Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପ୍ରତାପ ଷଡ଼ଙ୍ଗୀଙ୍କୁ ଅଭିନୟ ପାଇଁ ଅସ୍କାର ମିଳିବା ଦରକାର କହିଲେ ଜୟା ବଚ୍ଚନ…
ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନ ସଂସଦ ଧକ୍କା କାଣ୍ଡକୁ ନେଇ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରତାପ ଷଡ଼ଙ୍ଗୀଙ୍କ ସହ ମୁକେଶ ରାଜପୁତ ମଧ୍ୟ ଗତକାଲି ସଂସଦରେ ହୋଇଥିବା ଦଙ୍ଗାରେ ଆହତ ହୋଇଥିବା ଅଭିଯୋଗ ହୋଇଛି। ଉଭୟଙ୍କୁ ଲୋକସଭାର!-->…
ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ‘୧୯୮୪’ ବ୍ୟାଗ ଦେଲେ ବିଜେପି ସାଂସଦ ଅପରାଜିତା
ସଂସଦରେ ତୀବ୍ର ହୋଇଛି ବ୍ୟାଗ ରାଜନୀତି। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ନିକଟରେ ପାଲେଷ୍ଟାଇନ ଓ ବାଂଲାଦେଶ ଲେଖାଥିବା ବ୍ୟାଗ ଧରି ସଂସଦ ଆସିଥିଲେ। ପାଲେଷ୍ଟାଇନ ବ୍ୟାଗ ଧରି ସେ ସଂସଦ ଆସିଥିବାରୁ ବିଜେପି ତାଙ୍କୁ ସମାଲୋଚନା କରିଥିଲା। ଏହାର ଦିନକ ପରେ ବାଂଲାଦେଶରେ!-->…
ଆରଏସଏସ ମୁଖ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ : କିଛି ଲୋକଙ୍କୁ ଲାଗୁଛି ମନ୍ଦିର-ମସଜିଦ ବିବାଦ ଉଠାଇ ହିନ୍ଦୁଙ୍କ ନେତା…
ଭାରତର ବିଭିନ୍ନ ସ୍ଥାନରେ ରାମ ମନ୍ଦିର ଭଳି ବିବାଦ ସୃଷ୍ଟି କରି ହିନ୍ଦୁ ନେତା ବନିକୁ ଚେଷ୍ଟା କରୁଥିବା ଲୋକଙ୍କୁ ଧୂଲେଇ କରିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ। ଏବେ ବିଭିନ୍ନ ଅଞ୍ଚଳର ମସଜିଦ ତଳେ ମନ୍ଦିର ଥିବା ଦାବି କରି କିଛି ତଥାକଥିତ ହିନ୍ଦୁ ନେତା ସର୍ଭେ ପାଇଁ ଦାବି କରିବାରେ!-->…
ନାତିକୁ ପାଇବାକୁ ସୁପ୍ରିମକୋର୍ଟରେ ଅତୁଲ ସୁଭାଷଙ୍କ ମାଆ
ଯୁବ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାରେ ରହିଛି। ଏହାରି ଭିତରେ ଅତୁଲଙ୍କ ମାଆ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅତୁଲଙ୍କ ପୁଅ ତଥା ନିଜ ସାଢ଼େ ୪ ବର୍ଷର ନାତିର ରକ୍ଷଣାବେକ୍ଷଣ ଦାୟିତ୍ୱ ମାଗି ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ!-->…
ଆଖି ବୁଜିଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା
ଆଖି ବୁଜିଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଗୁରୁଗ୍ରାମସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଓମ୍ ପ୍ରକାଶ ଇଣ୍ଡିଆନ ନ୍ୟାସନାଲ ଲୋକଦଳର ଅଧ୍ୟକ୍ଷ ଥିବା ବେଳେ ୫ ଥର ହରିୟାଣାର!-->…
ଭୟଙ୍କର ଦୁର୍ଘଟଣା; ୯ ଜୀବନ୍ତ ଦଗ୍ଧ, ଜଳିଗଲା ୪୦ରୁ ଅଧିକ ଗାଡ଼ି
ରାଜସ୍ଥାନ ଜୟପୁର ଅଧୀନ ଭାନ୍କ୍ରୋଟାସ୍ଥିତ ଏକ ପେଟ୍ରୋଲ ପମ୍ପ ନିକଟରେ ଆଜି ଭୋରରୁ ଘଟିଛି ଭୟଙ୍କର ଦୁର୍ଘଟଣା। ଏକ ଏଲପିଜି ବୋଝେଇ ଟ୍ରକ୍ ଓ ଅନ୍ୟ ଏକ ସିଏନଜି ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ପରେ ଲାଗିଛି ଭୀଷଣ ନିଆଁ।
ଜାତୀୟ ରାଜପଥ ନିକଟ ପେଟ୍ରୋଲ ପମ୍ପ ସାମ୍ନାରେ!-->!-->!-->…
ପରସ୍ପର ବିରୋଧରେ ଥାନାରେ ପହଞ୍ଚିଲେ କଂଗ୍ରେସ ଓ ବିଜେପି
ସଂସଦ ବାହାରେ ବିଜେପି ଓ କଂଗ୍ରେସ ସାଂସଦଙ୍କ ମୁହାଁମୁହିଁ ସ୍ଥିତିକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଯୁଦ୍ଧ। ଉଭୟ ଦଳର ସାଂସଦଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଆରୋପ ପ୍ରତ୍ୟାରୋପ ଏବେ ଥାନାରେ ପହଞ୍ଚିଛି। ଉଭୟ ବିଜେପି ଓ କଂଗ୍ରେସ ଦଳର ସାଂସଦ ପରସ୍ପର ବିରୋଧରେ ଆକ୍ରମଣ ଓ ଦୁର୍ବ୍ୟବହାର!-->…
ରାହୁଲଙ୍କ ଆଚରଣ ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ: ବୈଜୟନ୍ତ ପଣ୍ଡା
ଭୁବନେଶ୍ବର: ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦ ସିଡ଼ିରୁ ପଡ଼ି ଆହତ ଘଟଣାକୁ ନେଇ ବିଜେପିର କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ସୋସିଆଲ ମଡିଆ ଏକ୍ସରେ କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଦାୟିତ୍ବହୀନ ତଥା ଅହଂକାରୀ ଆଚରଣକୁ ମୁଁ ଦୃଢ଼ ନିନ୍ଦା କରୁଛି।
ବିରୋଧୀଦଳର ନେତାଙ୍କ!-->!-->!-->…
ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଖାରଜ
ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯାଇଛି। ସମ୍ବିଧାନର ଧାରା ୬୭(ବି) ଅଧୀନରେ ବିରୋଧୀ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏହି ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ହେଲେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପୂର୍ବରୁ ୧୪ ଦିନିଆ ନୋଟିସ ଦିଆଯାଇନଥିବା ଓ!-->…
ବିନାଶ କାଳେ ବିପରୀତ ବୁଦ୍ଧି: ରୁଦ୍ର ପାଣି
ନୂଆଦିଲ୍ଲୀ/ଭୁବନେଶ୍ବର: ଆମ୍ବେଦକର ପ୍ରସଙ୍ଗରେ ସଂସଦ ଅଚଳ ହୋଇପଡ଼ିଛି। ଏପରିସ୍ଥଳେ ଗୁରୁବାର ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଉଭୟ ଦଳର ସଦସ୍ୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଠେଲାପେଲାରେ!-->…