Browsing Category

ଦେଶ

ପ୍ରଥମ ବନ୍ଦେ ଭାରତ ସ୍ଲିପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

କଲକାତା: ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ପଶ୍ଚିମବଙ୍ଗର ମାଲଦାରେ, ପ୍ରଧାନମନ୍ତ୍ରୀ ମୋଦୀ ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଉଦଘାଟନ କରିଛନ୍ତି । ହାୱଡ଼ା ଏବଂ ଗୌହାଟି ମଧ୍ୟରେ ଚାଲିବାକୁ ଥିବା ଟ୍ରେନକୁ…

ଗ୍ରୀନଲାଣ୍ଡ ଉପରେ ଆମେରିକା ପ୍ରଭୁତ୍ୱକୁ ଅସ୍ୱୀକାର କଲେ ଲାଗିବ ଟାରିଫ୍‌: ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ବିଶ୍ୱକୁ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି । ଏଥର, ଏହି ଧମକ ୟୁରୋପୀୟ ଦେଶଗୁଡ଼ିକ ପ୍ରତି ନିର୍ଦ୍ଦେଶିତ, କାରଣ ଗ୍ରୀନଲାଣ୍ଡକୁ ନେଇ ସେମାନଙ୍କ ସହିତ ଉତ୍ତେଜନା ବୃଦ୍ଧି ପାଇଛି। ରାଷ୍ଟ୍ରପତି ଟ୍ରମ୍ପ ଗ୍ରୀନଲାଣ୍ଡକୁ ମିଶାଇ…

ଏକ୍ସପ୍ରେସୱେରେ ଦୁର୍ଘଟଣା; ୩ ଶ୍ରମିକ ମୃତ, ୭ ଆହତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲାର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି । ଘନ କୁହୁଡ଼ି କାରଣରୁ ଏପରି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ପାଇ…

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆତଙ୍କୀ ଆକ୍ରମଣ ଆଶଙ୍କା, ସାରା ଦେଶରେ ହାଇ-ଆଲର୍ଟ

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ହାଇ ଆଲର୍ଟ ଜାରି । ସାଧାରଣତନ୍ତ୍ର ଦିବସରେ ଖଲିସ୍ତାନୀ ଏବଂ ବାଂଲାଦେଶୀ ଆତଙ୍କବାଦୀ ଗୋଷ୍ଠୀ ବଡ଼ ଯୋଜନା କରୁଥିବା ନେଇ ଗୁଇନ୍ଦା ସୂଚନା ଆଧାରରେ ଆଲର୍ଟ ଜାରି ହୋଇଛି । ଦିଲ୍ଲୀ ସମେତ ଦେଶର ପ୍ରମୁଖ ସହର…

ବଲିଉଡ ଗାୟକ ବି ପ୍ରାକଙ୍କୁ ଧମକ; ୧୦ କୋଟି ଦାବି କଲା ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ

ନୂଆଦିଲ୍ଲୀ : ବଲିଉଡର ଲୋକପ୍ରିୟ ଗାୟକ ବି ପ୍ରାକଙ୍କୁ ଧମକ । ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଗାୟକଙ୍କୁ ୧୦ କୋଟି ଟଙ୍କା ମାଗି ଧମକ ଦେଇଛି । ବି ପ୍ରାକଙ୍କୁ ମେସେଜ କରି ଟଙ୍କା ପଠାଇବାକୁ କହିଛି ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ । ଗୋଟିଏ ସପ୍ତାହ ମଧ୍ୟରେ ଟଙ୍କା ଦେବାକୁ ଦାବି କରାଯାଇଛି ।…

ବାଂଲାଦେଶରେ ଗାଡ଼ି ଚଢାଇ ହିନ୍ଦୁ ଯୁବକଙ୍କୁ ହତ୍ୟା

ଢାକା : ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା । ବିଏନପି ପାର୍ଟିର ଜଣେ ନେତା ହିନ୍ଦୁ ଯୁବକଙ୍କ ଉପରେ ଜାଣିଶୁଣି ଗାଡ଼ି ଚଢାଇ ହତ୍ୟା କରିଥିବା ଜଣାପଡିଛି । ଘଟଣା ରାଜାବାଡୀ ଜିଲ୍ଲା ସଦର ଉପଜିଲ୍ଲାରେ ଘଟିଛି । ଏଠାକାର ଏକ ପେଟ୍ରୋଲ ପମ୍ପରେ କାମ କରୁଥିବା ହିନ୍ଦୁ ଯୁବକକୁ…

BMC ନିର୍ବାଚନ: ବିଜେପି-ଶିବସେନା ମେଣ୍ଟର ଐତିହାସିକ ବିଜୟ

ମୁମ୍ବାଇ: ବୃହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (BMC) ନିର୍ବାଚନରେ ମହାୟୁତି ମେଣ୍ଟ ଏକ ବଡ଼ ବିଜୟ ହାସଲ କରି ଇତିହାସ ସୃଷ୍ଟି କରିଛି। ଏହା ଏସିଆର ସବୁଠାରୁ ଧନୀ ମ୍ୟୁନିସିପାଲ ସଂସ୍ଥା ଉପରେ ଠାକରେ ପରିବାରର ଦୀର୍ଘକାଳୀନ ପ୍ରାଧାନ୍ୟକୁ ସମାପ୍ତ କରିଛି। ଏବେ, ଦୀର୍ଘ ସମୟ ପରେ,…

ଇଣ୍ଡିଗୋ ବିମାନ ବିଭ୍ରାଟ ଘଟଣା : ଯାତ୍ରୀଙ୍କୁ ମିଳିବ ୧୦ ହଜାର ଟଙ୍କାର ଭାଉଚର

ନୂଆଦିଲ୍ଲୀ : ଯାତ୍ରୀଙ୍କୁ ଇଣ୍ଡିଗୋ ଏୟାରଲାଇନ୍ସ ଦେବ କ୍ଷତିପୂରଣ । ଇଣ୍ଡିଗୋକୁ ନିର୍ଦ୍ଦେଶ ଦେଇଛି ଡିଜିସିଏ । ଡିସେମ୍ବର ୨୦୨୫ ପ୍ରାରମ୍ଭରେ ଇଣ୍ଡିଗୋ ଏୟାରଲାଇନ୍ସ କିଛି ପରିଚାଳନାଗତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଅନେକ ଉଡ଼ାଣ ବାତିଲ ହୋଇଥିଲା ଏବଂ ଅନେକ ଘଣ୍ଟା ଘଣ୍ଟା ବିଳମ୍ବ…

ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ଇରାକ ଆତଙ୍କବାଦୀଙ୍କୁ ଭଡ଼ାରେ ଆଣିଲା ଇରାନ

ତେହେରାନ: ଇରାନର ଚାଲିଥିବା ଜନସାଧାରଣଙ୍କ ବିକ୍ଷୋଭ ଦିନକୁ ଦିନ ଉଗ୍ରରୂପ ଧାରଣ କରୁଥିବାବେଳେ ସ୍ଥିତି ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ଇରାନ ସରକାର ସେନାକୁ ନିୟୋଜିତ କରିଛନ୍ତି। ସେନା କାର୍ଯ୍ୟାନୁଷ୍ଠାନରେ ତିନି ହଜାରରୁ ଅଧିକ ଲୋକ ପ୍ରାଣ…