Browsing Category

ବିଦେଶ

ତୁର୍କୀ ଓ ସିରିଆ ଭୂକମ୍ପ: ୫୦ ହଜାର ଟପିଲା ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ: ତୁର୍କୀ ଓ ସିରିଆରେ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଲା । ତୁର୍କୀରେ ୪୪,୨୧୮ ଓ ସିରିଆରେ ୫,୯୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ତୁର୍କୀରେ ୨ ଲକ୍ଷ କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦେଢ ଲକ୍ଷ ଲୋକ ବାସହରା ହୋଇଯାଇଛନ୍ତି । ସୂଚନା ମୁତାବକ, ଗତ ଫେବୃଆରୀ ୬ରେ

ରୁଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ: ତୁରନ୍ତ ସେନା ପ୍ରତ୍ୟାହାର ପାଇଁ ପ୍ରସ୍ତାବ ପାରିତ, ଭୋଟ ଦେଲାନି ଭାରତ…

ନୂଆଦିଲ୍ଲୀ : ଆଜିକୁ ଠିକ୍‌ ବର୍ଷେ ତଳେ ଅର୍ଥାତ ୨୦୨୨ ମସିହା ଫେବୃଆରୀ ୨୪ ତାରିଖରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଡ଼ୋଶୀ ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ରୁଷର ସେନା ୟୁକ୍ରେନ ଉପରେ ହମଲା କରିଥିଲେ।

୬.୨ ତୀବ୍ରତାର ଭୂକମ୍ପରେ ଥରିଲା ଇଣ୍ଡୋନେସିଆ…

ନୂଆଦିଲ୍ଲୀ : ତୁର୍କୀ ଓ ସିରିଆରେ ଦେଖାଯାଇଥିବା ପ୍ରଳୟଙ୍କରୀ ଭୂକମ୍ପର ଭୟଙ୍କର ଚିତ୍ର ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ଦେଶ ପ୍ରତିଦିନ ଝଟକା ଅନୁଭବ କରୁଛନ୍ତି। ଗୁରୁବାର ଚାଇନା ଓ ତାଜକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଆଜି ଇଣ୍ଡୋନେସିଆବାସୀ ଭୂକମ୍ପ

ବିଶ୍ୱ ବ୍ୟାଙ୍କର ନେତୃତ୍ୱ ନେବେ ଅଜୟ ବାଙ୍ଗା…

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମାଷ୍ଟରକାର୍ଡର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ବାଙ୍ଗାଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି। ସେ ୱାଶିଂଟନ ପକ୍ଷରୁ ଶ୍ରୀ ବାଙ୍ଗାଙ୍କୁ ବିଶ୍ୱବ୍ୟାଙ୍କର ନେତୃତ୍ୱ ନେବାକୁ ମନୋନୀତ କରିଛନ୍ତି। ବିଶ୍ୱବ୍ୟାଙ୍କର ମୁଖ୍ୟ ଭାବେ କାମ

ମୋଦୀ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ ଟୋମାଟୋ ୨୦ ଓ ଚିକେନ ୧୫୦ ଟଙ୍କାରେ ମିଳୁଥାନ୍ତା : ଭାଇରାଲ ହେଲା ପାକିସ୍ତାନୀ…

ଲାହୋର : ଉତ୍କଟ ଆର୍ଥିକ ଦୁର୍ଗତିରେ ଫସି ରହିଥିବା ପାକିସ୍ତାନର ଲୋକମାନେ ଏହି ସଂକଟ ପାଇଁ ନିଜ ଦେଶର ରାଜନୈତିକ ନେତାମାନଙ୍କୁ ଦାୟୀ କରୁଛନ୍ତି । ଏହା ସହିତ ସେମାନେ କହୁଛନ୍ତି ଯେ ପାକିସ୍ତାନର ନେତାମାନଙ୍କ ତୁଳନାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଭଲ । ସୋସିଆଲ

ଯେଉଁଠୁ ଆରମ୍ଭ, ସେଇଠି ଶେଷ: ସାତ ଘଣ୍ଟା ଉଡାଣ ପରେ ବି ଗନ୍ତବ୍ୟସ୍ଥଳରେ ପହଂଚିପାରିଲାନି ବିମାନ

ଟୋକିଓ: ସାତ ଘଣ୍ଟା ଉଡ଼ାଣ ପରେ ମଧ୍ୟ ଏକ ବିମାନ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିଲା ନାହିଁ। ଏତେ ଲମ୍ବା ଯାତ୍ରା ପରେ ମଧ୍ୟ ବିମାନରେ ଚଢିଥିବା ଶହ ଶହ ଯାତ୍ରୀ ସେହି ସ୍ଥାନରୁ ଅବତରଣ କରିବାକୁ ବାଧ୍ୟ ହେଲେ ଯେଉଁଠାରୁ ସେମାନେ ଯାତ୍ରା ଆରମ୍ଭ କରିଥିଲେ। ବାସ୍ତବରେ, ଜାପାନରେ ଏଭଳି ଏକ

ଭାରତକୁ କେହିନୂର ଫେରାଅ: ଭାଇରାଲ୍‌ ହେଲା ଇଂଲଣ୍ଡ୍‌ ଟେଲିଭିଜନ୍‌ ସୋ’ରେ ଭାରତୀୟ ବଂଶୋଦ୍ଭବ ସାମ୍ବାଦିକାଙ୍କ…

ନୂଆଦିଲ୍ଲୀ: କୋହିନୂର୍‌ ହୀରା ଭାରତକୁ ଫେରସ୍ତ ଦିଆଯିବା ଉଚିତ ବୋଲି କି, ବୋଲି ଭାରତୀୟ ବଂଶୋଦ୍ଭବ ସାମ୍ବାଦିକା ନରିନ୍ଦର୍‌ କୌର୍‌ ଏବଂ ‘ଜି.ବି. ନିଉଜ୍‌’ର ସାମ୍ବାଦିକା ଇମ୍ମା‌ ୱେବ୍‌ କରିଥିବା ବିତର୍କ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।ଏହି ପ୍ରସଙ୍ଗକୁ ଭିତ୍ତି କରି

ବିଶ୍ବରେ ପରମାଣୁ ଯୁଦ୍ଧର କଳାବାଦଲ : ଆମେରିକା ସହ ଥିବା ପରମାଣୁ ଚୁକ୍ତିରୁ ଓହରିଲା ରୁଷ୍…

ମସ୍କୋ: ୟୁକ୍ରେନ ଯୁଦ୍ଧକୁ ନେଇ ବିଶ୍ବର ଦୁଇ ମହାଶକ୍ତି ରୁଷ ଓ ଆମେରିକା ଖୋଲାଖୋଲି ଭାବେ ମୁହାଁମୁହିଁ ହୋଇଯାଇଛନ୍ତି । ସୋମବାରଦିନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅଚାନକ ୟୁକ୍ରେନ ଗସ୍ତ କରିବାର ଦିନକ ପରେ ରୁଷ ତାହାର ପ୍ରତିକ୍ରିୟା ଦେଇଛି । ରୁଷ ପକ୍ଷରୁ ଆମେରିକା ସହ ଥିବା ଏକମାତ୍ର

ଏଭଳି ଦାୟିତ୍ବହୀନ କାର୍ଯ୍ୟର ପୁନରାବୃତ୍ତି ନ ହେବା ଉଚିତ: ଚୀନ୍‌କୁ ସତର୍କ କଲା ଆମେରିକା

ନୂଆଦିଲ୍ଲୀ: ସନ୍ଦିଗ୍ଧ ‘ସ୍ପାଏ ବେଲୁନ୍‌’ ଘଟଣା ଯୋଗୁଁ ସମ୍ପର୍କ ବିଗିଡ଼ିବାକୁ ଯାଉଥିବା ବେଳେ ଶନିବାର ଦିନ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଚୀନା ବୈଦେଶିକ ସଚିବ ୱାଙ୍ଗ୍‌ ୟିଙ୍କୁ ଭେଟି ସତର୍କ କରାଇ କହିଛନ୍ତି ଯେ, ଏଭଳି ଦାୟିତ୍ବହୀନ କାର୍ଯ୍ୟର ପୁନରାବୃତ୍ତି ହେବା

ସିରିଆ ଉପରେ ମିସାଇଲ ଆକ୍ରମଣ କଲା ଇସ୍ରାଏଲ, ୧୫ ମୃତ…

ଭୂମିକମ୍ପ ବିନାଶରୁ ଏଯାଏଁ ବାହାରି ପାରିନଥିବା ସିରିଆ ଉପରେ ମିସାଇଲ ଆକ୍ରମଣ କରିଛି ଇସ୍ରାଏଲ୍‌ । ଏହି ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସିରିଆର ରାଜଧାନୀ ଦମିସ୍କ ଉପରେ ମିସାଇଲ ମାଡ଼ କରିଛି। ଏକ ଆବାସିକ ଅଞ୍ଚଳକୁ ଟାର୍ଗେଟ୍ କରି ଏହି ଆକ୍ରମଣ