Browsing Category

ଦେଶ

ପ୍ରବଳ ବର୍ଷାରେ ଭିଜିଲା ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ : ଅସହ୍ୟ ଗରମରୁ ଶନିବାର ଅପରାହ୍ନରେ ଆଶ୍ୱସ୍ତି ପାଇଲେ ଦିଲ୍ଲୀ ସମେତ ଏନସିଆରବାସୀ । ସକାଳରୁ ଅସହ୍ୟ ଗରମ ଅନୁଭୂତ ହୋଇଥିବା ବେଳେ ହଠାତ୍ ଅପରାହ୍ନରେ ଆକାଶରେ କଳା ମେଘ ଘୋଡ଼ାଇ ହୋଇଗଲା। ଏହା ପରେ ଅନେକ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି । ଦିଲ୍ଲୀ, ନୋଏଡା, ଗାଜିଆବାଦ ଏବଂ

କୋଲକାତା ‘ଲ’ କଲେଜ ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ୪ ଗିରଫ: ଶନିବାର ସିକ୍ୟୁରିଟି ଗାର୍ଡକୁ ଧରିଲା ପୁଲିସ

କୋଲକାତା: ପଶ୍ଚିମବଙ୍ଗ ଦକ୍ଷିଣ କୋଲକାତା ‘ଲ’ କଲେଜ ପରିସରରେ ଜଣେ ପ୍ରଥମ ବର୍ଷର ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଶନିବାର କୋଲକାତା ପୋଲିସ କଲେଜର ଜଣେ ସୁରକ୍ଷା କର୍ମୀଙ୍କୁ ଗିରଫ କରିଛି। ଏହି ମାମଲାରେ ଏହା ଚତୁର୍ଥ ଗିରଫ। ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ପୁଲିସ ତିନି

ବିଳମ୍ବରେ ମହାପ୍ରଭୁଙ୍କ ରଥଟଣା: ମନ୍ତ୍ରୀ କହିଲେ, ‘କାଳିଆର ଇଚ୍ଛା’

ପୁରୀ: ସମୟ ଭିତରେ ଗଡିପାରିଲାନି ମହାପ୍ରଭୁଙ୍କ ରଥ । ବିଳମ୍ବ ହେଲା । ସନ୍ଧ୍ୟା ପରେ ଗଡିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ । ରାତି ପ୍ରାୟ ୭ଟା ୪୫ ମିନିଟରେ ନନ୍ଦିଘୋଷ ରଥକୁ ଟିକିଏ ଗଡାଯାଇ ଗତକାଲି ରଥଟଣାକୁ ସ୍ଥଗିତ ରଖରାଯାଇଥିଲା । ସିଂହଦ୍ବାରରେ ଅରୁଣ ସ୍ତମ୍ଭ ଠାରୁ ମାତ୍ର ଟିକିଏ

ବଲିଉଡ ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ଦେହାନ୍ତ

ବଲିଉଡ ଅଭିନେତ୍ରୀ ତଥା ମଡେଲ ଶେଫାଳୀ ଜରିୱାଲାଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ବିଳମ୍ବିତ ରାତିରେ ନିଜ ଘରେ ଥିବା ବେଳେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କ ସ୍ୱାମୀ ପରାମ ତ୍ୟାଗୀ ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଚିକିତ୍ସା ଆରମ୍ଭ କରିବା

ଇରାନକୁ ୩୦ ବିଲିୟନ ଡଲାର ଦେବ ଆମେରିକା

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱର ବଦଳି ଯାଇଛି। ଟ୍ରମ୍ପ ପ୍ରଶାସନର ଉଚ୍ଚ ପଦାଧିକାରୀ ଏବଂ ସୂତ୍ର ସୂଚନା ଦେଇଛନ୍ତି ଯେ ଆମେରିକା ଇରାନର ବେସାମରିକ ଶକ୍ତି ପରମାଣୁ କାର୍ଯ୍ୟକ୍ରମ ପାଇଁ ୨୦ ରୁ ୩୦ ବିଲିୟନ ଡଲାର

ଗାନ୍ଧୀନଗର ଅଦାଲଜ ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁଙ୍କ ରଥ ଆନନ୍ଦରେ ଟାଣିଲେ ଶ୍ରଦ୍ଧାଳୁ

ଗାନ୍ଧୀନଗର: ଗୁଜରାଟର ଗାନ୍ଧୀନଗରର ଅଦାଲଜର ଶନି ମନ୍ଦିର ନିକଟରେ ଥିବା ଜେସିଏଆରସି(ଶ୍ରୀ ଜଗନ୍ନାଥ ସାଂସ୍କୃତିକ ଏକାଡେମୀ ଏବଂ ଗବେଷଣା କେନ୍ଦ୍ର) ଓଡ଼ିଶା ଏବଂ ଗୁଜରାଟ ମଧ୍ୟରେ ଏକ ସାଂସ୍କୃତିକ ସେତୁ ଭାବରେ କାର୍ଯ୍ୟ କରୁଛି। ଆଜି ଏଠାରେ ହର୍ଷୋଲ୍ଲାସର ସହିତ ରଥଯାତ୍ରାର ଆୟୋଜନ

ଖୁବଶୀଘ୍ର ହୋଇପାରେ ବିଜେପି ରାଷ୍ଟ୍ରୀୟ ସଭାପତି ନିର୍ବାଚନ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ସଭାପତି ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢିଛି | ଦଳ ଆଜି ତିନୋଟି ରାଜ୍ୟରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଘୋଷଣା କରିଛି। ଏପର୍ଯ୍ୟନ୍ତ, ବିଜେପି ୧୪ଟି ରାଜ୍ୟରେ ଏହାର ରାଜ୍ୟ ସଭାପତିଙ୍କ ନାମ ଘୋଷଣା କରିଛି। ଯେତେବେଳେ

ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ଗୁଜରାଟ ହାଇକୋର୍ଟରୁ ଆଶ୍ଵସ୍ତି

ଅହମଦାବାଦ: ୨୦୧୩ରେ ପଞ୍ଜିକୃତ ଦୁଷ୍କର୍ମ ମାମଲାରେ ଗୁଜରାଟ ହାଇକୋର୍ଟ ଆଶାରାମଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ହାଇକୋର୍ଟ ତାଙ୍କ ଅସ୍ଥାୟୀ ଜାମିନକୁ ଜୁଲାଇ ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ମାମଲାରେ ଆଶାରାମ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ସେ ଚିକିତ୍ସା ଆଧାରରେ ଜାମିନରେ

ଅହମ୍ମଦାବାଦ ବିମାନ ଦୁର୍ଘଟଣା: ବ୍ଲାକ୍‌ ବକ୍ସରୁ ମିଳିଲା ଡାଟା

ଅହମ୍ମଦାବାଦ,୨୬ା୬: ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଏବଂ ୨୭୪ ଜଣଙ୍କ ମୃତ୍ୟୁ ହେବାର ପ୍ରାୟ ୧୫ ଦିନ ପରେ ସରକାର ଗୁରୁବାର ଘୋଷଣା କରିଛନ୍ତି ଯେ, ବିମାନର ଆଗ ବ୍ଲାକ୍‌ ବକ୍ସରୁ ଗୁରୁତ୍ୱପୂର୍ଣ୍ଣ ଉଡ଼ାଣ ତଥ୍ୟ ସଫଳତାର ସହ ଉଦ୍ଧାର କରାଯାଇଛି। ଗତକାଲି

ଶିରଡ଼ି ସାଇବାବା ମନ୍ଦିର ଦର୍ଶନ ପାଇଁ ନୂଆ ନିୟମ

ଶିରଡି : ମହାରାଷ୍ଟ୍ରର ଶିରିଡିରେ ଥିବା ସାଇ ବାବାଙ୍କ ଦରବାରରେ ବର୍ଷତମାମ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ। ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଥାନ୍ତି ସାଧାରଣ ଭକ୍ତ ଓ ଭିଆଇପି ଭକ୍ତ । ତେବେ ଅନେକ ସମୟରେ ଭିଆଇପି ଓ ଭିଭିଆଇପି ଭକ୍ତଙ୍କ ପାଇଁ ସାଧାରଣ ଲୋକମାନେ କିଛିଟା ସମସ୍ୟାର ସମ୍ମୁଖୀନ