Browsing Category

ବିଦେଶ

ରହସ୍ୟଜନକ ଭାବେ ‘ଜିହାଦୀ ଗୁରୁ’ର ମୃତ୍ୟୁ…

ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାର ସଦସ୍ୟ ତଥା ଜିହାଦୀ ଗୁରୁ ଭାବେ ପରିଚିତ ଅବଦୁଲ୍ଲା ଶାହୀନ ପ୍ରାଣ ହରାଇଛି। ପାକିସ୍ତାନର କସୌର ଠାରେ ବେଶ ରହସ୍ୟଜନକ ଭାବେ ଗୋଟିଏ ଗାଡ଼ି ଧକ୍କାରେ ତା’ର ମୃତ୍ୟୁ ଘଟିଛି। ଗୋଟିଏ ଅଜଣା ଗାଡ଼ି ଅବଦୁଲ୍ଲାକୁ ଏତେ…

ମୁକ୍ତ ହେବେ ଫ୍ରାନ୍ସରେ ଫସିଥିବା ୩୦୦ ଭାରତୀୟ

ଫ୍ରାନ୍ସରେ ଫସିଥିବା ୩୦୦ ଭାରତୀୟ ଯାତ୍ରୀଙ୍କ ପାଇଁ ଖୁସି ଖବର। ଦୀର୍ଘ ତିନି ଦିନ ପରେ ଆଜିଠୁ ଆରମ୍ଭ ହେବ ଯାତ୍ରା। ଫ୍ରାନ୍ସରେ ମାନବ ଚୋରା ଚାଲାଣ ସନ୍ଦେହରେ ପ୍ୟାରିସ ନିକଟ ଏକ ବିମାନବନ୍ଦରରେ ତିନି ଦିନ ପାଇଁ ଅଟକି ରହିଥିବା ବିମାନଟି ସୋମବାର ବିମାନ ଉଡ଼ାଣ କରିବ…

ଗାଜାର ଏକ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଆକ୍ରମଣ, ୭୦ ମୃତ…

ଗାଜାରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି। ଇସ୍ରାଏଲ୍ ସେନା କ୍ରମାଗତ ଭାବରେ ହମାସ ଆତଙ୍କବାଦୀଙ୍କ ଉପରେ ବୋମା ମାଡ଼ କରୁଛି। ଏହି ସମୟରେ, ଶନିବାର ବିଳମ୍ବିତ ରାତିରେ ଗାଜା ଅଞ୍ଚଳର ଅଲ-ମଗାଜୀ ଶରଣାର୍ଥୀ ଶିବିରରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଏଥିରେ ୭୦ରୁ ଅଧିକ…

ପ୍ରାଗର ବିଶ୍ୱବିଦ୍ୟାଳୟରେ ଆଖିବୁଜା ଗୁଳିଚାଳନା; ୧୪ ମୃତ, ୨୫ ଆହତ

ଚେକ ରାଜଧାନୀ ପ୍ରାଗର ଏକ ବିଶ୍ୱବିଦ୍ୟାଳୟରେ ଆଖିବୁଜା ଗୁଳିଚାଳନା। ଏଥିରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଗତକାଲି ଅପରାହ୍ନରେ ଆକ୍ରମଣ ଘଟିଥିବା ଚେକ ପୁଲିସ୍ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଚେକ ପୁଲିସ ମହାନିର୍ଦ୍ଦେଶକ…

ଭାରତୀୟ ଯୁବତୀଙ୍କୁ ପାଉନି FBI, ଘୋଷଣା କଲା ୧୦ ହଜାର ଡଲାରର ପୁରସ୍କାର…

ନୂଆଦିଲ୍ଲୀ: ଦୀର୍ଘ ୪ ବର୍ଷ ହେଲା ଆମେରିକାର ନ୍ୟୁଜର୍ସିରୁ ନିଖୋଜ ହୋଇ ଯା଼ଇଥିବା ୨୯ ବର୍ଷୀୟ ଭାରତୀୟ ଯୁବତୀଙ୍କୁ ଖୋଜି ଖୋଜି ନିରାଶ ହୋଇଛି ଫେଡରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ବା ଏଫବିଆଇ। ଏବେ ଯୁବତୀଙ୍କ ସମ୍ପର୍କରେ ସୂଚନା ହାସଲ କରିବା ପାଇଁ ଏଫବିଆଇ ପକ୍ଷରୁ…

ଭାରତକୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ…

ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ତିକ୍ତତା ସମ୍ପର୍କରେ ସମସ୍ତଙ୍କୁ ଜଣା। କିନ୍ତୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଖୋଲାଖୋଲି ଭାବେ ପୁଣିଥରେ ଭାରତର ପ୍ରଶଂସା କରିଛନ୍ତି। ପଡ଼ୋଶୀ ଦେଶ ଚନ୍ଦ୍ରରେ ପହଞ୍ଚି ସାରିଲେଣି କିନ୍ତୁ ପାକିସ୍ତାନ ମାଟିରୁ ଉଠି…

ଦାଉଦଙ୍କୁ ଦିଆଯାଇନି ବିଷ, ହସ୍ପିଟାଲ ନୁହେଁ ଘରେ ଚାଲିଛି ଚିକିତ୍ସା…

ଭାରତର ମୋଷ୍ଟ ଓ୍ୱାଣ୍ଟେଡ ଡନ୍‌ ଦାଉଦ ଇବ୍ରାହିମ ଅସୁସ୍ଥ। ତାଙ୍କୁ ବିଷ ଦିଆଯାଇଥିବା ନେଇ ଖବର ସାମ୍ନାକୁ ଆସିଛି। ଏପରିକି ତାଙ୍କୁ ପାକିସ୍ତାନ କରାଚୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କଥା ସୂଚନା ମିଳିଥିଲା। ତେବେ ଏହି ଖବର ମିଥ୍ୟା ବୋଲି ଜଣାପଡିଛି। ଖୋଦ୍‌ ଦାଉଦଙ୍କ ଜଣେ ସମ୍ପର୍କୀୟ…

ବାଇଡେନଙ୍କ କାରକେଡକୁ ପିଟିଲା କାର୍‌; ବନ୍ଧା ହେଲେ ଡ୍ରାଇଭର…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କାରକେଡ ସହ ପିଟିହେଲା କାର୍‌ । ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆମେରିକା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ । ଗତକାଲି ଏହି ଘଟଣା ଘଟିଛି । ବାଇଡେନଙ୍କ କାରକେଡ ସହ ଦୁର୍ଘଟଣା ଘଟିଥିବା ଗାଡ଼ିଟି ଆମେରିକା ରାଷ୍ଟ୍ରପତିଙ୍କ…

ଇସ୍ରାଏଲ୍‌ ‘ଈଶ୍ବରଙ୍କ କ୍ରୋଧରୁ ନିସ୍ତାର ପାଇବ ନାହିଁ’ କହୁ କହୁ ସଂସଦରେ ଟଳିପ‌ଡ଼ିଲେ ତୁର୍କୀ ସାଂସଦ

ଅଙ୍କାରା: ମଙ୍ଗଳବାର ଦିନ ‘ଗ୍ରାଣ୍ଡ୍‌ ନ୍ୟାସ୍‌ନାଲ୍‌ ଆସେମ୍ବ୍‌ଲି’ରେ (ସଂସଦ) ଦେଉଥିବା ଭାଷଣ ଶେଷରେ ଇସ୍ରାଏଲ୍‌ ‘ଈଶ୍ବରଙ୍କ କ୍ରୋଧର ପରିଣାମ’ ଭୋଗିବ ବୋଲି କହିବା କ୍ଷଣି ସାଂସଦ ହସନ୍‌ ବିଟ୍‌ମେଜ୍‌ ଟଳିପଡ଼ିଥିବା କଥା ‘ବିବିସି’ ରିପୋର୍ଟ କରିଛି। ସଂସଦୀୟ…

ପୁଣି ଗାଜାରେ ବୋମା ମାଡ

କିଛି ଦିନର ଯୁଦ୍ଧ ବିରାମ ପରେ ପୁଣି ଇସ୍ରାଏଲ ଓ ହମାସ ମଧ୍ୟରେ ଘମାଘୋଟ ଲଢେଇ ଆରମ୍ଭ ହୋଇଯାଇଛି। ସୋମବାର ଇସ୍ରାଏଲ ଦକ୍ଷିଣ ଗାଜାର ମୁଖ୍ୟ ସହର ଉପରେ ଆଖିବୁଜା ବୋମା ମାଡ କରିଛି। ବନ୍ଧକ ଛାଡିବାର ଦାବି ପୂରଣ ନ ହେଲେ ଇସ୍ରାଏଲର କୌଣସି ବନ୍ଦୀ ଜୀବିତ ଫେରିବା…