Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ରୁଷ ତେଲ ଡିପୋ ଉପରେ ବୋମା ପକାଇଲା କିଏ ?
ମସ୍କୋ : ଶୁକ୍ରବାରଦିନ ରୁଷ ସହର ବେଲଗୋରୋଡସ୍ଥିତ ଏକ ତେଲ ଡିପୋ ଉପରେ ଆକ୍ରମଣ କରାଯାଇଥିବା ରୁଷ ଦାବି କରିଥିଲା । କିନ୍ତୁ ରୁଷର ଏହି ଦାବିକୁ ଖଣ୍ଡନ କରିଛି ୟୁକ୍ରେନ । ୟୁକ୍ରେନର ବିଦେଶ ମନ୍ତ୍ରୀ ଡିମିଟ୍ରୋ କୁଲେବା କହିଛନ୍ତି ଯେ ଏହି ଆକ୍ରମଣ ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ ।!-->…
ଚୀନ ଆକ୍ରମଣ କଲେ କ’ଣ ରୁଷ ଭାରତର ସହାୟତା କରିପାରିବ ? ଆମେରିକାର ପ୍ରଶ୍ନ
ନୂଆଦିଲ୍ଲୀ : ଗୁରୁବାର ରାତିରେ ରୁଷର ବିଦେଶ ମନ୍ତ୍ରୀ ସର୍ଗେଇ ଇଭାନୋଭ ଭାରତ ଗସ୍ତରେ ଆସିବାକୁ ଥିବାରୁ ତାପୂର୍ବରୁ ଆମେରିକା ନିଜର ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା ଦଲିପ୍ ସିଂଙ୍କୁ ଭାରତ ପଠାଇଛି । ରୁଷ ଉପରେ ନିର୍ଭର ରହିବା ଭାରତର ସୁରକ୍ଷା ପାଇଁ ବିପଜ୍ଜନକ ହୋଇପାରେ ବୋଲି ସେ!-->…
ଆରମ୍ଭ ହେବା ମାତ୍ରେ ମୁଲତବୀ ହେଲା ପାକିସ୍ତାନ ସଂସଦ, ଝୁଲିଲା ଇମ୍ରାନ ଖାନଙ୍କ ଭାଗ୍ୟ
ଇସଲାମାବାଦ: ଅନାସ୍ଥା ପ୍ରସ୍ତାବ ଭିତରେ ଫସିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୩ ତାରିଖ ଯାଏ ଆଶ୍ୱସ୍ତି ମିଳିଛି। ଆଜି ପାକିସ୍ତାନ ସଂସଦର କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ମାତ୍ର କିଛି ମିନିଟରେ ଏହାକୁ ରବିବାର ଯାଏ ମୁଲତବୀ ଘୋଷଣା କରାଯାଇଛି। ଫଳରେ ଅନାସ୍ଥା ପ୍ରସ୍ତାବ!-->…
ଯୁଦ୍ଧ ଅବସାନ ନେଇ ଆଶା : ଉତ୍ତର-ୟୁକ୍ରେନରେ ସାମରିକ ଅଭିଯାନ କମାଇବାକୁ ରୁଷର ଘୋଷଣା
ମସ୍କୋ : ରୁଷ-ୟୁକ୍ରେନ ଯୁଦ୍ଧର ନିରାଶା ମଧ୍ୟରେ କିଛିଟା ଆଶାଜନକ ଖବର ମିଳିଛି । ଉତ୍ତର ୟୁକ୍ରେନ ବିଶେଷକରି ରାଜଧାନୀ କିବ ଓ ଚେର୍ନିହିବରେ ସାମରିକ ଅଭିଯାନକୁ ସାମୟିକଭାବେ ହ୍ରାସ କରିବାକୁ ରୁଷ ସଂକେତ ଦେଇଛି । ତୁର୍କୀରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଆଲୋଚନାରେ କିଛିଟା ଅଗ୍ରଗତି!-->…
ଜାତୀୟ ରାଜପଥରେ ମୁହାଁମୁହିଁ ହେଲେ ୫୦ ଗାଡି
ୱାଶିଂଟନ୍: ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ମୁହାଁମୁହିଁ ହେଲେ ଗୋଟିଏ ପରେ ଗୋଟିଏ ଗାଡି। ପାଖାପାଖି ୫୦ରୁ ୬୦ ଗାଡି ପରସ୍ପର ଧକ୍କା ହୋଇଛନ୍ତି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଆମେିକାର!-->…
ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଭାରତ ନିନ୍ଦା କରିବା ଉଚିତ : ଆମେରିକୀୟ ସାଂସଦ
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧକୁ ୩୩ଦିନ ବିତିଥିଲେ ବି ଚୁପ ରହିଛି ଭାରତ। ଆମେରିକା ସମେତ ଅନ୍ୟ ଦେଶ ରୁଷ ଉପରେ ଅନେକ କଟକଣା ଲଗାଇଥିବା ବେଳେ ଭାରତ କୌଣସି ପ୍ରତିକ୍ରିୟା ଦେଉନାହିଁ। ରୁଷ-ୟୁକ୍ରେନ ଯୁଦ୍ଧ ପରେ ଆମେରିକା ଆଶା କରିଥିଲା ଯେ ଆନ୍ତର୍ଜାତୀୟ ଫୋରମରେ ଭାରତ ରୁଷକୁ ବିରୋଧ!-->…
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ବିରୋଧରେ ସଂସଦରେ ଆଗତ ହେଲା ଅନାସ୍ଥା ପ୍ରସ୍ତାବ
ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ସରକାର ପ୍ରତି ବିପଦ ମାଡ଼ି ଆସୁଛି। ଦେଶର ଅସ୍ପଷ୍ଟ ରାଜନୈତିକ ପରିସ୍ଥିତି ମଧ୍ୟରେ ଆଜି ବିରୋଧୀଦଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଗୃହରେ ବିରୋଧୀଦଳର ନେତା!-->…
ହାତ ମିଳାଇଲେ ଯୋଗୀ-ଅଖିଲେଶ
ଲକ୍ଷ୍ନୌ: ସାମ୍ନା ସାମ୍ନି ହେଲେ ପରସ୍ପରକୁ ଟାର୍ଗେଟ୍ କରୁଥିବା ଦୁଇ ବିରୋଧୀ ଓ ଶାସକ। ବାହାରେ ବିରୋଧ କରୁଥିବା ଅଖିଲେଶ ଓ ଯୋଗୀ ବିଧାସଭାରେ ଭିତରେ ହେଲେ ଏକାଠି। ହାତ ମିଳାଇଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ ଅଖିଲେଶଷଙ୍କ ସହ!-->…
ଚୀନରେ ପୁଣି କରୋନାର କରାଳରୂପ
ବେଜିଂ: କରୋନାର ଉତ୍ପତି ସ୍ଥଳ ଚୀନ୍ରେ ଏହି ମହାମାରୀକୁ ନେଇ ଲୋକେ ଛାନିଆ। ଏଠାରେ ତାଣ୍ଡବ ରଚିଛି କରୋନା। ଫେଲ୍ ମାରିଛି ଚୀନ୍ର ଜିରୋ କୋଭିଡ ପଲିସି। ଏଠାରେ ହୁ ହୁ ବଢ଼ି ଚାଲିଛି କରୋନା ସଂକ୍ରମ ମାମଲା। ରେକର୍ଡ ପରିମାଣର କୋଭିଡ୍-୧୯ ସଂକ୍ରମଣ ମାମଲା ଚିହ୍ନଟ ଯୋଗୁ ୨୬ ନିୟୁତ ଲୋକ!-->…
ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରକୁ ଆହୁରି ଅଧିକ ସାହସ ଆବଶ୍ୟକ: ଜେଲେନସ୍କି
ନୂଆଦିଲ୍ଲୀ: ଚାହୁଁ ଚାହୁଁ ୩୨ଦିନ ବିତିଲାଣି। ହେଲେ ଶେଷ ହୋଇନି ଯୁଦ୍ଧ। ଶହ ଶହ ଲୋକ ପ୍ରାଣ ହରାଇଥିବା ବେଳେ ୟୁକ୍ରେନର ଛାତିକୁ କ୍ଷତବିକ୍ଷେତ କରିଚାଲିଛି ରୁଷ। ଏବେ ୟୁକ୍ରେନର ବିଭିନ୍ନ ସହରରେ ରୁଷ ସେନା ଆକ୍ରମଣ ଜାରି ରଖିଥିବା ବେଳେ ପୁଣି ଥରେ ପାଶ୍ଚାତ୍ୟ ରାଷ୍ଟ୍ରକୁ ସମାଲୋଚନା!-->…