Browsing Category

ବିଦେଶ

ଏକ ଲକ୍ଷ ଆଫଗାନୀଙ୍କୁ ହତ୍ୟା କରିବ ତାଲିବାନ!

କାବୁଲ: ବ୍ରିଟେନର ଏକ ବଡ଼ ଅବହେଳା ୧ ଲକ୍ଷରୁ ଅଧିକ ଆଫଗାନଙ୍କ ଜୀବନକୁ ବିପଦରେ ପକାଇଛି। ବ୍ରିଟିଶ ସରକାର ବର୍ଷ ବର୍ଷ ଧରି ବ୍ରିଟିଶ ସେନା ଏବଂ ଗୁପ୍ତଚର ସଂସ୍ଥା ପାଇଁ କାମ କରୁଥିବା ଆଫଗାନ ନାଗରିକଙ୍କ ଗୋପନୀୟ ତାଲିକା ହରାଇ ଦେଇଛି। ଏବେ ଏହି ତାଲିକା ତାଲିବାନ ହାତରେ ପଡ଼ିଯାଇଛି ବୋଲି

ଟ୍ରମ୍ପଙ୍କ ନୂଆ ଦାବି ଭାରତ-ପାକ୍ ସଂଘର୍ଷରେ ଖସିଥିଲା ୫ ବିମାନ

ଓ୍ବାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ୪-୫ଟି ଲଢ଼ୁଆ ବିମାନ ଖସାଇ ଦିଆଯାଇଥିଲା। ସେ ପୁଣି ଥରେ ଦାବି କରିଛନ୍ତି ଯେ ସେ ବାଣିଜ୍ୟଚୁକ୍ତି ନାମରେ ଦୁଇ ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦେଶ

କିମ୍‌ଙ୍କ ପାଇଁ ଓଜନ କମାଇବା ଔଷଧ ଖୋଜା

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ପୁଣି ଥରେ ତାଙ୍କ ବର୍ଦ୍ଧିତ ଓଜନ ପାଇଁ ଖବରରେ ଅଛନ୍ତି। ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ସେ ଓଜେମ୍ପିକ ଭଳି ବିଦେଶୀ ଓଜନ ହ୍ରାସ ଔଷଧ ଖୋଜିବା ଆରମ୍ଭ କରିଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ଏହି

ଇସ୍ରାଏଲ ଆକ୍ରମଣ ଭୟରେ ସିରିୟା ଛାଡ଼ି ପଳାଇଲେ ରାଷ୍ଟ୍ରପତି ଓ ପ୍ରତିରକ୍ଷା ମନ୍ତ୍ରୀ

ଦମାସ୍କସ୍: ସିରିଆର ରାଷ୍ଟ୍ରପତି ଅହମଦ ଅଲ ଶାରା ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିଜ ନିଜ ପରିବାର ସହିତ ରାଜଧାନୀ ଦମାସ୍କସ୍ ଛାଡି ପଳାଇଥିବା ସୂଚନା ମିଳିଛି। ସରକାରୀ ସୂତ୍ରକୁ ଉଦ୍ଧାର କରି ଅଲ ମାୟାଦିନ ଖବରକାଗଜ ଏହି ଦାବି କରିଛି। ଅଲ ଶାରାଙ୍କ ଦମାସ୍କସ୍ ଛାଡିବା ଏପରି ଏକ ସମୟରେ

୧୬ ବର୍ଷକୁ କମିବ ବ୍ରିଟେନରେ ଭୋଟଦାନ ବୟସ

ଲଣ୍ଡନ : ବ୍ରିଟେନରେ ଭୋଟଦାନ ବୟସ ୧୮ରୁ ୧୬ ବର୍ଷକୁ ହ୍ରାସ କରାଯିବ । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ବ୍ରିଟେନର ଲେବର ପାର୍ଟି ସରକାର ।ବ୍ରିଟେନରେ ଗତ ୨୦୨୪ରେ ହୋଇଥିବା ସାଧାରଣ ନିର୍ବାଚନରେ ଲେବର ପାର୍ଟି ନିର୍ବାଚନ

ୟୁଲିଆ ସ୍ବିରିଡେଙ୍କୋ: ୟୁକ୍ରେନକୁ ମିଳିଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

କିଭ୍: ରୁଷ ସହିତ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ୟୁକ୍ରେନ୍ ତାର ନୂତନ ପ୍ରଧାନମନ୍ତ୍ରୀଙ୍କୁ ଚୟନ କରିଛି। ବୁଧବାର ଦିନ ୟୁକ୍ରେନ୍ ସଂସଦ ଭରଖେଭନା ରାଡାରେ ନିଆଯାଇଥିବା ଏକ ଐତିହାସିକ ନିଷ୍ପତ୍ତିରେ, ୟୁଲିଆ ସ୍ବିରିଡେଙ୍କୋଙ୍କୁ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ

୨୦୨୮ ଲସ୍ ଏଞ୍ଜେଲ୍‌ସ ଅଲିମ୍ପିକ୍‌ସ: ଜୁଲାଇ ୧୨ରୁ ୨୯ କ୍ରିକେଟ

ନୂଆଦିଲ୍ଲୀ: ଲସ୍‌ ଏଞ୍ଜେଲ୍‌ସ ଅଲିମ୍ପିକ୍‌ସ -୨୦୨୮ ଜୁଲାଇ ୧୪ରୁ ୩୦ ପର୍ଯ୍ୟନ୍ତ ଖେଳାଯିବ। ଦୀର୍ଘ ୧୨୮ ବର୍ଷ ପରେ ଲସ୍‌ ଏଞ୍ଜେଲ୍‌ସ ଅଲିମ୍ପିକ୍‌ସରେ କ୍ରିକେଟରେ ଏକ ଐତିହାସିକ ପୁନରାଗମନ କରିବାକୁ ଯାଉଛି। ଜୁଲାଇ ୧୨ରୁ ୨୯ ପର୍ଯ୍ୟନ୍ତ କ୍ରିକେଟ ଇଭେଣ୍ଟ ପୋମେନା ସହରର ଫେୟାରଗ୍ରାଣ୍ଡ୍‌ସ

ଭାରତ ଓ ଚୀନକୁ ଟାର୍ଗେଟ କଲେ ନାଟୋର ମହାସଚିବ ମାର୍କ ରୁଟେ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ପାଶ୍ଚାତ୍ୟ ଦେଶ ଏବଂ ଋଷ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଏହାରି ଭିତରେ ନାଟୋର ମହାସଚିବ ମାର୍କ ରୁଟେ ଏକ କଡ଼ା ଚେତାବନୀ ଦେଇଛନ୍ତି, ଯାହାର ସିଧାସଳଖ ସଙ୍କେତ ଭାରତ ଏବଂ ଚୀନ ଭଳି ଦେଶମାନଙ୍କ ପାଇଁ । ମାର୍କ ରୁଟେ

ମହାକାଶରୁ ବାହୁଡ଼ିଲେ ଶୁଭାଂଶୁ ଶୁକ୍କାଙ୍କ ସମେତ ୪ ମହାକାଶଚାରୀ

ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟିଛି। ଭାରତ ପାଇଁ ଆସିଯାଇଛି ସେହି ଐତିହାସିକ ମୁହୂର୍ତ୍ତ। ମହାକାଶରୁ ସୁରକ୍ଷିତ ଫେରିଛନ୍ତି ଶୁଭାଂଶୁ ଶୁକ୍ଳା। ଅକ୍ସିଅମ୍‌-୪ ମିଶନ୍‌ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିବା ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି। ଭାରତୀୟ

ସମୁଦ୍ର ଭିତରେ ପାକିସ୍ତାନ ଓ ତୁର୍କୀକୁ ଉଚିତ ଜବାବ ଦେଲା ଭାରତ

ନୂଆଦିଲ୍ଳୀ: ସମୁଦ୍ର ଭିତରେ ପାକିସ୍ତାନ ଓ ତୁର୍କୀକୁ ଉଚିତ ଜବାବ ଦେଇଛି ଭାରତ । ସାମୁଦ୍ରିକ ସୀମାରେ ଗ୍ରୀକ୍‌ ସେନା ସହ ମିଶି ଭାରତୀୟ ନୌସେନା ଯୁଦ୍ଧାଭ୍ୟାସ କରିଛି । ଏହାକୁ ନେଇ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସ୍‌ ‘ରେ ଫଟୋ ସେୟାର କରିଛି ଭାରତୀୟ ସେନା । ଗତ ଜୁଲାଇ ୧୦ ତାରିଖରେ