Browsing Category

ବିଦେଶ

ଆମେରିକୀୟ ଡ୍ରୋନ୍‌ର ରାସ୍ତା ରୋକିଲା ରୁଷୀୟ ଜେଟ୍

ଦାମାସ୍କସ: ସିରିୟାରେ ରୁଷର ତିନିଟି ଫାଇଟର୍ ଜେଟ୍ ବୁଧବାର ଆମେରିକାର ତିନିଟି ଏମ୍‌କ୍ୟୁ-୯ ଡ୍ରୋନ୍‌ର ରାସ୍ତା ରୋକିଛନ୍ତି । ଆମେରିକୀୟ ବାୟୁସେନା ଅନୁସାରେ ଡ୍ରୋନ୍ ଆଗରେ ରୁଷ୍‌ର ସୁଖୋଇ-୩୫ ଫାଇଟର୍ ଜେଟ୍ ପାରାଶୁଟ୍‌ରୁ ଫ୍ଲେୟର୍ସ ମାଡ଼ କରିବା ଫଳରେ ଡ୍ରୋନ୍‌ର ଫ୍ରଣ୍ଟ୍ ଭ୍ୟୁ ବ୍ଲକ୍

ପ୍ରିଗୋଜିନଙ୍କ ହତ୍ୟା ଯୋଜନା କରିସାରିଛନ୍ତି ପୁଟିନ୍ !

କିବ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ୍ କରିବା ପରେ ବେସରକାରୀ ସେନା ଓ୍ଵାଗନରର ମୁଖ୍ୟ ୟେଭଗେନି ପ୍ରିଗୋଜିନଙ୍କ ଜୀବନ ପ୍ରତି ବିପଦ ମାଡ଼ିଆସୁଛି । ଏପରି ଦାବି କରିଛନ୍ତି ୟୁକ୍ରେନର ସାମିରକ ଗୁଇନ୍ଦା ମୁଖ୍ୟ ମେଜର ଜେନେରାଲ କିରିଲୋ ବୁଡାନୋଭ । ସେ

ମହିଳାମାନେ ଯାଇପାରିବେନି ବ୍ୟୁଟି ପାର୍ଲର : ତାଲିବାନର କଡ଼ା ନିର୍ଦ୍ଦେଶ

କାବୁଲ : ଆଫଗାନିସ୍ତାନରେ ତାଲିବାନ ସରକାର ଆସିବା ପରେ ମହିଳାମାନଙ୍କ ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ୁଛି । ବର୍ତ୍ତମାନ ସୁଦ୍ଧା ତାଲିବାନ ପକ୍ଷରୁ ମହିଳାମାନଙ୍କୁ କାମ କରିବା, ପଢ଼ିବା ଏବଂ ପୋଷାକ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇଥିଲା। କିନ୍ତୁ ଏବେ ମହିଳାଙ୍କୁ ବ୍ୟୁଟି ପାର୍ଲର

ଫ୍ରାନ୍ସରେ ଦଙ୍ଗା ସ୍ଥିତି ଅଣାୟତ୍ତ, ୪୫ ହଜାର ସୁରକ୍ଷାକର୍ମୀ ମୁତୟନ

ନିଃସର୍ତ୍ତ ଅଫିସ : ୟୁରୋପୀ ଦେଶ ଫ୍ରାନ୍ସରେ ୪ ଦିନ ହେଲା ବ୍ୟାପକ ହିଂସାକାଣ୍ଡ ଘଟିବାରେ ଲାଗିଛି। ଯୁବ ଦଙ୍ଗାକାରୀମାନେ ପୁଲିସ୍‌ ଅଧିକାରୀଙ୍କ ସହ ଲଢ଼େଇ କରିବା ସହ ସର୍ବସାଧାରଣ ସମ୍ପତ୍ତିକୁ ନଷ୍ଟ କରିବାରେ ଲାଗିଛନ୍ତି। ସେମାନେ ଆପଲ ରିଟେଲ ଷ୍ଟୋର ଠାରୁ ଆରମ୍ଭ କରି ବିଭିନ୍ନ

ଓବାମାଙ୍କ ବାସଭବନ ସମ୍ମୁଖରୁ ସନ୍ଦିଗ୍ଧ ଯୁବକ ଗିରଫ, ମିଳିଲା ବିପୁଳ ବିସ୍ଫୋରକ

ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ବାସଭବନ ନିକଟରୁ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଉଠାଇ ନେଇଛି ପୁଲିସ୍‌। ତାଙ୍କ କାରରୁ ବହୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଗିରଫ ହୋଇଥିବା ଯୁବକଙ୍କ ନାଁ, ଟେଲର ଟରଣ୍ଟୋ ବୋଲି ଜଣାଯାଇଛି।

ମର୍ମନ୍ତୁଦ ସିରିଜ୍‌ ଦୁର୍ଘଟଣା: ଟ୍ରକ୍‌ ଚକା ତଳେ ଗଲା ୪୮ ଜୀବନ, ୨୦ ଗୁରୁତର

ଶୁକ୍ରବାର ସନ୍ଧ୍ୟାରେ କେନିଆରେ ଏକ ଭୟଙ୍କର ସିରିଜ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ରାସ୍ତା ଉପରେ ଯାଉଥିବା ଗାଡ଼ିଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଚାପି ଦେଇଥିଲା। ଏହି ଦୁର୍ଘଟଣାରେ ୪୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର

ମୁଁହ ଖୋଲିଲେ ପୁଟିନ୍‌, କହିଲେ- ସବୁ ପଶ୍ଚିମ ଦେଶଙ୍କ ଚାଲ୍‌

ମସ୍କୋ : ରୁଷର ମିଲିଟାରୀ ଶାସନ ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଦେଖାଦେଇଥିବା ବିଦ୍ରୋହ ଥମିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ରାଷ୍ଟ୍ରପତି ପୁଟିନ । ଏହା ବିରୋଧୀଙ୍କ ଚାଲ୍‌ ବୋଲି ପୁଟିନ୍‌ କହିବା ସହ ଏଥିରେ କିନ୍ତୁ ସେମାନେ ସଫଳ ହୋଇ ପାରି ନ ଥିବା ବି କହିଛନ୍ତି।

ମୋଦିଙ୍କୁ ପ୍ରଶ୍ନ ପଚାରି ସାମ୍ବାଦିକ ହଟହଟା, ନିନ୍ଦା କଲା ହ୍ୱାଇଟ ହାଉସ୍‌

ନୂଆଦିଲ୍ଲୀ : ମୋଦିଙ୍କୁ ପ୍ରଶ୍ନ ପଚାରି ହଇରାଣ ହେଉଛନ୍ତି ସାମ୍ବାଦିକ । ତାଙ୍କୁ ଅନଲାଇନ୍‌ରେ ଭାରତରୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣି ଏହାକୁ ନିନ୍ଦା କରିଛି ହ୍ୱାଇଟ୍‌ ହାଉସ୍‌। ଏପରିକି ସାମ୍ବାଦିକଙ୍କ ପ୍ରତି ଏପରି ନିର୍ଯାତନା ଦିଆଯିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ମଧ୍ୟ

ରକ୍ତପାତ ଆଶଙ୍କାରେ ରୁଷ ବିଦ୍ରୋହୀଙ୍କ ୟୁ-ଟର୍ଣ୍ଣ, ମଧ୍ୟସ୍ଥି ସାଜିଲା ବେଲାରୁଷ

ମସ୍କୋ : ରୁଷର ମିଲିଟାରୀ ଶାସନ ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଘରୋଇ ମିଲିଟାରୀ ସଂସ୍ଥା ୱାଗନର ଏବେ ୟୁ-ଟର୍ଣ୍ଣ ନେଇଛି। ଏକଦା ରୁଷ ପାଇଁ ଲଢ଼େଇ କରୁଥିବା ୱାଗନର ଗ୍ରୁପର ଯୋଦ୍ଧାମାନେ ମସ୍କୋ ଦଖଲ ପାଇଁ ଶନିବାର ଠାରୁ ଅଭିଯାନ ଆରମ୍ଭ

ମୋଦି ଫେରିବା ପରେ ଏମିତି ଟ୍ୱିଟ କଲେ ବାଇଡେନ, ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଥମଥର ପାଇଁ ଆମେରିକାକୁ ରାଷ୍ଟ୍ରୀୟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଜିପ୍ଟ ଦେଇ ଆଜି ସ୍ୱଦେଶ ଫେରିଛନ୍ତି। ଆମେରିକା ଗସ୍ତ ସମୟରେ ସେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ହ୍ୱାଇଟ ହାଉସରେ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏଥିସହ ଦୁଇ ଦେଶ ମଧ୍ୟରେ ଏକାଧିକ