Browsing Category

ଓଡିଶା

‘ବରୀରୁ ନିଶ୍ଚିତ ଲଢିବି’: ଦେବାଶିଷ ନାୟକ…

ଯାଜପୁର: ବିଜୁ ଜନତା ଦଳର ଗଡ଼ ଯାଜପୁର ବରୀ ନିର୍ବାଚନ ମଣ୍ଡଳିରେ ୨୦୨୪ ନିର୍ବାଚନ ପୂର୍ବରୁ ଦେଖା ଦେଇପାରେ ଦଳ ଅସନ୍ତୋଷ। ବରୀର ପୁର୍ବତ୍ତନ ବିଧାୟକ ଦେବାଶିଷ ନାୟକଙ୍କ ଏକ ବିୟାନକୁ ନେଇ ଏହି ଆକଳନ କରାଯାଉଛି। ଦେବାଶିଷ ହାଇଦ୍ରାବାଦ୍‌ରୁ ଫେରିବା ପରେ ଦେଇଥିବା ବୟାନକୁ ନେଇ ଚର୍ଚ୍ଚା

ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ କରିଥିବା ପୋଲିସ ଏଏସଆଇଙ୍କ ଘରେ ତାଲା

ବ୍ରହ୍ମପୁର: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ କରିଥିବା ପୋଲିସ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କ ଘରେ ତାଲା। ଗତକାଲି ରାତିରୁ ତାଙ୍କ ପରିବାରଲୋକ ବ୍ରହ୍ମପୁର ଶିଳ୍ପାଞ୍ଚଳ ବାସଭବନରୁ କେଉଁଆଡ଼େ ଚାଲିଯାଇଛନ୍ତି । ଏହି ଘଟଣା ପରେ ଏବେ ତାଙ୍କ ଘରେ ତାଲା ଝୁଲୁଛି। ଗତକାଲି ରାତିରେ

ପରିବା ବିକାଳି ଉପରେ ମାଡିଗଲା ଗାଡି, ୨ ମୃତ…

ଖଲ୍ଲିକୋଟ :  ରାସ୍ତାରେ ବିକ୍ରି କରୁଥିଲେ ପରିବା । ଏହି ସମୟରେ ମାଡିଗଲା ଗାଡ଼ି । ଦୁର୍ଘଟଣାରେ ୨ଜଣଙ୍କୁ ମୃତ୍ୟୁ ହୋଇଥିବା ଦୁଇ ଜଣ ଗୁରୁତର ହୋଇଛି । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗଞ୍ଜାମ ଜିଲ୍ଲା ରମ୍ଭା ନିକଟ ମିଞ୍ଜିଣିପାଟଣା ଜାତୀୟ ରାଜପଥ ନିକଟରେ ଘଟିଛି

ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର ବିବାଦ ସମାଧାନ…

ଭୁବନେଶ୍ୱର: ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର ପାରିବାରିକ ଘଟଣାରେ ଟ୍ୱିଷ୍ଟ ଦେଖାଦେଇଛି । ବିବାଦର ସମାଧାନ ଓ ଆପୋସ ବୁଝାମଣା ହୋଇଛି କହିଲେ ହ୍ୟୁମାନ । ଏଣିକି ସେମାନେ ଏକାଠି ରହିବେ ବୋଲି କହିଲେ ହ୍ୟୁମାନଙ୍କ ମାଆ । ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଥିବା କହିଲେ ଏସିପି ।

ସୁନିଶ୍ଚିତ ଯୋଜନାବଦ୍ଧ ହତ୍ୟା: ନରସିଂହ ମିଶ୍ର

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବଙ୍କୁ ହତ୍ୟା ନେଇ ନରସିଂହ ମିଶ୍ର ନିଜର ବିସ୍ଫୋରକ ବୟାନ ରଖିଛନ୍ତି । ନରସିଂହ କହିଛନ୍ତି ଏହା ସୁନିଶ୍ଚିତ ଯୋଜନାବଦ୍ଧ ହତ୍ୟା ଏବଂ ଏଥିରେ ଗୁଢ ରହସ୍ୟ ମଧ୍ୟ ଥିବ କିନ୍ତୁ ଏହା ସାଧାରଣ ହତ୍ୟା ନୁହେଁ । ହତ୍ୟାକାରୀକୁ ମାନସିକ ରୋଗୀ କୁହାଯିବା

ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ…

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳିମାଡ଼ ଘଟଣାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମ୍‌ବ୍ରାଞ୍ଚ୍‌କୁ ନିର୍ଦ୍ଦେଶ ଦେବା ପରେ କ୍ରାଇମବ୍ରାଞ୍ଚ୍‌ର ଅତିରିକ୍ତ ଡିଜି ଅରୁଣ ବୋଥ୍ରା ଅନ୍ୟ ଅଫିସରଙ୍କୁ ନେଇ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଝାରସୁଗୁଡ଼ାରେ

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ…

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦେହାନ୍ତ ପରେ ବର୍ତ୍ତମାନ ନୂତନ ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ନିରଞ୍ଜନ ପୂଜାରୀ ଦାଇତ୍ୱ ଗ୍ରହଣ କରିଛନ୍ତି । ତେବେ ନିରଞ୍ଜନ ଓ ଅର୍ଥମନ୍ତ୍ରୀ ଥିବା ବେଳେ ବର୍ତ୍ତମାନ ସ୍ୱାସ୍ଥ୍ୟବିଭାଗର ମଧ୍ୟ ଦାଇତ୍ୱ ତୁଲାଇବେ । ରାଜ୍ୟପାଳ ପ୍ରଫେସର ଗଣେଶି

ଭିତରକନିକାରୁ ୨ ଶିକାରୀ ଗିରଫ…

କେନ୍ଦ୍ରାପଡ଼ା : ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶୀ ପକ୍ଷୀ ଶିକାର କରୁଥିବା ୨ ଶିକାରୀ ଗିରଫ। ଭିତରକନିକା ଫରେଷ୍ଟ ବ୍ଲକ୍ ନିକଟ ଇଶ୍ୱରପୁର ପଞ୍ଚାୟତ ମାହାଲା ଗ୍ରାମ ନିକଟରେ ପକ୍ଷୀ ଶିକାର ନେଇ କନିକା ରେଞ୍ଜ୍ ଅଫିସର ମାନସ କୁମାର ଦାସ ସୂଚନା ପାଇବା ପରେ ବିଭାଗୀୟ ଅଧିକାରୀଙ୍କ

ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ : ସାଲୁଜା…

ଭୁବନେଶ୍ୱର: ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସ ଟାର୍ଗେଟ କରିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ କହିଲେ ସନ୍ତୋଷସିଂ ସାଲୁଜା । ଗୃହ ବିଭାଗର ଦାୟିତ୍ୱରେ ଥିବାରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ କହିଲେ ସାଲୁଜା ।

୩ ଦିନ ପରେ ପୁଣି ବଢ଼ିବ ଶୀତ…

ଭୁବନେଶ୍ବର : ରାଜ୍ୟରେ ଏବେ ଶୀତ ଟିକେ କମିଛି । ଦିନର ତାପମାତ୍ରା ମଧ୍ୟ ବଢ଼ିଛି । ରାତିରେ ବିଶେଷ ଶୀତ ଅନୁଭବ ହେଉନାହିଁ । ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ତାପମାତ୍ରା ଜାରି ରହିବାକୁ ଥିବା ବେଳେ ପରେ ଟିକେ ଶୀତ ବଢ଼ିବ । ଏହି ସମୟରେ ତାପମାତ୍ରା ୨ରୁ ୩ ଡିଗ୍ରି