Browsing Category

ଓଡିଶା

ଛାତ୍ର ସଂସଦ ନିର୍ବାଚନ ନେଇ ଡିଜିପିଙ୍କ ସମୀକ୍ଷା, କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ କଡ଼ା ନଜର

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ପାଇଁ ପୋଲିସର ବଡ଼ ପ୍ରସ୍ତୁତି । SP-DCPଙ୍କ ସହ DGPଙ୍କ ସମୀକ୍ଷା । କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ କଡ଼ା ନଜର । ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟକୁ ଫେରୁଛି ଛାତ୍ର ସଂସଦ ନିର୍ବାଚନ।…

ବନ୍ଧା ହେଲେ ବେତନଟୀ R&B ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତି

ଭୁବନେଶ୍ୱର : ବନ୍ଧା ହେଲେ କୋଟିପତି ଯନ୍ତ୍ରୀ । ବେତନଟୀ R&B ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତି ଗିରଫ । ଆୟ ବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ବାଲେଶ୍ୱର ଭିଜିଲାନ୍ସ ଡିଭିଜନ । ତାଙ୍କ ନାଁରେ ୨୩ରୁ ଅଧିକ ପ୍ଲଟ୍ ରହିଛି । ଘରେ ରଖିଥିଲେ ୩୦୦ ଗ୍ରାମର ସୁନା ଗହଣା ।…

ଶିପସରୁବାଲିରେ ହେବ ଶ୍ରୀଜଗନ୍ନାଥ ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ବିମାନ ବନ୍ଦର, ମିଳିଲା ସିଆରଜେଡ୍ କ୍ଲିୟରାନ୍ସ

ପୁରୀ : ବ୍ରହ୍ମଗିରି ରାସ୍ତାର ଶିପସରୁବାଲି ମୌଜାରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ବିମାନ ବନ୍ଦର ସ୍ୱପ୍ନ ଆଉ ପାଦେ ଆଗେଇଛି । ଏୟାରପୋର୍ଟ ପାଇଁ ରହିଥିବା ଜଙ୍ଗଲ ବିଭାଗର ସମସ୍ୟା ସମାଧାନ ହେବା ସହ ସିଆରଜେଡ୍ (crz ) କ୍ଲିୟରାନ୍ସ ମଧ୍ୟ ମିଳିଛି…

HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ ଉଦ୍‌ଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

କୋରାପୁଟ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର କୋରାପୁଟସ୍ଥିତ ସୁନାବେଡ଼ା ‘ହାଲ୍‌’ରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥସ ସିଂଙ୍କ ସହ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।…

ସମ୍ବଲପୁରରେ ୪ ଅଣ୍ଡରପାସ୍ ଓ ଫ୍ଲାଇଓଭର ଦାବି: କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ସମ୍ବଲପୁର: ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫୫ ନମ୍ବର ଜାତୀୟ ରାଜପଥ (NH-55)ର ତୁରନ୍ତ ମରାମତି ଏବଂ ଖାଲସବୁର ସମାଧାନ ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି। ସମ୍ବଲପୁର ସଂସଦୀୟ କ୍ଷେତ୍ର ଏବଂ ଆଖପାଖ ଅଞ୍ଚଳର…

କୁଖ୍ୟାତ ଅପରାଧୀ ଦେବାଶିଷ ନାୟକ ଘର ଉପରେ ବୁଲିଲା ବୁଲ୍‌ଡୋଜର

ଭୁବନେଶ୍ୱର: ଭୁବନେଶ୍ୱରର ପେଶାଦାର ଅପରାଧୀ ଦେବାଶିଷ ନାୟକ ଓରଫ୍ ‘ସାଲୁ’ର ବେଆଇନ ଘର ଉପରେ ବୁଲଡୋଜର ଚାଲିଛି। ସାଲୁର ଘର ଭାଙ୍ଗିଲା ଚନ୍ଦ୍ରଶେଖରପୁର ପୋଲିସ। ଭୁବନେଶ୍ୱର ମହାନଗର ନିଗମ (BMC) ଏବଂ ଚନ୍ଦ୍ରଶେଖରପୁର ଥାନା ପୋଲିସ ମିଳିତ ଭାବେ ଏହି ବଡ଼ ଧରଣର ଉଚ୍ଛେଦ କାର୍ଯ୍ୟାନୁଷ୍ଠାନ…

SCB ମେଡିକାଲ ପରିସରରେ ପାଣିଟାଙ୍କିରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଥିବା ଏକ ପାଣି ଟାଙ୍କି ଉପରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ଘଟଣାକୁ ନେଇ ଦୀର୍ଘ ସମୟ ଧରି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଟାଙ୍କି ଉପରେ ଦୀର୍ଘ ସମୟ…

ନିଶୁଳ୍କ ହବିଷିଆଳୀ ଯୋଜନା ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ

ପୁରୀ: ଆଜିଠାରୁ ନିଶୁଳ୍କ ହବିଷିଆଳୀ ଯୋଜନା ପାଇଁ ଅନଲାଇନ୍ ଆବେଦନ । edistrict.odisha.gov.in ପୋର୍ଟାଲ୍ ରେ ହେବ ଆବେଦନ । ଧାର୍ଯ୍ୟ ସଂଖ୍ୟା ପୂରଣ ହେବା ପର୍ଯ୍ୟନ୍ତ ଚାଲିବ ଅନଲାଇନ୍ ରେଜିଷ୍ଟ୍ରେସନ୍ । ଅକ୍ଟୋବର ୨୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳିବେ ହବିଷିଆଳି । …

ଝାରପଡ଼ାରେ ଦୁର୍ଗାପୂଜା ତୋରଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର : ପାର୍ବଣ ପୂର୍ବରୁ ଅଶାନ୍ତ ରାଜଧାନୀ । ଭୁବନେଶ୍ୱରଝାରପଡ଼ା ଅଞ୍ଚଳରେ ୨ ଗୋଷ୍ଠୀ ମୁହାଁମୁହିଁ । ଦୁର୍ଗାପୂଜା ତୋରଣକୁ କେନ୍ଦ୍ର କରି ଉତ୍ତେଜନା । ରାସ୍ତା ଉପରେ ତୋରଣ ନିର୍ମାଣକୁ ଗୋଟିଏ କମିଟିର ବିରୋଧ । ତୋରଣ ନିର୍ମାଣକୁ ପୋଲିସ ରୋକିବା ପରେ ଉତ୍ତେଜନା…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ ରାଇଫଲ୍‌ର ଯବାନ ଭାବେ କାର୍ଯ୍ୟ କରୁଥିଲେ। ଶହୀଦ ଯବାନଙ୍କର ବୟସ ଥିଲା ମାତ୍ର ୩୦ ବର୍ଷ। ଯବାନ ଭି. ତେଜା ନାଗାଲାଣ୍ଡରେ ଡିୟୁଟିରେ ଥିବା…