Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଲୋକସଭାରେ ଆଗତ ପରେ ଜେପିସିକୁ ଗଲା ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍
ନୂଆଦିଲ୍ଲୀ: ଲୋକସଭାରେ 'ଏକ ଦେଶ ଏକ ନିର୍ବାଚନ' ବିଲ୍ ଆଗତ ହେବା ପାଇଁ ଭୋଟିଂ ହୋଇଛି। ବିଲ୍ ଆଗତ ସପକ୍ଷରେ ୨୬୯ ଭୋଟ୍ ପଡିଥିବାବେଳେ ବିରୋଧରେ ୧୯୮ ଭୋଟ୍ ପଡିଛି। ଏହା ପରେ ଏହି ବିଲ୍କୁ ଉଭୟ ଗୃହର ମିଳିତ କମିଟି(ଜେପିସି) ନିକଟକୁ ପଠାଯାଇଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ!-->!-->!-->…
ଆଇଏଏସ୍ ସଞ୍ଜୀବ ହଂସଙ୍କ ଅଡ଼ୁଆ ବଢ଼ିଲା, ୨୩ କୋଟିର ସମ୍ପତ୍ତି ଜବତ
ବିହାରର ଦୁର୍ନୀତିଗ୍ରସ୍ତ ଆଇଏଏସ୍ ଅଧିକାରୀ ସଞ୍ଜୀବ ହଂସଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ସଞ୍ଜୀବ ହଂସ ଏବେ ଗିରଫ ହୋଇ ଜେଲ୍ରେ ଥିବା ବେଳେ ଇଡି ତାଙ୍କ ସମ୍ପତ୍ତି ଜବତ କରିବାରେ ଲାଗିଛି। ଇଡି ପକ୍ଷରୁ ୩ଟି ସ୍ଥାନରେ ଥିବା ତାଙ୍କ ଜାଗା ଓ କୋଠା ଜବତ ହୋଇଥିବା ବେଳେ ଏହାର!-->…
ଏଣିକି ରୁଷ ଯିବାକୁ ଲାଗିବନି ଭିସା ! ଭାରତୀୟଙ୍କୁ ମିଳିପାରେ ଭିସା-ଫ୍ରି ଟ୍ରାଭେଲ୍ ସୁଯୋଗ
ଏଣିକି ରୁଷ ଯିବାକୁ ଲାଗିବନି ଭିସା । ଖୁବଶୀଘ୍ର ବିନା ଭିସାରେ ଯାଇ ହେବ ରୁଷିଆ। ଆସନ୍ତାବର୍ଷ ଠାରୁ ଭାରତୀୟ ନାଗରିକଙ୍କ ପାଇଁ ରୁଷକୁ ଭିସା-ଫ୍ରି ଟ୍ରାଭେଲ୍ ବା ବିନା ଭିସାରେ ଯାତ୍ରା ସୁବିଧା ମିଳିପାରେ। ଏନେଇ ଭାରତ ଓ ରୁଷ ମଧ୍ୟରେ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା!-->…
ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ମୋଦୀଙ୍କ ଆଲୋଚନା
ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରତିରକ୍ଷା ସହଯୋଗ ଚୁକ୍ତିକୁ ତ୍ୱରାନ୍ୱିତ କରିବା ପାଇଁ ସୋମବାର ସଂକଳ୍ପ ନିଆଯାଇଛି। ପାୱାର-ଗ୍ରିଡ୍ ସଂଯୋଗ ଏବଂ ମଲ୍ଟି-ପ୍ରଡକ୍ଟ ପେଟ୍ରୋଲିୟମ ପାଇପଲାଇନ ସ୍ଥାପନ କରି ଶକ୍ତି ସମ୍ପର୍କକୁ ସୁଦୃଢ଼ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ!-->…
ପ୍ରଦୂଷଣ ପୂରା ଭାରତର ସମସ୍ୟା: ପ୍ରଦୂଷିତ ସହରଗୁଡ଼ିକର ତାଲିକା ମାଗିଲେ ସୁପ୍ରିମକୋର୍ଟ
ପ୍ରଦୂଷଣ ପୂରା ଭାରତର ସମସ୍ୟା ବୋଲି ମତ ରଖି ସୁପ୍ରିମକୋର୍ଟ ସୋମବାର ସରକାରଙ୍କୁ ଅଧିକ ପ୍ରଦୂଷିତ ସହରଗୁଡ଼ିକର ତାଲିକା ଦାଖଲ କରିବାକୁ କହିଛନ୍ତି। ଏହାଦ୍ୱାରା ଦିଲ୍ଲୀ-ଏନସିଆରରେ ବାୟୁର ଗୁଣବତ୍ତାକୁ ଯାଞ୍ଚ କରିବା ସହ ଏଥିରେ ସୁଧାର ଆଣିବା ପାଇଁ ଗଠନ ହୋଇଥିବା ବାୟୁ ଗୁଣବତ୍ତା ପରିଚାଳନା!-->…
ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ଧରି ସଂସଦରେ ପହଞ୍ଚିଲେ ପ୍ରିୟଙ୍କା
କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ପାଲେଷ୍ଟାଇନ ଲେଖାଥିବା ଗୋଟିଏ ବ୍ୟାଗ ଧରି ସଂସଦରେ ପହଞ୍ଚିବାରୁ ଏହା ଉପରେ ପ୍ରଶ୍ନ ଉଠାଇଛି ବିଜେପି। ବ୍ୟାଗରେ ପାଲେଷ୍ଟାଇନର ଚିହ୍ନ ରହିବା ସହ ତରଭୁଜର ଚିତ୍ର ରହିଛି। ତରଭୁଜକୁ ସବୁବେଳେ ପାଲେଷ୍ଟାଇନ ସହ ସହାନୁଭୂତି ପାଇଁ ବ୍ୟବହାର କରାଯାଏ।
!-->!-->…
ପ୍ରଦୂଷଣ ସ୍ଥିତି ଭୟଙ୍କର: ରାଜଧାନୀରେ ଲାଗିଲା GRAP-III
ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ପୁଣି ଭୟଙ୍କର ହୋଇଛି। ସ୍ଥିତିକୁ ଦେଖି ଏୟାର କ୍ୱାଲିଟୀ ମ୍ୟାନେଜମେଣ୍ଟ କମିଶନ(CAQM) ପୁଣିଥରେ ଦିଲ୍ଲୀରେ GRAP-III ଲାଗୁ କରିଛନ୍ତି। ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଏପରି ବ୍ୟବସ୍ଥା ଲାଗୁ କରାଯାଇଛି।
ଦିଲ୍ଲୀରେ ଆଜି!-->!-->!-->…
ପରଲୋକରେ ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନ
ନୂଆଦିଲ୍ଲୀ: ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ ହୋଇଯାଇଛି। ପରିବାର ଲୋକେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଭାରତୀୟ ସମୟ ଅନୁସାରେ ସୋମବାର ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। କିଛିଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ୍!-->…
ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ, ନେହରୁଙ୍କ ଚିଠି ଫେରସ୍ତ ମାଗିଲା
ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ବହୁ ଚିଠି ଏବେ କଂଗ୍ରେସ ପାଖରେ ଅଛି। ଉକ୍ତ ଚିଠିଗୁଡ଼ିକ ଖୁବ୍ ଐତିହାସିକ ଗୁରୁତ୍ୱ ବହନ କରୁଥିବା ବେଳେ ପ୍ରାୟ ୧୬ ବର୍ଷ ହେଲାଣି କଂଗ୍ରେସ ତାହାକୁ ଫେରାଇବା ନାଁ ଧରୁନି। । ତେଣୁ ସମସ୍ତ ଚିଠିଗୁଡ଼ିକୁ ଫେରସ୍ତ କରିବାକୁ କଂଗ୍ରେସ ନେତା!-->…
ସତ୍ୟେନ୍ଦ୍ର ଜୈନଙ୍କ ଆବେଦନ, ବାଂସୁରୀ ସ୍ୱରାଜଙ୍କୁ କୋର୍ଟଙ୍କ ମାନହାନି ନୋଟିସ୍, ଡିସେମ୍ବର ୨୦ରେ ହେବେ ହାଜର
ବିଜେପି ସାଂସଦ ବାଂସୁରୀ ସ୍ୱରାଜଙ୍କୁ ନୋଟିସ୍ । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କୁ ଅପରାଧିକ ମାନହାନି ନୋଟିସ ଜାରି କରିଛନ୍ତି । ବାଂସୁରୀଙ୍କ ବିରୋଧରେ ଆମ୍ ଆଦମୀ ପାର୍ଟି ନେତା, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସତ୍ୟେନ୍ଦ୍ର ଜୈନ ଏହି ଆବେଦନ ଦାଖଲ କରିଥିଲେ । ଏହାପରେ କୋର୍ଟ ଏହି!-->…