Browsing Category

ଓଡିଶା

ଜାନୁଆରୀରେ ଆରମ୍ଭ ହେବ ପକ୍ଷୀ ଗଣନା: ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ

ଭୁବନେଶ୍ୱର : ଆସନ୍ତା ଜାନୁଆରୀରେ ଆରମ୍ଭ ହେବ ପକ୍ଷୀ ଗଣନା । ଚିଲିକା ହ୍ରଦକୁ ଶୀତ ଋତୁରେ ସାଧାରଣତଃ ବିଦେଶାଗତ ପକ୍ଷୀ ଚିଲିକାର ଚାରିପଟେ ଥିବା ଜଳାଶୟ ମାନଙ୍କରେ ଦେଖାଯାଇଥାନ୍ତି । ଏହି ଜଳାଶୟକୁ ନଭେମ୍ବର ସୁଦ୍ଧା ଓଡିଶା ଆସିଛନ୍ତି ୪ ଲକ୍ଷ ୯୪ ହଜାର ୩୬୬ ସଂଖ୍ୟକ ବିଦେଶାଗତ…

ଗିରଫ ହେଲେ କନିଷ୍ଠ କିରାଣୀ ଦେବଜାନୀ କର

ଭୁବନେଶ୍ବର: ଗିରଫ ହେଲେ କନିଷ୍ଠ କିରାଣୀ ଦେବଜାନୀ କର। ସୋମବାର ଲାଞ୍ଚ ନେଉଥିବା ସମୟରେ ରେଡ୍ ହ୍ୟାଣ୍ଡରେ ଧରିଥିଲା ଭିଜିଲାନ୍ସ। ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ଦେବଜାନୀ କର ଲାଞ୍ଚ ନେଉଥିବା ସମୟରେ ମାଡିବସିଥିଲା ଭିଜିଲାନ୍ସ। ତାଙ୍କ କାର୍ଯ୍ୟାଳୟରୁ ୧୫ଲକ୍ଷ ୮ହଜାର…

ସର୍ବଭାରତୀୟ ହକି ଚାମ୍ପିୟନସିପ-୨୦୨୫: ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥା ଶୃଙ୍ଖଳିତ କରିବାକୁ ଡିଜିପିଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ମାସରେ ଓଡ଼ିଶା ପୋଲିସ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ୭୩ତମ ସର୍ବଭାରତୀୟ ହକି ଚାମ୍ପିୟନସିପ- ୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ…

ଗୁଇନ୍ଦା ବିଭାଗ ହାତରେ ମହିଳା ବ୍ରାଉନ ସୁଗାର ମାଫିଆ, ଘରୁ ବାହାରୁଛି ପୁଳାପୁଳା ଟଙ୍କା

ଭଦ୍ରକ: ଭଦ୍ରକରେ ମାତିଛନ୍ତି ମହିଳା ବ୍ରାଉନ ସୁଗାର ମାଫିଆ । ଖୁଲମଖୁଲା ବେପାର ଚାଲିଥିବାବେଳେ ସୂଚନା ପାଇ ମାଡି ବସିଲା ପୋଲିସ । ଏହି ଚଢ଼ାଉ ସମୟରେ ବ୍ରାଉନସୁଗାର ଜବତ ସହ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ମହିଳାକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି…

ନର୍ସିଂ ଚାକିରି ଦେବା ନାଁରେ ଠକେଇ; ୨ ଭାଇ ଗିରଫ

କଟକ : ମେଡିକାଲରେ ନର୍ସିଂ ଚାକିରି କରାଇଦେବାକୁ କହି ଲୁଟି ନେଲେ ଲକ୍ଷାଧିକ ଟଙ୍କା। ଅଭିଯୋଗ ପରେ ଏବେ ପୁଲିସ କବଜାରେ ଦୁଇ ଅଭିଯୁକ୍ତ। କଟକ ମଙ୍ଗଳାବାଗ ଥାନା ପୁଲିସ ଏହି ଘଟଣାରେ ଦୁଇ ଦଲାଲଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦୁଇଜଣ ଦୁଇ ଭାଇ ବୋଲି ଜଣାପଡ଼ିଛି। ଏମାନେ କଟକ ମଧୁପାଟଣା…

ଗୁଣିଗାରେଡି ସନ୍ଦେହରେ ହତ୍ୟା: ଜଳୁଥିବା ଜୁଇରେ ଆଉ ଜଣଙ୍କୁ ଜାଳିଦେଲେ

କୋରାପୁଟ: ଆଜିର ସଭ୍ୟ ସମାଜରେ ବେଶୀ ଅସଭ୍ୟ ହେଉଛି ମଣିଷ। ଭୁଲିଯାଉଛି ମଣିଷପଣିଆ। ଗୁଣିଗାରେଡ଼ିର ବିଶ୍ଵାସ କରି ମଣିଷ ଘଟାଉଛି ନାରକିଅ କାଣ୍ଡ। ଏଭଳି ଏକ ବିଭତ୍ସ ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରିଡି ପଞ୍ଚାୟତ ଝାରାପା ଗାଁରେ ଆଜି…

ରାଜ୍ୟସଭା ଉପନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପିର ସୁଜିତ କୁମାର

ଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ଭାବେ ସୁଜିତ କୁମାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ୩୦ଜଣ ବିଧାୟକ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ…

ସରକାରୀ ବାସଭବନ ଛାଡୁନାହାଁନ୍ତି ୧୪ ପୂର୍ବତନ ବିଧାୟକ

ଭୁବନେଶ୍ୱର: ସରକାରୀ ବାସଭବନ ଛାଡୁନାହାଁନ୍ତି ପୂର୍ବତନ ବିଧାୟକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଓଡିଶା ବିଧାନସଭାରେ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ୧୪ ଜଣ ପୂର୍ବତନ ବିଧାୟକ ସରକାରୀ କ୍ୱାର୍ଟର୍ସ ଦଖଲ କରି ରଖିଛନ୍ତି। ବିଧାୟକ ମାନସ କୁମାର ଦତ୍ତଙ୍କ ଏକ ପ୍ରଶ୍ନର ଉତ୍ତରରେ…

ରଣକ୍ଷେତ୍ର ପାଲଟିଲା କଲେଜ ପରିସର, କମେଣ୍ଟ ମାରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

କଟକ : ରଣକ୍ଷେତ୍ର ପାଲଟିଲା କଲେଜ ପରିସର । ବିଗିଡ଼ିଲା ଶୈକ୍ଷିକ ବାତାବରଣ । କୌଣସି କାରଣକୁ ନେଇ କଟକ ରାଜବଗିଚା ସ୍ଥିତ ସିଟି କଲେଜରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ କଲେଜରେ ପଢ଼ୁଥିବା ଯୁକ୍ତ ୨ ଛାତ୍ରଙ୍କୁ ମରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ । କିଛି…

ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡରେ ବୁଲୁଛି ବାଘୁଣୀ ‘ଜିନ୍ନତ’

ବାରିପଦା: ଶିମିଳିପାଳର ବାଘୁଣୀ ‘ଜିନ୍ନତ’ ଏବେ ଝାଡଖଣ୍ଡ ଜଙ୍ଗଲରେ ବୁଲୁଛି। ବାଘୁଣୀ ଜିନ୍ନତ ଝଡଖଣ୍ଡରେ ବୁଲୁଥିବା ନେଇ ସୂଚନା ଦେଇଛନ୍ତି ଆରସିସିଏଫ୍ ପ୍ରକାଶ ଚାନ୍ଦ ଗୋଗିନେନି। ଗତ ନଭେମ୍ବରରେ ମହାରାଷ୍ଟ୍ର ତଡ଼ବାରୁ ବାଘୁଣୀ ‘ଜିନତ’କୁ ଶିମିଳିପାଳ ଅଣାଯାଇଥିଲା। ଝାରଖଣ୍ଡ ଯାଇ ଏକ…