Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଫିଲିପାଇନ୍ସରେ ଭୂମିକମ୍ପ: ତୀବ୍ରତା ୭.୩, ସୁନାମି ଆର୍ଲଟ
ଫିଲିପାଇନ୍ସ: ଶୁକ୍ରବାର ସକାଳେ ଫିଲିପାଇନ୍ସରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୭.୩ ଥିଲା । କର୍ତ୍ତୃପକ୍ଷ ସୁନାମି ଚେତାବନୀ ଜାରି କରିଛନ୍ତି ଏବଂ ନାଗରିକମାନଙ୍କୁ ପରବର୍ତ୍ତୀ ଝଟକା ପାଇଁ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛନ୍ତି । ବର୍ତ୍ତମାନ, ଫିଲିପାଇନ୍ସରେ!-->…
ବ୍ରିଟେନରୁ ଭାରତ କିଣିବ ମଲଟିରୋଲ୍ କ୍ଷେପଣାସ୍ତ୍ର
ମୁମ୍ବାଇ : ଭାରତ ଓ ବ୍ରିଟେନ ମଧ୍ୟରେ ଏକ ୪୬୮ ନିୟୁତ ଡଲାର ବା ୩୮୮୪ କୋଟି ଟଙ୍କାର ଏକ ପ୍ରତିରକ୍ଷା ଡିଲ୍ ସ୍ବାକ୍ଷରିତ ହୋଇଛି । ଏହି ଡିଲ ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ହାଲକା ମଲ୍ଟିରୋଲ କ୍ଷେପଣାସ୍ତ୍ର ଯୋଗାଣ । ଏହି କ୍ଷେପଣାସ୍ତ୍ର ଆସିବା ପରେ ଭାରତୀୟ ସେନାର କ୍ଷମତା ବୃଦ୍ଧି ପାଇବ ।!-->…
ଜମ୍ମୁ କାଶ୍ମୀର ସୁରକ୍ଷା ସମୀକ୍ଷା କଲେ ଗୃହମନ୍ତ୍ରୀ ଅମିତ ଶାହ
ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ପ୍ରମୁଖ ସୁରକ୍ଷା ଅଧିକାରୀଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଗୁଇନ୍ଦା!-->…
ରିଙ୍କୁ ସିଂହଙ୍କୁ ଦାଉଦ ଗ୍ୟାଙ୍ଗ ପକ୍ଷରୁ ଧମକ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂହଙ୍କୁ ଅଣ୍ଡରୱାଲ୍ଡରୁ ଧମକ ମିଳିଛି । ସୂଚନା ଅନୁଯାୟୀ ରିଙ୍କୁ ସିଂହଙ୍କୁ ଏହି ଧମକ ଦାଉଦ ଗ୍ୟାଙ୍ଗ ଦ୍ୱାରା ଦିଆଯାଇଥିଲା । ଏହି ଘଟଣାରେ ପୁଲିସ କିଛି ବ୍ୟକ୍ତିବିଶେଷଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।
ଏହାକୁ ମିଶାଇ!-->!-->!-->…
ମମତା ସରକାରଙ୍କୁ ୨୪ ଘଣ୍ଟିଆ ମହଲତ: ଆଇନ ଶୃଙ୍ଖଳା ନ ସୁଧାରିଲେ ହେବ ସାମ୍ବିଧାନିକ କାର୍ଯ୍ୟାନୁଷ୍ଠାନ
କଲକାତା: ପଶ୍ଚିମବଙ୍ଗର ଜଳପାଇଗୁଡ଼ିରେ ବିଜେପି ସାଂସଦ ଖଗେନ ମୁର୍ମୁ ଏବଂ ବିଧାୟକ ଶଙ୍କର ଘୋଷଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି। କ୍ଷମତାସୀନ ତୃଣମୂଳ କଂଗ୍ରେସ ସମର୍ଥକମାନେ ଏହି ଆକ୍ରମଣ କରିଥିବାବେଳେ ବିଜେପି ଏହାକୁ ଗୁରୁତ୍ବର ସହ ଗ୍ରହଣ!-->…
ଚିରାଗ ଏନ୍ଡିଏ ଆସନ ବୁଝାମଣାରେ କଣ୍ଟା
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଶାସକ ଏନଡିଏ ଓ ବିରୋଧୀ ମହାମେଣ୍ଟ ଆସନ ବୁଝାମଣା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆସନ ବୁଝାମଣା ପ୍ରକ୍ରିୟା ଶେଷ ପରେ ମେଣ୍ଟର ଅଂଶୀଦାର ଦଳଗୁଡିକ ସେମାନଙ୍କର ପ୍ରାର୍ଥୀ ଘୋଷଣା ଆରମ୍ଭ କରିବେ। ଇତି ମଧ୍ୟରେ ଏନଡିଏ!-->…
ଶୋଇଥିବା ବେଳେ ସ୍ବାମୀ ଉପରେ ଗରମ ତେଲ ଢାଳିଲା ସ୍ତ୍ରୀ
ଦିଲ୍ଲୀ : ଦିଲ୍ଲୀର ମଦନଗିରିରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ୨୮ ବର୍ଷୀୟ ସ୍ବାମୀ ନିଜ ସ୍ତ୍ରୀ ଉପରେ କରିଛନ୍ତି ଅଭିଯୋଗ । ତାହା ହେଉଛି ଶୋଇଥିବା ସମୟରେ ସ୍ତ୍ରୀ ଫୁଟୁଥିବା ଗରମ ତେଲକୁ ତାଙ୍କ ଉପରେ ଢାଳିବା ସହ ଲଙ୍କା ଗୁଣ୍ଡ ଛିଞ୍ଚି ଦେଇଥିଲେ । ଏହା ସହ ତାଙ୍କ ସ୍ତ୍ରୀ ଧମକ!-->…
ନିର୍ବାଚନ ପୂର୍ବରୁ ତେଜସ୍ବୀଙ୍କ ବଡ଼ ଘୋଷଣା, ଦଳ ସରକାରକୁ ଆସିଲେ ପ୍ରତି ପରିବାରକୁ ମିଳିବ ସରକାରୀ ଚାକିରି
ବିହାର : ରାଷ୍ଟ୍ରୀୟ ଜନତା ଦଳ(RJD) ନେତା ତଥା ବିହାରର ପୂର୍ବ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ବିହାର ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି । ତେଜସ୍ବୀ କହିଛନ୍ତି, ଆମେ ସରକାରକୁ ଆସିବା ପରେ ପ୍ରତି ପରିବାରରେ ସରକାରୀ ଚାକିରି ଦେବୁ ।
ପାଟନାରେ ଏକ ପ୍ରେସ କନଫରେନ୍ସରେ!-->!-->!-->…
କୋଲଡ୍ରିଫ୍ କଫ ସିରପ୍ ମାମଲା: ଫାର୍ମା କମ୍ପାନୀ ମାଲିକ ଗିରଫ
ଭୋପାଳ : ମଧ୍ୟପ୍ରଦେଶରେ କଫ ସିରପ୍ ମାମଲାରେ ପୋଲିସକୁ ବଡ଼ ସଫଳତା । “କୋଲଡ୍ରିଫ୍” କଫ ସିରପ୍ ମାମଲାରେ ଧରାପଡିଛି କଫ୍ ସିରପ୍ କମ୍ପାନୀ ମାଲିକ । କଫ୍ ସିରପ୍ ନିର୍ମାତା କମ୍ପାନୀ ‘ଶ୍ରୀସନ୍ ମେଡିକାଲ୍ସ’ ମାଲିକକୁ ଗିରଫ କରିଛି ପୋଲିସ । ମାଲିକ ଜି. ରଙ୍ଗନାଥନଙ୍କୁ ଚେନ୍ନାଇରୁ ଗିରଫ!-->…
ଘରୋଇ ବିଦ୍ୟୁତ ପ୍ଲାଣ୍ଟରେ ଖସିପଡିଲା ଲିଫ୍ଟ : ୪ଜଣଙ୍କ ମୃତ୍ୟୁ
ଛତିଶଗଡ: ଛତିଶଗଡରେ ଏକ ବଡ ଅଘଟଣ ଘଟିଛି । ଶକ୍ତି ଜିଲାରେ ଥିବା ଏକ ଘରୋଇ ବିଦ୍ୟୁତ ପ୍ଲାଣ୍ଟରେ ଲିଫ୍ଟ ଖସିପଡିବାରୁ ୪ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୬ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୁଲିସ ସୂଚନା ଅନୁସାରେ ଉଚ୍ଛପିଣ୍ଡା ଗ୍ରାମର ଡାଭରା ଅଞ୍ଚଳରେ ଥିବା ଆରକେଏମ!-->…