Browsing Category

ଓଡିଶା

ଆସନ୍ତାକାଲିଠୁ ପୁଣି ରାଜ୍ୟରେ ଆରମ୍ଭ ହେବ କୋଭିଡ ଟିକାକରଣ

ଭୁବନେଶ୍ୱର: ଆସନ୍ତାକାଲିଠୁ ପୁଣି ରାଜ୍ୟରେ ଆରମ୍ଭ ହେବ କୋଭିଡ ଟିକାକରଣ । ମିଳିବ କୋଭିସିଲଡ୍‌ ଟିକା । କୋଭିସିଲଡ ଟିକା ୧ ଲକ୍ଷ ଡୋଜ ଆସିଛି । ସବୁ ଜିଲ୍ଲାକୁ ଟିକା ଦିଆଯାଇଛି। ଯେଉଁମାନେ ଦ୍ୱିତୀୟ ବା ବୁଷ୍ଟର ଡୋଜ ନେଇନାହାନ୍ତି ସେମାନଙ୍କୁ ଟିକା ନେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ

ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା, ତୁରନ୍ତ ଆକ୍ସନ ପ୍ଲାନ୍‌ ଲାଗୁ ପାଇଁ ନିର୍ଦ୍ଦେଶ

କଟକ: ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା । ହାତୀଙ୍କୁ ସୁରକ୍ଷା ଦେବା ପାଇ ତୁରନ୍ତ ଆକ୍ସନ ପ୍ଲାନ୍‌ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜଏଣ୍ଟ ଟାକ୍ସ ଫୋର୍ସ ପ୍ରସ୍ତୁତ କରିଛି ଏହି ଆକ୍ସନ ପ୍ଲାନ୍‌ । ଶ୍ରୀଲଙ୍କା ଓ କର୍ଣ୍ଣାଟକ ମଡେଲରେ ପ୍ରସ୍ତୁତ ହୋଇଛି ଆକ୍ସନ ପ୍ଲାନ୍‌ । ଏହି

ଭୁବନେଶ୍ୱର ପଟିଆରେ ୨ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ କାହ୍ନା…

ଭୁବନେଶ୍ୱର: ଭୁବନେଶ୍ୱର ପଟିଆରେ ୨ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ । ତା ନାଁ କାହ୍ନା ଓରଫ୍‌ କୃଷ୍ଣଚନ୍ଦ୍ର ମଲ୍ଲିକ । ଘର କଟକ ଜିଲ୍ଲା ବାଙ୍କିର ପଦନପୁରରେ । ଆଉ ଜଣେ ଅଭିଯୁକ୍ତକୁ ଖୋଜୁଛି ଜିଆରପି । ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ

ମାଲକାନଗିରି ମାଲ୍ୟବନ୍ତ ମହୋତ୍ସବରେ ଠେଲାପେଲା, ୩ରୁ ଅଧିକ ଆହତ…

ମାଲକାନଗିରି: ମାଲକାନଗିରି ମାଲ୍ୟବନ୍ତ ମହୋତ୍ସବରେ ଠେଲାପେଲା । ଏଥିରେ ୩ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି । ଗତକାଲି ଥିଲା ମାଲ୍ୟବନ୍ତ ମହୋତ୍ସବର ତୃତୀୟ

କାର୍ ସାଇଡ କରିବାକୁ ନେଇ ଗଣ୍ଡଗୋଳ, ପୁଅକୁ ବଞ୍ଚାଇବାକୁ ଆସି ଗଲା ବାପାଙ୍କ ଜୀବନ…

ଗଜପତି: କାର୍‌ ସାଇଡ୍‌ କରିବାକୁ ନେଇ ଗଣ୍ଡଗୋଳ। ପୁଅକୁ ବଞ୍ଚାଇବାକୁ ଆସି ଗଲା ବାପାଙ୍କ ଜୀବନ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଲା ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଉଛନ୍ତି ଏସ୍‌ ଶ୍ରୀନିବାସ ରାଓ। ପୁଅ ଜଗଦୀଶ ରାଓ ଆହତ ହୋଇଛନ୍ତି । ଗତକାଲି

ବେଗୁନିଆର ପୂର୍ବତନ ତହସିଲଦାରଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ…

ବେଗୁନିଆ:ବେଗୁନିଆର ପୂର୍ବତନ ତହସିଲଦାର ତଥା ଭାରପ୍ରାପ୍ତ ବେଗୁନିଆ ପୂର୍ବତନ ଉପନିବନ୍ଧକ ପୃଥିବୀରାଜ ମଣ୍ଡଳଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ପ୍ରଦାନ । ଭିଜିଲାନ୍ସର ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସର୍ତ୍ତ ରଖି ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଜମିର କିସମ

ବାନ୍ଧବୀଙ୍କୁ ଭିଡିଓ କଲ କରି ଆତ୍ମହତ୍ୟା କଲେ ଛାତ୍ର…

କଟକ: ଲାଇଭ ଭିଡିଓ କଲରେ ସୁଇସାଇଡ୍‌ । ବାନ୍ଧବୀଙ୍କୁ ଭିଡିଓ କଲ କରି ଆତ୍ମହତ୍ୟା କଲେ ଏମ୍‌ସିଏ ଛାତ୍ର । କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା । ମୃତକ ହେଲେ ଯାଜପୁରର ମନୋଜ ବେହେରା । ନରାଜରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଏମସିଏରେ ପଢୁଥିଲେ ।

କଂଗ୍ରେସ ଛାଡ଼ିଲେ ସତ୍ୟ ନାୟକ…

ଭୁବନେଶ୍ବର: ରାଜ୍ୟ କଂଗ୍ରେସକୁ ପୁଣି ଝଟକା ଲାଗିଛି। ପୂର୍ବତନ ମିଡ଼ିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ନାୟକ ନିଜର ଇସ୍ତଫାପତ୍ରକୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ଇସ୍ତଫାପତ୍ରରେ ସେ ଲେଖିଛନ୍ତି ଯେ, ଓଡ଼ିଶା ପାଇଁ

DL ପାଇଁ ଆସନ୍ତା ୨୬ରୁ ଅନ୍‌ଲାଇନ୍‌ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ…

କଟକ: ଡ୍ରାଇଭିଂ ଲାଇସେନ୍ସର ନବୀକରଣ ପାଇଁ ବାଧ୍ୟତାମୂଳକ ହେବ ଅନ୍‌ଲାଇନ୍‌ ଡାକ୍ତରୀ ପ୍ରମାଣପତ୍ର। ୪୦ ବର୍ଷ ବୟସରୁ ଅଧିକ ଆବେଦନକାରୀଙ୍କ ପାଇଁ ଏହି ନିୟମ ଲାଗୁହେବ। ତେବେ ନୂତନ DL ପାଇଁ ଆବେଦନ କରୁଥିବା ସମସ୍ତ ଆବେଦନକାରୀଙ୍କୁ ଏହି ନିୟମ ପାଳନ କରିବାକୁ ପଡ଼ିବ। ବର୍ତ୍ତମାନ

ସାଉଥ୍‌ ପଏଣ୍ଟ ହସ୍ପିଟାଲ୍‌ରେ ବୁଲିଲା ବୁଲ୍‌ ଡୋଜର…

କଟକ : ସାଉଥ୍‌ ପଏଣ୍ଟ ହସ୍ପିଟାଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଚାଲିଲା ବୁଲ୍‌ ଡୋଜର। ହସ୍ପିଟାଲ୍‌ ଜବରଦଖଲ କରିଥିବା ଜମିରୁ ଉଚ୍ଛେଦ କରିଛି କଟକ ମହାନଗର ନିଗମ(ସିଏମ୍‌ସି)। ଏଥିସହ ସରକାରୀ ଜମି ଉପରେ ହସ୍ପିଟାଲ୍‌ ନିର୍ମାଣ କରିଥିବା ବିଦ୍ୟୁତ ଟ୍ରାନ୍ସଫର୍ମ ଓ ଅକ୍ସିଜେନ୍‌