Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଇନଷ୍ଟା ରିଲ୍ସରେ ନାଚିଲେ ଡାକ୍ତରୀ ଛାତ୍ର; ୩୮ ଜଣ ଦଣ୍ଡିତ
ଦିନକୁ ଦିନ ରିଲ୍ସ ନିଶାରେ କବଳିତ ହେଉଛନ୍ତି ଯୁବପିଢି। ଏ ନିଶା ଏପରି ଘାରିଛି ଯେ, ସ୍ଥାନ-କାଳ-ପାତ୍ର କିଛି ମାନୁ ନାହାନ୍ତି। ଏହାରି ମଧ୍ୟରେ କିଛି ଡାକ୍ତରୀ ଛାତ୍ରଛାତ୍ରୀ ହସ୍ପିଟାଲ ଭିତରେ ଇନଷ୍ଟା ରିଲ୍ସରେ ନାଚିବାର ଭିଡିଓ ଭାଇରାଲ୍ ହେଉଛି।
ଡାକ୍ତରୀ ପୋଷାକ ସାଙ୍ଗକୁ!-->!-->!-->…
ଓଡ଼ିଆ ଭାଷାରେ ହେବ CAPF ପରୀକ୍ଷା
କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ବା ସେଣ୍ଟ୍ରାଲ ଆର୍ମଡ୍ ପୁଲିସ ଫୋର୍ସରେ କନଷ୍ଟେବଳ ଭର୍ତ୍ତି ପାଇଁ ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ହେବ ପରୀକ୍ଷା। ହିନ୍ଦୀ ଓ ଇଂରାଜୀ ସମେତ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଇପାରିବେ ଆଶାୟୀ। ଏଥିପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ!-->…
ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ କୃଷକ! ଦିଲ୍ଲୀରେ ହାଇ ଆଲର୍ଟ
ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଅଣ୍ଟା ଭିଡିଛନ୍ତି କୃଷକ। ପଞ୍ଜାବ ଓ ହରିୟାଣାର ପ୍ରାୟ ୨୩ କୃଷକ ସଂଙ୍ଗଠନ ଏମଏସପି ଉପରେ ଆଇନଗତ ଗ୍ୟାରେଣ୍ଟି ତଥା ଏମଏସ ସ୍ୱାମୀନାଥନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ଦାବି କରି ଆସନ୍ତା ୧୩ ତାରିଖରେ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି।!-->…
ଗାନ୍ଧୀ ପରିବାରର ଭାରତ ଯୋଡ଼ ଯାତ୍ରା କରିବାର ଅଧିକାର ନାହିଁ: ଅମିିତ ଶାହା
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦିନ ଦାବି କରିଛନ୍ତି କି, ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ୩୭୦ ଆସନରେ ବିଜୟୀ ହେବ । ଏହାସହ ଏନଡିଏକୁ ମୋଟ ୪୦୦ ରୁ ଅଧିକ ଆସନ ମିଳିବ । ତୃତୀୟ ଥର ପାଇଁ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର!-->…
ମୁଁ ବାବର, ଜିନ୍ନା କିମ୍ବା ଔରଙ୍ଗଜେବଙ୍କ ମୁଖପାତ୍ର କି ? ଓଓ୍ବେସି
ନୂଆଦିଲ୍ଲୀ: ସଂସଦରେ ଅନୁଷ୍ଠିତ ରାମ ମନ୍ଦିର ଆଲୋଚନାରେ ଅଂଶଗ୍ରହଣ କରି ଏଆଇଏମ୍ଆଇଏମ୍ ସଭାପତି ତଥା ଲୋକସଭା ସାଂସଦ ଅସଦୁଦ୍ଦିନ ଓୱେସି କହିଛନ୍ତି ଯେ ଦେଶର ମୁସଲମାନମାନଙ୍କୁ ବାରମ୍ବାର ଦେଶଭକ୍ତି ପ୍ରମାଣ କରିବାକୁ କୁହାଯାଏ। ମୁଁ ବାବର, ଜିନ୍ନା ନା ଔରଙ୍ଗଜେବଙ୍କ ମୁଖପାତ୍ର?ଗୃହରେ ନିଜର!-->…
କାର୍ଯ୍ୟବେଳେ ସହିଦ ହେଉଥିବା ଅଗ୍ନିବୀରଙ୍କ ପରିବାରକୁ ଅଧିକ ସୁବିଧା ଯୋଗାଇବାକୁ ସଂସଦୀୟ ସମିତିର ସୁପାରିଶ
ନୂଆଦିଲ୍ଲୀ: କାର୍ଯ୍ୟ କରୁଥିବା ସମୟରେ ସହିଦ ହେଉଥିବା ଅଗ୍ନିବୀର ପରିବାରକୁ ସାଧାରଣ ସୈନିକଙ୍କ ଭଳି ପେନସନ ଓ ଅନ୍ୟାନ୍ୟ ସୁବିଧା ମିଳିବା ଉଚିତ୍ । ସଂସଦୀୟ ସମିତି ତରଫରୁ ଏଭଳି ସୁପାରିସ କରାଯାଇଛି । ଏବେ ଥିବା ନିୟମ ମୁତାବକ କାର୍ଯ୍ୟବେଳେ ସହିଦ ହେଉଥିବା ଅଗ୍ନିବୀର ପରିବାରକୁ ସାଧାରଣ!-->…
ମେ ୯ ରେ ହୋଇଥିବା ଦଙ୍ଗା ସମ୍ପର୍କିତ ୧୨ଟି ମାମଲାରେ ଇମ୍ରାନଙ୍କୁ ଜାମିନ ପ୍ରଦାନ
ଲାହୋର: ପାକିସ୍ତାନରେ କିଏ ସରକାର ଗଢ଼ିବେ ତାହା ଏବେ କହିବା କଷ୍ଟକର। ଇମ୍ରାନ ଖାନ ଠାରୁ ନୱାଜ ସରିଫ ପର୍ଯ୍ୟନ୍ତ ସମସ୍ତେ ବିଜୟ ଦାବି କରୁଛନ୍ତି। ଏପର୍ଯ୍ୟନ୍ତ ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ। ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା କରିବାରେ ବିଳମ୍ବକୁ ନେଇ ପାକିସ୍ତାନର!-->…
୨୦୩୫ ସୁଦ୍ଧା ନିଜସ୍ବ ମହାକାଶ ଷ୍ଟେସନ ନିର୍ମାଣ କରିବ ଭାରତ
ବେଙ୍ଗାଲୁରୁ : ଆସନ୍ତା ୨୦୩୫ ସୁଦ୍ଧା ନିଜସ୍ବ ମହାକାଶ ଷ୍ଟେସନ ନିର୍ମାଣ କରିବ ଭାରତ । ଏ ଯୋଜନା ଉପରେ କାମ ଚାଲୁ ରହିଛି ବୋଲି ଇସ୍ରୋ ବୈଜ୍ଞାନିକ ତଥା ଚନ୍ଦ୍ରଯାନ-୩ର ପ୍ରକଳ୍ପ ନିର୍ଦ୍ଦେଶକ ପି.ବୀରମୁଥୁଭେଲ କହିଛନ୍ତି । ସେ କହିଛନ୍ତି ଯେ, ୨୦୪୦ ସୁଦ୍ଧା ଚନ୍ଦ୍ରରେ ମାନବ ଓହ୍ଲାଇବା!-->…
ମୋଦିଙ୍କ ନେତୃତ୍ୱ ବିନା ସମ୍ଭବ ନଥିଲା ରାମ ମନ୍ଦିର: ଅମିତ ଶାହ
ନୂଆଦିଲ୍ଲୀ : ଜାନୁଆରୀ ୨୨ ଥିଲା ସାରା ଦେଶ ପାଇଁ ଏକ ଐତିହାସିକ ଦିନ। ୧୦ ହଜାର ବର୍ଷ ଯାଏଁ ଏହି ଦିନଟି ଇତିହାସରେ ସୁବର୍ଣ୍ଣ ଅକ୍ଷରେ ଲିଖିତ ରହିବ। ଏହି ଦିନ ଏକ ଲମ୍ବା ସଂଘର୍ଷର ବିଜୟ ହୋଇଛି। ଏହି ଦିନ ହିଁ ସମସ୍ତ ରାମ ଭକ୍ତଙ୍କ ଆଶା ଓ ଆକାଂକ୍ଷା ପୂରଣ ହୋଇଥିଲା। ଯେଉଁମାନେ ରାମ ବିନା!-->…
ଫ୍ଲୋର ଟେଷ୍ଟ ପୂର୍ବରୁ ହଲଚଲ, ଜେଡିୟୁ ଭୋଜିରୁ ବିଧାୟକ ଗାଏବ୍
ପାଟନା : ବିହାରରେ ପୁଣିଥରେ ଆରମ୍ଭ ହୋଇଯାଇଛି ରାଜନୈତିକ ହଲଚଲ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ୧୨ ତାରିଖରେ ଫ୍ଲୋରଟେଷ୍ଟ ଦେବେ। ତେବେ ଏହା ପୂର୍ବରୁ ଉଭୟ ଏନଡିଏ ଏବଂ ଗ୍ରାଣ୍ଡ ଆଲାଇନ୍ସ ନିଜ ନିଜ ବିଧାୟକଙ୍କୁ ଏକଜୁଟ ରଖିବା ପାଇଁ ଉଦ୍ୟମ କରୁଛନ୍ତି। ଏହାରି ଭିତରେ ଜେଡିୟୁ ପକ୍ଷରୁ!-->…