୍ଟ ଧର୍ମଲମ୍ବୀ ମାନଙ୍କ ପାଇଁ ଆଜି ଏକ ବିଶେଷ ଦିନ। ଆଜିର ଦିନରେ ପ୍ରଭୂ ଯୀଶୁ ଖ୍ରୀଷ୍ଠଙ୍କୁ କୃଷୁ ବିଧ କରଯାଇଥିଲା। ଗୁଡ଼ ଫ୍ରାଇଡେ ହେଉଛି ସେହି ଦିନ, ଯେଉଁଦିନ ପ୍ରଭୁ ଜୀଶୁଙ୍କୁ କୁଶବିଦ୍ଧ ବା ହତ୍ୟା କରାଯାଇଥିଲା । ଆଜିର ଦିନରେ ପୁରା ବିଶ୍‌ରେ…

ଉପନିର୍ବାଚନ ପୂର୍ବରୁ ବଦଳିଲେ ଝାରସୁଗୁଡ଼ା ଜିଲ୍ଲାପାଳ

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ଏଠାରେ ଥିବା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ବଦଳି ହୋଇଛି। ସୋନପୁର ଜିଲ୍ଲାପାଳ ଆବୋଲି ସୁନୀଲ ନରଭଣେଙ୍କୁ ଝାରସୁଗୁଡ଼ାରେ ନୂଆ ଦାୟିତ୍ବ ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ଜାରି…

ବାପଘରେ ମାଆ ବୁଢୀ ଠାକୁରାଣୀ, ଅସ୍ଥାୟୀ ମଣ୍ଡପରେ ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ବ୍ରହ୍ମପୁର : ବାପଘରେ ମାଆ ବୁଢୀ ଠାକୁରାଣୀ। ଦେଶିବେହେରା ସାହିରେ ରୀତିନୀତି ଅନୁଯାୟୀ ପରମ୍ପରା ପାଳନ କରାଯାଉଛି। ଶଙ୍ଖ, ଚାଙ୍ଗୁ ଓ ଢୋଲ ବାଜାରେ ଉତ୍ସବମୁଖର ହୋଇଛି ବ୍ରହ୍ମପୁର ସହର। ମାଆ ବୁଢ଼ୀ ସାଆନ୍ତାଣୀଙ୍କ ପ୍ରସିଦ୍ଧ ଯାତ୍ରାର ଆଜି ହେଉଛି ତୃତୀୟ ଦିବସ। ଅସ୍ଥାୟୀ…

କୀଟନାଶକ ପିଇ ୪ ଶିଶୁ ଗୁରୁତର

ଭଦ୍ରକ : ଭଦ୍ରକ ତିହିଡି ଝିଙ୍କିରିଆରେ କୀଟନାଶକ ପିଇ ୪ ଶିଶୁ ଗୁରୁତର । ଖେଳୁଥିଲା ବେଳେ ଅଜାଣତରେ କୀଟନାଶକ ପିଇଥିଲେ । ଗୁରୁତର ୪ ଶିଶୁଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଖେଳୁ ଖେଳୁ କୀଟନାଶକ ପିଇ ଦେଇଥିଲେ ୪ ଶିଶୁ । ସମସ୍ତ ଶିଶୁଙ୍କ ବୟସ ୨ରୁ ୩ ବର୍ଷ ମଧ୍ୟରେ…

ଲାଞ୍ଚ ନେଇ ଭୁବନେଶ୍ୱର ଖଣ୍ଡଗିରି ଥାନା ଏସଆଇ ଗିରଫ

ଭୁବନେଶ୍ୱର : ଲାଞ୍ଚ ନେଇ ଭୁବନେଶ୍ୱର ଖଣ୍ଡଗିରି ଥାନା ଏସଆଇ ଗିରଫ । ଏସଆଇ ସୁଶାନ୍ତ ସ୍ୱାଇଁଙ୍କୁ ଗିରଫ କଲା ଭିଜିଲାନ୍ସ । ନାକା ଗେଟ୍‌ ପାଖରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏକ ମାମଲାକୁ ଦଫାରଫା କରିବାକୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। …

ଠିକାଦାରଙ୍କୁ ଅପହରଣ କରି ୪୦ଲକ୍ଷ ଟଙ୍କା ମାଗିବା ଘଟଣାରେ ଆଉ ଜଣେ ଠିକାଦାର ଗିରଫ

ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ଵର ନିକଟରୁ ଜଣେ ଠିକାଦାରଙ୍କୁ ଅପହରଣ କରି ୪୦ଲକ୍ଷ ଟଙ୍କା ମାଗିବା ଘଟଣାରେ ଆଉ ଜଣେ ଠିକାଦାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍। ଏହା ସହିତ ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି। ଗିରଫ ଅଭିଯୁକ୍ତଙ୍କ ନାଁ ସୁମନ ବରୁଣ ଦେ। ସେ ବାଲେଶ୍ୱର ସହରର…

ଚାକିରି ନାଁରେ ଚୁନ ମାରିଲେ, ୪୦ ହଜାର ନେଇ ଜାଲ୍‌ ନିଯୁକ୍ତିପତ୍ର ଧରାଇଦେଲେ

ସୁନ୍ଦରଗଡ଼ :ଚାକିରି ଦେବାକୁ କହି ମାରିଦେଲେ ଚୁନ । ଏପରିକି କିଛି ବେକାର ଯୁବକଯୁବତୀଙ୍କୁ ପ୍ରଲୋଭନ ଦେଖାଇ ୪୦ ହଜାର ଟଙ୍କା ଲେଖାଏ ହାତେଇଲା ଏକ ରାକେଟ। ଏହା ବଦଳରେ ସେମାନଙ୍କୁ ଆପଏଣ୍ଟମେଣ୍ଟ ଲେଟରଠୁ ଆରମ୍ଭ କରି ଏଗ୍ରିମେଣ୍ଟ ଲେଟର , ଆଇ କାର୍ଡ ବି ଧରାଇ ଦେଲେ। ମାତ୍ର ପରେ ଜଣାପଡ଼ିଲା…

ଭବାନୀପାଟଣାରେ ମେଡିକାଲ କଲେଜକୁ ମିଳିଲା ଅନୁମୋଦନ, ଚଳିତ ଶିକ୍ଷାବର୍ଷଠାରୁ ଆରମ୍ଭ ହେବ ପାଠପଢ଼ା

ଭୁବନେଶ୍ବର/ଭବାନୀପାଟଣା: ଓଡ଼ିଶାର ସ୍ବାସ୍ଥ୍ୟ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣାଠାରେ ମେଡିକାଲ କଲେଜ ଖୋଲିବା ନେଇ ରାଷ୍ଟ୍ରୀୟ ଆୟୁର୍ବିଜ୍ଞାନ ଆୟୋଗ (ନ୍ୟାସନାଲ୍ ମେଡିକାଲ୍ କମିସନ୍) ଅନୁମୋଦନ…

ଓଡ଼ିଶା ପ୍ରଶାସନ ପୂର୍ବପୁରୁଷଙ୍କୁ ଅସମ୍ମାନ କରନ୍ତୁ ନାହିଁ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଅନୁଗୁଳର ଗୋପବନ୍ଧୁ ପାର୍କରେ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନା ନେଇ ଉପୁଜିଥିବା ବିବାଦକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ…