Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଜାଫର ଏକ୍ସପ୍ରେସରେ ବିସ୍ଫୋରଣ: ଲାଇନଚ୍ୟୁତ ହେଲା ୬ଟି ବଗି
ନୂଆଦିଲ୍ଲୀ: ପୁଣି ଜାଫର ଏକ୍ସପ୍ରେସକୁ ନେଇ ଆସିଲା ବଡ ଖବର । ଜାଫର ଏକ୍ସପ୍ରେସରେ ବିସ୍ଫୋରଣ । ରେଳ ଧାରଣାରେ ବିସ୍ଫୋରଣ ପରେ ଲାଇନ ଚ୍ୟୁତ ହେଲା ଜାଫର ଏକ୍ସପ୍ରେସର ୬ଟି ବଗି । ପାକିସ୍ତାନରେ ପୂର୍ବରୁ ହାଇଜାକ୍ ହୋଇଥିବା ଜାଫର ଏକ୍ସପ୍ରେସ ଏବେ ପୁଣିଥିରେ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ!-->…
ଖାମେନିଙ୍କୁ ଇରାନରେ ହିଁ ଫାଶୀ ଦେବୁ : ଇସ୍ରାଏଲ
ନୂଆଦିଲ୍ଲୀ : ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ଶୀର୍ଷ ସ୍ତରରେ ପହଞ୍ଚିଛି। ସୋମବାର ଇସ୍ରାଏଲର ପିଏମ୍ ବେଞ୍ଜାମିନ୍ ନେତନ୍ୟାହୁ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନିଙ୍କୁ ହତ୍ୟା ଧମକ ଦେଇଛନ୍ତି। ସେ କହିଛନ୍ତି ଯେ, ଖାମେନିଙ୍କର ହତ୍ୟା ହେବ। ଏହାପରେ ହିଁ ଏହି ଯୁଦ୍ଧ!-->…
ତେହରାନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନର ସେନା ମୁଖ୍ୟ ଅଲ୍ଲୀ ଶାଦମାମୀ ନିହତ
ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଉଗ୍ର ରୂପ ନେବାରେ ଲାଗିଛି । ଇରାନକୁ ପୁଣି ବଡ଼ ଝଟକା । ଇସ୍ରାଏଲ ଆକ୍ରମଣରେ ଇରାନର ନୂଆ ଆର୍ମି ଚିଫ୍ ନିହତ । ୱାର ଟାଇମ୍ ଚିମିଅଫ୍ ଷ୍ଟାଫ ଅଲ୍ଲୀ ଶାଦମାମୀଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ଆଇଡିଏଫ୍ । ଇରାନ ତାଙ୍କୁ ଯୁଦ୍ଧ ସମୟରେ ସେନାର ମୁଖ୍ୟ ଭାବେ!-->…
ଇରାନର ପ୍ରତିଶୋଧ!: ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦର ମୁଖ୍ୟାଳୟ ଉପରେ କ୍ଷେପଣାସ୍ତ୍ର ମାଡ଼
ତେହେରାନ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆହୁରି ଭୟଙ୍କର ହୋଇଛି। କିଛି ଘଣ୍ଟା ପୂର୍ବରୁ ଇସ୍ରାଏଲୀ ସେନା ଇରାନୀ ସେନା ମୁଖ୍ୟଙ୍କୁ ହତ୍ୟା କରିଥିବା ଦାବି କରିଥିଲା, ଯାହାର ଜବାବରେ ଇରାନ ଏବେ ଏକ ବଡ଼ ଦାବି କରିଛି ଏବଂ କହିଛି ଯେ, ଆମର ସେନା ଇସ୍ରାଏଲୀ ଗୁପ୍ତଚର ସଂସ୍ଥା ମୋସାଦର!-->…
ଟ୍ରମ୍ପ-ମାକ୍ରୋନ କଥା କଟାକଟି
ଓ୍ବାସିଂଟନ : ପୁଣି ଜଣେ ରାଷ୍ଟ୍ରମୁଖ୍ୟଙ୍କ ସହ ବିବାଦ ସୃଷ୍ଟି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ଓ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାପୋସାଙ୍କ ବିବାଦ ସୃଷ୍ଟି କରିଥିବା ଟ୍ରମ୍ପ ଏବେ ଫ୍ରାନ୍ସ!-->…
ଆମେରିକାରେ ଅସୀମ ମୁନିରଙ୍କୁ ପ୍ରବଳ ବିରୋଧ
ଓ୍ବାସିଂଟନ : ଆମେରିକା ଯାଇଥିବା ପାକିସ୍ତାନର ସେନା ମୁଖ୍ୟ ଫିଲଡ୍ ମାର୍ସାଲ ଅସୀମ ମୁନିରଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ମୁନିରଙ୍କୁ 'ପାକିସ୍ତାନୀଙ୍କ ହତ୍ୟାକାରୀ', 'ଇସଲାମାବାଦର ହତ୍ୟାକାରୀ', 'ଗଣହତ୍ୟାକାରୀ' ବୋଲି ବିକ୍ଷୋକ୍ଷକାରୀମାନେ ସ୍ଲୋଗାନ ଦେଇଥିଲେ ।
!-->!-->!-->…
ମଧ୍ୟପ୍ରାଚ୍ୟକୁ ମୁହାଁଇଲା ଆମେରିକୀୟ ଯୁଦ୍ଧ ଜାହାଜ, ଇସ୍ରାଏଲ-ଇରାନ ଯୁଦ୍ଧରେ ହୋଇପାରେ ସାମିଲ
ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଉଭୟ ଦେଶ ପରସ୍ପର ଉପରେ ଜୋରଦାର ଆକ୍ରମଣ ଚଳାଇଛନ୍ତି। ଇସ୍ରାଏଲ ଯୁଦ୍ଧରେ ଆମେରିକାର ସହଯୋଗ ଲୋଡିଛି। ତେବେ ଇରାନ ପାଶ୍ଚାତ୍ୟ ଦେଶ ବିଶେଷକରି ଆମେରିକା, ଫ୍ରାନ୍ସ ଓ ବ୍ରିଟେନକୁ ଚେତାବନୀ ଦେଇ ଇସ୍ରାଏଲକୁ ସହଯୋଗ ନ କରିବାକୁ କହିଛି। ରବିବାର!-->…
୮୦ ବର୍ଷ ବୟସରେ ବିଶ୍ଵର ୨ୟ ଧନୀ ହେଲେ ଏହି ବ୍ୟକ୍ତି
ନୂଆଦିଲ୍ଲୀ : ବିଶ୍ଵର ୨ୟ ଧନୀ ବ୍ୟକ୍ତି ତାଲିକାରେ ପରିବର୍ତ୍ତନ ହୋଇଛି। ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ବିଶ୍ଵର ୨ୟ ଧନୀ ବ୍ୟକ୍ତି ମାନ୍ୟତା ହରାଇଛନ୍ତି। ତାଙ୍କୁ ପଛରେ ପକାଇଛନ୍ତି ଓରାକଲର ପ୍ରତିଷ୍ଠାତା ଲାରି ଏଲିସନ। ଗତ ଗୁରୁବାର ୮୦ ବର୍ଷୀୟ ଏଲିସନଙ୍କ ସମ୍ପତ୍ତିରେ ହଠାତ ବୃଦ୍ଧି!-->…
ଇସ୍ରାଏଲ ଆକ୍ରମଣ ବନ୍ଦ କଲେ ଆମେ ବନ୍ଦ କରିବୁ : ଇରାନ
ତେହେରାନ: ଇସ୍ରାଏଲର ଇରାନ ଉପରେ ଆକ୍ରମଣ ପରଠାରୁ, ଉଭୟ ଦେଶ ପରସ୍ପର ଉପରେ ଲଗାତାର ଆକ୍ରମଣ କରିଆସୁଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଇରାନକୁ ଧମକ ଦେଇଛନ୍ତି ଯେ ଯଦି ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ କରାଯାଏ, ତେବେ ଆମର ସେନା ଆକ୍ରମଣ କରିବ। ଏହି ସମୟରେ, ଇରାନ!-->…
ହର୍ମୁଜ୍ ପ୍ରଣାଳୀ ବନ୍ଦ କରିବାକୁ ଇରାନର ଧମକ: ଚୀନ୍-ଭାରତର ଚିନ୍ତା ବଢ଼ିଲା, ତେଲ ଦର ଆକାଶ ଛୁଆଁ ହେବା ଆଶଙ୍କା
ତେହେରାନ୍: ଇରାନୀ ଗଣମାଧ୍ୟମ ସାଂସଦ ଇସମାଇଲ କୋସାରିଙ୍କ ମନ୍ତବ୍ୟ ଅନୁସାରେ କହିଛି ଯେ, ଇରାନ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବା ବିଷୟରେ ବିଚାର କରୁଛି। ଇରାନ ପୂର୍ବରୁ ଏହି ରାସ୍ତାକୁ ବନ୍ଦ କରିବାକୁ ଧମକ ଦେଇସାରିଛି। ଇସ୍ରାଏଲ ସହିତ ଉତ୍ତେଜନା ବୃଦ୍ଧି ପାଇଲେ ଇରାନ ଏହା କରିବ ବୋଲି!-->…