Browsing Category

ବିଦେଶ

ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ

ନୂଆଦିଲ୍ଲୀ ୦୩/୧୦: ଇରାନ ବିମାନରେ ବୋମା । ଏହି ସୂଚନା ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ବିମାନଟି ଭାରତୀୟ ଆକାଶରେ ଥିଲା । ବିମାନଟି ଦିଲ୍ଲୀରେ ଅବତରଣ କରିବାର ଥିଲା । କିନ୍ତୁ ବିମାନ ବମ୍ ଖବର ଶୁଣାଯିବା ପରେ ଭାରତୀୟ ବାୟୁସେନା ସତର୍କ ହୋଇଯାଇଥିଲା । ଫଳରେ ଦିଲ୍ଲୀରେ

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ: ସ୍ବଳ୍ପ କ୍ଷମତାସମ୍ପନ୍ନ ଆଣବିକ ଅସ୍ତ୍ର ପ୍ରୟୋଗ କରିବାକୁ ପ୍ରସ୍ତାବ ଦେଲେ ପୁଟିନ୍‌ଙ୍କ…

ମସ୍କୋ: ଜୟ କରିଥିବା ୟୁକ୍ରେନୀୟ ନଗରୀ ଲିମାନ୍‌ରୁ ରୁଷୀୟ ସେନା ପ୍ରତ୍ୟାହୃତ ହେବା ପରେ ‘ଚେଚେନ୍‌ ସାଧାରଣତନ୍ତ୍ର’ର ନେତା ରମ୍‌ଜାନ୍‌ କାଦିରୋଭ୍‌ ଯୁଦ୍ଧକ୍ଷେତ୍ରରେ ସ୍ବଳ୍ପ କ୍ଷମତାବିଶିଷ୍ଟ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ପ୍ରସ୍ତାବ ଦେଇଥିବା କଥା ‘ସିଏନ୍‌ଏନ୍‌’ ରିପ‌ୋର୍ଟ କରିଛି।

ଇଣ୍ଡୋନେସିଆରେ ଫୁଟବଲ ମ୍ୟାଚ୍‌ ବେଳେ ହିଂସା, ୧୨୭ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ – ଇଣ୍ଡୋନେସିଆରେ ଫୁଟବଲ୍‌ ମ୍ୟାଚ୍‌ ଚାଲିଥିବା ବେଲେ ପ୍ରଶଂସକମାନଙ୍କ ମଧ୍ୟରେ ମାରପିଟ୍‌ । ଏହି ଘଟଣାରେ ୨ ଜଣ ପୁଲିସ କର୍ମୀଙ୍କ ସମେତ ୧୨୭ ଜଣଙ୍କର ମୃତ୍ୟୁ ହୋଇଛି । ଜାଭାରେ ଗୋଟିଏ ଷ୍ଟାଡିୟମରେ ପେରସାବାୟାସୁରବାୟା ଏବଂ ଆରେମ୍‌ ଏଫ୍‌ସି ଟିମ୍‌ ମଧ୍ୟରେ ଫୁଟବଲ୍‌ ମ୍ୟାଚ୍‌

ବିମାନରେ ଏୟାରହୋଷ୍ଟେସଙ୍କୁ ଅନ୍ତବସ୍ତ୍ର ପିନ୍ଧିବା ବାଧ୍ୟତାମୂଳକ କଲା ପାକିସ୍ତାନ

କରାଚୀ: ଅନ୍ତବସ୍ତ୍ର ନ ପିନ୍ଧିଲେ ଏଣିକି ବିମାନରେ ଚଢ଼ିପାରିବ ନାହିଁ | ବିମାନରେ ଏୟାରହୋଷ୍ଟେସ ଭାବେ ଚାକିରି କରିବାକୁ ହେଲେ ଅନ୍ତବସ୍ତ୍ର ପିନ୍ଧିବାକୁ ବାଧ୍ୟତାମୂଳକ କରିଛି ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ | ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ(ପିଆଇଏ) ପକ୍ଷରୁ ଏହାର

ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦର ସହଯୋଗୀ ଗିରଫ

ମୁମ୍ବାଇ: ମୁମ୍ବାଇ କ୍ରାଇମବ୍ରଞ୍ଚକୁ ମିଳିଛି ବଡ ସଫଳତା। କୁଖ୍ୟାତ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦର ଇବ୍ରାହିମର ଘନିଷ୍ଠ ସହଯୋଗୀ ରିୟାଜ ଭଟ୍ଟି ଗିରଫ ହୋଇଛି। ମୁମ୍ବାଇର ଜଣେ ବ୍ୟବସାୟୀଙ୍କୁ ବଟି ମାଗିବା ଅଭିଯୋଗରେ ରିୟାଜକୁ ମୁମ୍ବାଇ ପୁଲିସ ଗିରଫ କରିଛି। ସୂଚନା ମୁତାବକ, ଜଣେ

ରୁଷ ପରମାଣୁ ଆକ୍ରମଣ କଲେ ଭୟଙ୍କର ପରିଣାମ ଭୋଗିବ : ଆମେରିକା ବୈଦେଶିକ ସଚିବ

ନୂଆଦିଲ୍ଲୀ : ପୁଟିନଙ୍କ ପରମାଣୁ ଅସ୍ତ୍ର ଆକ୍ରମଣ ଧମକ ପରେ ବିଚଳିତ ପୂରା ବିଶ୍ୱ । ଆକ୍ରମଣ ଧମକକୁ ମିଛ ଭାବିବା ଉଚିତ ନୁହେଁ ବୋଲି ମଧ୍ୟ କହିଛନ୍ତି ପୁଟିନ । ପୁଟିନଙ୍କ ଆଭିମୁଖ୍ୟ ନେଇ ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ୍ ଦେଇଛନ୍ତି ବଡ଼ ବୟାନ । ଯଦି ରୁଷିଆ ୟୁକ୍ରେନ

ଆମେରିକା-ପାକିସ୍ତାନ ସମ୍ପର୍କକୁ ଭାରତର ବିରୋଧ

ନୂଆଦିଲ୍ଲୀ : ପାକିସ୍ତାନକୁ ଆମେରିକା ଯୋଗାଇ ଦେବାକୁ ଥିବା ସାମରିକ ସହାୟତା ପ୍ରସଙ୍ଗରେ ଭାରତ କଡା ପ୍ରତିକ୍ରିୟା ରଖିଛି। ପାକିସ୍ତାନର ଯୁଦ୍ଧ ବିମାନ ଏଫ-୧୬ର ନବୀକରଣ ନିମନ୍ତେ ଆମେରିକା ଆବଶ୍ୟକ ଯନ୍ତ୍ରାଂଶ ଯୋଗାଇ ଦେବାକୁ ଘୋଷଣା କରିଛି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ପୃଥିବୀକୁ ସୁରକ୍ଷା ମିଶନ ସଫଳ

ନୂଆଦିଲ୍ଲୀ ୨୭/୦୯: ସଫଳ ହେଲା ନାସାର ଡାର୍ଟ ମିଶନ । ଇତିହାସ ରଚିଲା ନାସା । ମହାକାଶୀୟ ପିଣ୍ଡ ଧକ୍କାରୁ ପୃଥିବୀକୁ ରକ୍ଷା କରିବା ଲାଗି ହୋଇଥିବା ପରୀକ୍ଷଣକୁ ମିଳିଛି ବଡ ସଫଳତା । ଆଷ୍ଟ୍ରଏଡକୁ ସଠିକ୍ ଟାର୍ଗେଟ କରି ଧକ୍କା ଦେଲା ନାସାର ସ୍ପେସ୍ କ୍ରାଫ୍ଟ । କୌଣସି ମହାକାଶୀୟ ପିଣ୍ଡକୁ

ଜାତିସଂଘରେ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ସରିଫଙ୍କୁ କଡ଼ା ଜବାବ ଦେଲା ଭାରତ। ଶନିବାର ୭୭ତମ ଜାତିସଂଘ ସାଧାରଣ ପରିଷଦ୍‌ ବୈଠକରେ ଉଠିଥିଲା କଶ୍ମୀର ପ୍ରସଙ୍ଗ। ବୈଠକରେ ଶେହବାଜ୍‌ଙ୍କୁ କଡ଼ା ଜବାବ ଦେଇ ଭାରତୀୟ କୂଟନୀତିଜ୍ଞ ମିଜିତୋ ବିନିତୋ

ସେନାରେ ସାମିଲ ହେବେ ଏୟାରଲାଇନ୍ସ କର୍ମଚାରୀ, ୟୁକ୍ରେନରେ ହମ୍‌ଲା ପାଇଁ ବଡ ପ୍ରସ୍ତୁତି

କିଭ: ୟୁକ୍ରେନ ବିରୋଧରେ ପରମାଣୁ ଯୁଦ୍ଧର ଧମକ ଦେବା ପରେ ହମଲା ପାଇଁ ପ୍ରସ୍ତୁତ ହେଉଛି ଋଷ । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୩ ଲକ୍ଷ ରିଜର୍ଭ ସୈନ୍ୟକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି । ସାଧାରଣ ଲୋକଙ୍କୁ ମଧ୍ୟ ସେନାର ସହାୟତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୧୮ରୁ