Browsing Category

ଦେଶ

ଆସିଲା ମହାରାଷ୍ଟ୍ର-ଝାଡ଼ଖଣ୍ଡ ଏକ୍‌ଜିଟ୍ ପୋଲ୍

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ଝାରଖଣ୍ଡର ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଶେଷ ହୋଇଛି। ଭୋଟ ଶେଷ ହେବା ମାତ୍ରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲ ରେଜଲ୍ଟ ମଧ୍ୟ ସାମ୍ନାକୁ ଆସିଛି। ବିଭିନ୍ନ ଏକଜିଟ ପୋଲର ଆକଳନ କହୁଛି ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ…

ଚାଲିଥିଲା ଭୋଟ, ବୁଥ ଭିତରେ ଚାଲିଗଲା ବିଧାୟକ ପ୍ରାର୍ଥୀଙ୍କ ଜୀବନ

ମହାରାଷ୍ଟ୍ରବାସୀ ଆଜି ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେଉଛନ୍ତି। ଭୋଟିଂ ସମୟ ମଧ୍ୟ ଶେଷ ହେବାକୁ ବସିଲାଣି। ହେଲେ ଶେଷ ସମୟରେ ଘଟିଛି ବଡ଼ ଅଘଟଣ। ବୁଥ ଭିତରେ ଭୋଟିଂ ଚାଲିଥିବା ବେଳେ ସେହିଠାରେ ଆଖି ବୁଜିଛନ୍ତି ଜଣେ ବିଧାୟକ ପ୍ରାର୍ଥୀ। ମହାରାଷ୍ଟ୍ରର ବୀଡ ଆସନରୁ ସ୍ୱାଧୀନ ପ୍ରାର୍ଥୀ…

ୟୁପି ଉପ ନିର୍ବାଚନ: ଭିଡିଓ ଭାଇରାଲ ପରେ ୭ ପୁଲିସ ଅଫିସରଙ୍କୁ ନିଲମ୍ବନ କଲେ ଇସିଆଇ

ଉତ୍ତର ପ୍ରଦେଶରେ ୯ଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ ବ୍ୟାପକ ଅନିୟମିତତା ଦେଖାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ୍‌ ନିର୍ଦ୍ଦିଷ୍ଟ ଭୋଟରଙ୍କୁ ଭୋଟଦାନରୁ ଦୂରେଇ ରଖିଥିବା ବେଳେ ସେମାନଙ୍କୁ ଭୟଭୀତ କରିବାର ଏକାଧିକ ଭିଡିଓ ସାମ୍ନାକୁ ଆସିଛି। ସେହିପରି କିଛି ସ୍ଥାନରେ…

ଉପ ନିର୍ବାଚନ: ବୁର୍ଖା ଭୋଟରଙ୍କୁ ନେଇ ପ୍ରଶ୍ନ ଉଠାଇଲା ବିଜେପି, ପୁଲିସର ଗୁମର ଖୋଲିଲା ସପା

ମହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ସହ ଆଜି ଉତ୍ତର ପ୍ରଦେଶର ୯ଟି ବିଧାନସଭା ଆସନରେ ଉପ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଛି। ତେବେ ଉପ ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ପୁଲିସ୍‌ ମନଇଚ୍ଛା ଲୋକଙ୍କ ପରିଚୟପତ୍ର ଯାଞ୍ଚ…

ଶାହଙ୍କ ପରେ କାନାଡା-ଆମେରିକା ଗୁପ୍ତଚର ଏଜେନ୍ସିର ଟାର୍ଗେଟରେ ପିଏମ ମୋଦୀ!

ଅଟୱା: ଖାଲିସ୍ତାନୀଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ କାନାଡା ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରଶ୍ନ ଉଠାଇଛି। ବ୍ରିଟିଶ କଲମ୍ବିଆରେ ଖାଲିସ୍ତାନୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ଏବଂ ଏହା ସହିତ ଜଡ଼ିତ ଅନ୍ୟାନ୍ୟ ଷଡ଼ଯନ୍ତ୍ର ବିଷୟରେ ନରେନ୍ଦ୍ର ମୋଦୀଙ୍କ ପାଖରେ…

ଦଶ ବର୍ଷ ମଧ୍ୟରେ ଭାରତ ୪୦ ନିୟୁତ ପରିବାରଙ୍କୁ ଆବାସ ସୁବିଧା ଦେଇଛି: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶିଖର ସମ୍ମିଳନୀରେ ‘ଦୀର୍ଘସ୍ଥାୟୀ ବିକାଶ ଓ ଇନ୍ଧନ ପରିବର୍ତ୍ତନ’ ପ୍ରସଙ୍ଗରେ ଉଦବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀରେ ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି କ୍ଷମତାକୁ ତିନି ଗୁଣ ଏବଂ ଶକ୍ତି…

ବିଜେପିକୁ ସମର୍ଥନ କରିବାରୁ ଦଳିତ ଯୁବତୀଙ୍କୁ ହତ୍ୟା!

ଉତ୍ତର ପ୍ରଦେଶରେ ଚାଲିଥିବା ବିଧାନସଭା ଉପନିର୍ବାଚନ ମଧ୍ୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ବସ୍ତା ଭିତରୁ ଜଣେ ଦଳିତ ଯୁବତୀଙ୍କ ଉଲଗ୍ନ ମୃତଦେହ ଜବତ କରାଯାଇଛି। ସମାଜବାଦୀ ପାର୍ଟିକୁ ଭୋଟ ଦେବାକୁ ରାଜି ନହେବାରୁ ଯୁବତୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଅଭିଯୋଗ ଆଣିଛି।…

ଭୋଟିଂ ବେଳେ ହଙ୍ଗାମା, ପୁଲିସ ଉପରକୁ ପଥରମାଡ଼

ଆଜି ମହାରାଷ୍ଟ୍ର ଓ ଝାରଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟିଂ। ଏଥିସହ ଉତ୍ତରପ୍ରଦେଶର ୯ଟି ବିଧାନସଭା ଆସନରେ ଉପନିର୍ବାଚନ ମଧ୍ୟ ହେଉଛି। ତେବେ ଏହି ଭୋଟିଂ ଭିତରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ପ୍ରବଳ ହଙ୍ଗାମା। ଅନେକ ସ୍ଥାନରେ ନକଲି ଭୋଟର ଆସି ଭୋଟ୍‌…

ଦିଲ୍ଲୀ ବାୟୁ ପ୍ରଦୂଷଣ: ଓ୍ୱାର୍କ ଫ୍ରମ୍‌ ହୋମ୍‌ ଲାଗୁ, ଅଫିସ୍‌ ଆସିବେ ୫୦% କର୍ମଚାରୀ…

ନୂଆଦିଲ୍ଲୀ : କଲବଲ କରୁଛି ପ୍ରଦୂଷଣ। ବିଷ ପାଲଟି ଗଲାଣି ବାୟୁ। ଧୂଳି ଓ ଧୂଆଁର ମୋଟା ଚାଦର ତଳେ ରାଜଧାନୀ ଦିଲ୍ଲୀ। ପ୍ରଦୂଷଣ ଲାଗି ଘରୁ ବାହାରିବା ହୋଇପଡିଛି ମୁସ୍‌କିଲ। ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି ସ୍ଥିତି। ବାୟରୁ ଗୁଣବତ୍ତା ୫୦୦ ପାର୍‌ କରିଛି। ଥଣ୍ଡା ଯେତିକି ବଢୁଛି ସେହି…

କୋର୍ଟଙ୍କ ବଡ଼ ରାୟ: ଶରୀରକୁ ନେଇ ସ୍ୱାମୀଙ୍କ ସମ୍ପର୍କୀୟ ଆକ୍ଷେପ କରିବା ଘରୋଇ ହିଂସା

ଶାଶୁ ଘର ଲୋକଙ୍କ ସମେତ ସ୍ୱାମୀଙ୍କ ସମ୍ପର୍କୀୟମାନେ ଯଦି ଜଣେ ମହିଳାଙ୍କ ଶରୀର ଓ ବେଶଭୂଷାକୁ ନେଇ ଆକ୍ଷେପ କରିବେ, ତା’ହେଲେ ଏହାକୁ ଘରୋଇ ହିଂସା ଭାବେ ବିବେଚନା କରାଯିବ। କେରଳ ହାଇକୋର୍ଟ ଏପରି ଏକ ରାୟ ଦେଇଛନ୍ତି। ଅନେକ ସମୟରେ ବୋହୂମାନଙ୍କୁ ତାଙ୍କ ଶାଶୁ ଘରେ ଶରୀର ଓ ଚାଲିଚଳନକୁ ନେଇ…