Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ…
କଳାହାଣ୍ଡି : କଳାହାଣ୍ଡିରେ ମାଓ କ୍ୟାମ୍ପ ଠାବ। ନର୍ଲା ଥାନା ସମାଝୋଲା ପରଗଲ ସଂରକ୍ଷିତ ଜଙ୍ଗଲରେ CRPF ଓ ପୋଲିସର ମିଳିତ ଅପରେସନ ବେଳେ ସିପିଆଇ ମାଓ କ୍ୟାମ୍ପ ଠାବ ହୋଇଛି। ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ସୁରକ୍ଷାବାହିନୀ । ବଂଶାଧାରା-ଘୁମୁସର-ନାଗାବଳୀ ଡିଭିଜନ ମାଓବାଦୀ!-->…
କୋରାପୁଟରେ 5T ସଚିବ: ବଦଳିବ ଶାବର ଶ୍ରୀକ୍ଷେତ୍ରରେ ରୂପରେଖ…
କୋରାପୁଟ : ଶାବର ଶ୍ରୀକ୍ଷେତ୍ରରେ 5T ସଚିବ। କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିଛନ୍ତି 5T ସଚିବ ଭି.କେ.ପାଣ୍ଡିଆନ୍ । ଆଜି ସକାଳୁ ମନ୍ଦିର ଯାଇ ବେଢା ପରିଦର୍ଶନ କରିଛନ୍ତି। ତାଙ୍କ ସହ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଯୋଜନା ଅଧିକାରୀ ଓ ମନ୍ଦିର କମିଟି!-->…
ଜାଡରେ ଥରୁଛି ମୟୁରଭଞ୍ଜ: ୪ ଡିଗ୍ରୀକୁ ଖସିଲା ତାପମାତ୍ରା, ଆଗକୁ ଆହୁରି ବଢିବ ଶୀତ…
ମୟୁରଭଞ୍ଜ: କିଛି ଦିନ ପରେ ମୟୁରଭଞ୍ଜ ଜିଲ୍ଲାକୁ ପୁଣି ଫେରିଛି ହାଡ଼ ଭଙ୍ଗା ଶୀତ। ପ୍ରବଳ ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଇପଡିଛି । ଆଜି ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଉପର ବାରାକାମୁଡ଼ାରେ ୪ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ନଅଣରେ ୬ ଡିଗ୍ରୀ!-->…
୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମହାପ୍ରଭୁ ଲିଙ୍ଗରାଜଙ୍କୁ କରିବେ ଜଳାଭିଷେକ…
ଭୁବନେଶ୍ୱର: ଆସନ୍ତା ୧୦ ତାରିଖରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୧ ତାରିଖ ସକାଳେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ । ସେହି ଦିନ ସାହାଣମେଲା ସମୟ ସକାଳ ସାଢେ ୬ଟାରୁ ସାଢେ ୯ଟା ମଧ୍ୟରେ ମନ୍ଦିର ପହଂଚିବାର କାର୍ଯ୍ୟକ୍ରମ ରହିଛି। ତେଣୁ!-->…
ଆଜିଠୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା…
ଢେଙ୍କାନାଳ: ଆଜିଠୁ ଯୋରନ୍ଦା ମାଘ ମେଳା । ୧୫୦ ତମ ଯୋରନ୍ଦା ମେଳା ଅବସରରେ ମହିମା ଗାଦିରେ ସାଧୁସନ୍ଥଙ୍କ ଭିଡ଼ । ରାଜ୍ୟ ଓ ରାଜ୍ୟବାହାରୁ ସାଧୁସନ୍ଥ ଆସି ଯୋରନ୍ଦାରେ ପହଞ୍ଚିଛନ୍ତି। ଏଥର ବିନା କଟକଣାରେ ହେବ ଯୋରନ୍ଦା ମେଳା ହେଉଥିବାରୁ ୭ରୁ ୮ଲକ୍ଷ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ଭିଡ଼!-->…
UPSC କୋଚିଂ ଦେବ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ
ଭୁବନେଶ୍ବର: ପୁଣି ଥରେ UPSC କୋଚିଂ ଦେବ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ। ୨୦୦ ଆଶାୟୀଙ୍କୁ ଚୟନ କରି କୋଚିଂ ଦିଆଯିବ। ରହିବା ସୁବିଧା ମଧ୍ୟ ରହିବ। ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଆଶାୟୀଙ୍କୁ ଚୟନ କରାଯିବ। ଫେବୃଆରୀ ୨୬ରେ ହେବ ଏହି Entrance test। ଏନେଇ ସାମ୍ସ ପୋର୍ଟାଲରେ module!-->…
ନବ ଦାସଙ୍କ ମେଡିକାଲ ରିପୋର୍ଟ ସାର୍ବଜନୀନ କରାଯାଉ: ବିରୋଧୀ ଦଳ ନେତା…
ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମୁହଁ ଖୋଲିଛନ୍ତି। ସ୍ବର୍ଗତ ନବ ଦାସଙ୍କ ମେଡିକାଲ ରିପୋର୍ଟ ସାର୍ବଜନୀନ କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଝାରସୁଗୁଡା ହସ୍ପିଟାଲର ଇସିଜି!-->…
ଗୁପ୍ତେଶ୍ୱର ପୀଠର ଉନ୍ନୟନ ନେଇ ଅଧିକାରୀଙ୍କ ସହ ଆଲୋଚନା କଲେ ୫-ଟି ସଚିବ…
ବୈପାରିଗୁଡ଼ା: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଆଜି ଅପରାହ୍ଣରେ ପ୍ରସିଦ୍ଧ ଶୈବପୀଠ ‘ଗୁପ୍ତେଶ୍ୱର’ ପରିଦର୍ଶନ କରିଛନ୍ତି। ଦିନିକିଆ କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଗସ୍ତରେ ଶ୍ରୀ ପାଣ୍ଡିଆନ୍ ଗୁପ୍ତେଶ୍ବରଙ୍କୁ ଦର୍ଶନ କରିବା ସହିତ ଆଶୀର୍ବାଦ ନେଇଛନ୍ତି। ଶ୍ରୀ ପାଣ୍ଡିଆନ!-->…
ବେଳାଭୂମିରେ ମାଳମାଳ ଅଲିଭ୍ ରିଡ୍ଲେ ଶବ…
ପୁରୀ/ବ୍ରହ୍ମଗିରି : ଦେବୀ ମୁହାଣ ମୁହାଣ ଓ କୋଣାର୍କ ବେଳାଭୂମି ପରେ ଏବେ ପୁରୀ ବେଳାଭୂମିରେ ଅଲିଭ୍ ରିଡ୍ଲେଙ୍କ ଶବ ଲାଗିଛି। ମାଛ ଧରିବା ପାଇଁ ନିଷିଦ୍ଧ ଘୋଷଣା ହୋଇଥିବା ସ୍ଥାନରେ ପ୍ରତିଦିନ ଟ୍ରଲର୍ ବୁଲୁଥିବା ଦେଖିବାକୁ ମିଳୁଥିଲେ ହେଁ ଏଥିରେ ରୋକ ଲଗାଯାଇପାରୁନାହିଁ। ମୋଟର ବୋଟ୍!-->…
ଓଡ଼ିଶା ସୀମା ଭିତରେ ପଶି ପୁଣି ରାସ୍ତା ନିର୍ମାଣ କରୁଛି ଆନ୍ଧ୍ର…
ରାୟଗଡ଼ା: ଓଡ଼ିଶା ସୀମା ଭିତରେ ପଶି ପୁଣି ରାସ୍ତା ନିର୍ମାଣ କରୁଛି ଆନ୍ଧ୍ର। ୨ କିମି ରାସ୍ତା ନିର୍ମାଣ ପାଇଁ ଆନ୍ଧ୍ର କାମ ଚଲାଇଥିବା ବେଳେ ବନ୍ଦ କରିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ। ଦୁଇ ରାଜ୍ୟର ରାଜସ୍ବ ବିଭାଗ-ବନ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ସୀମା ମାପଚୁପ୍ ସରିବା ପରେ ଆନ୍ଧ୍ର!-->…