Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପିସିସି ଅଫିସରେ ପିଟାପିଟି ହେଲେ ନେତା, ବର୍ଷିଲା ଲାତ-ଗୋଇଠା
ଥମୁନି କଂଗ୍ରେସର ଅନ୍ତଃକନ୍ଦଳ। ଏବେ ଦାଣ୍ଡରେ ପଡି ହାଟରେ ବିକ୍ରି ହେଲାଣି କଂଗ୍ରେସର ଭିତିରିଆ ଲଢ଼େଇ। ସର୍ବ ସମ୍ମୁଖରେ ପିଟାପିଟି ହେଉଛନ୍ତି ନେତା। କେବଳ ସେତିକି ନୁହେଁ ପିସିସି ଅଫିସରେ ଚୌକି ମଧ୍ୟ ଫିଙ୍ଗାଫିଙ୍ଗି ହୋଇଛନ୍ତି। ପରସ୍ପରକୁ ଅସଭ୍ୟା ଭାଷାରେ ଗାଳିଗୁଲଜ କରିବା ସହ!-->…
୧୪୬ ସାଂସଦଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ
ଜାନୁଆରୀ ୩୧ ତଥା ବୁଧବାର ଠାରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ। ତେବେ ଏହି ଅଧିବେଶନ ପୂର୍ବରୁ ସମସ୍ତ ସାଂସଦଙ୍କ ନିଲମ୍ବନ ରଦ୍ଦ ହୋଇଛି। ଏନେଇ ସଂସଦୀୟ ବ୍ୟପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି।
ଶୀତ ଅଧିବେଶନ ବେଳେ ଉଭୟ ଲୋକସଭା ଓ ରାଜ୍ୟସଭାରୁ ୧୪୬ ଜଣ ସାଂସଦଙ୍କୁ!-->!-->!-->…
୪୦ ଘଣ୍ଟା ପରେ ପ୍ରକଟ ହେଲେ ସୋରେନ୍
ଦିଲ୍ଲୀରୁ ଗାଏବ ହୋଇଥିବା ଝଡଖଣ୍ଡ ମୁଖ୍ୟମନ୍ତ୍ରୀ ଶେଷରେ ରାଞ୍ଚିରେ ପ୍ରକଟ ହୋଇଛନ୍ତି। ଇଡି ସହ ଦୀର୍ଘ ୪୦ ଘଣ୍ଟାର ଲୁଚକାଳି ଖେଳ ପରେ ଦେଖା ଦେଇଛନ୍ତି ହେମନ୍ତ ସୋରେନ୍। ରବିବାର ଠାରୁ ଗାଏବ ଥିବା ସୋରେନ୍ ଆଜି ଆସି ରାଞ୍ଚିରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ଶାସକ ଦଳର!-->…
ଜାହାଜରୁ ଅପହୃତ ୧୯ ପାକିସ୍ତାନ ନାବିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା
ପାକିସ୍ତାନ ନାବିକଙ୍କୁ ସାହାଯ୍ୟର ହାତ ବଢାଇଲା ଭାରତୀୟ ନୌସେନା। ସୋମାଲିଆ ଉପକୂଳରୁ ଅପହୃତ ପାକିସ୍ତାନର ୧୯ ଜଣ ନାବିକଙ୍କ ସୁରକ୍ଷିତ ଉଦ୍ଧାର କରିଛି। ଭାରତୀୟ ଯୁଦ୍ଧ ଜାହାଜ INS ସୁମିତ୍ରା ଏହି ସାହସିକତା ଦେଖାଇଛି।
୩୬ ଘଣ୍ଟା ମଧ୍ୟରେ ଭାରତୀୟ ଯୁଦ୍ଧ ଜାହାଜ ହାଇଜ୍ୟାକ୍!-->!-->!-->…
ବିନା ଅନୁମତିରେ ଦିଲ୍ଲୀ-ବାକୁ ବିମାନ ଉଡ଼ାଣ ଭରିବାରୁ ଇଣ୍ଡିଗୋର ପାଇଲଟ ନିଲମ୍ବିତ
ନୂଆଦିଲ୍ଲୀ: ଦିଲ୍ଲୀରୁ ଆଜରବାଇଜାନର ରାଜଧାନୀ ବାକୁ ଯାଉଥିବା ଇଣ୍ଡିଗୋ ବିମାନର ପାଇଲଟମାନଙ୍କୁ ବିମାନ ଉଡ଼ାଣରୁ ହଟାଇ ଦିଆଯାଇଛି ଏବଂ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଆବଶ୍ୟକ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି) ଅନୁମତି ବିନା ଉଡ଼ାଣ…
ମେୟର ନିର୍ବାଚନରେ ଜିତିଲା ବିଜେପି, ବର୍ଷିଲେ କେଜ୍ରିୱାଲ…
ଚଣ୍ଡିଗଡ଼ ମେୟର ନିର୍ବାଚନରେ ବାଜିମାତ କରିଛି ବିଜେପି। ଦଳ ପାଖରେ ବିଜୟୀ ହେବାକୁ ସଂଖ୍ୟା ନଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ମେୟର ହୋଇଛନ୍ତି। ବିରୋଧୀ ଆପ୍ ଓ କଂଗ୍ରେସ ପାଖରେ ୨୦ଟି ଭୋଟ ଥିଲା। କିନ୍ତୁ ପ୍ରିଜାଇଡିଂ ଅଫିସର ହଠାତ୍ ୮ଟି ଭୋଟକୁ ନାକଚ କରି ଦେଇଥିଲେ।…
ମାଲକାନଗିରି ସୀମାନ୍ତ ରେ ମାଓ ହାମଲାରେ ୩ ସହୀଦ ୨ ଗୁରୁତର…
ମାଲକାନଗିରି : ମାଲକାନଗିରି ସୀମାନ୍ତ ସୁକମା ଓ ବିଜାପୁର ଜିଲ୍ଲାର ସୀମାନ୍ତ ଟେକାଲଗୁଡା ଗ୍ରାମରେ ଠାରେ ୨୦୪ କୋବ୍ରା ଡ଼ିଆରଜି ଯବାନ ଙ୍କ ନୂତନ କ୍ୟାମ୍ପ ସ୍ଥାପନ ବେଳେ କ୍ୟାମ୍ପ ଠାରୁ କିଛିଦୂରରେ ସୁରକ୍ଷା ବାହିନୀ ଓ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ୩ଜଣ!-->!-->!-->…
ଉତ୍ତରାଖଣ୍ଡରେ ଲାଗୁ ହେବ ୟୁସିସି !
ୟୁନିଫର୍ମ ସିଭିଲ କୋଡ (ୟୁସିସି) ବା ଏକକ ନାଗରିକ ସଂହିତା ଲାଗୁ କରିବାକୁ ଅଣ୍ଟା ଭିଡୁଛି ଉତ୍ତରାଖଣ୍ଡ। ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ସରକାର ଲାଗୁ କରିବାକୁ ଯାଉଛନ୍ତି ୟୁସିସି ନିୟମ। ଏନେଇ ଏକ ବଡ ଅପଡେଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି।
ମୁଖ୍ୟମନ୍ତ୍ରୀ ଧାମି!-->!-->!-->…
ପରୀକ୍ଷା-ପେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା; ପ୍ରତିଯୋଗିତା ବନ୍ଧୁଙ୍କ ସହ ନୁହେଁ, ନିଜ ସହ କର…
ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 'ପରୀକ୍ଷା-ପେ ଚର୍ଚ୍ଚା' କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କ ମନର ଦ୍ୱନ୍ଦ୍ୱ ଦୂର କଲେ। ଏଥିସହ ପିଲାମାନେ କିପରି ଚାପମୁକ୍ତ ହୋଇ ପରୀକ୍ଷା ଦେବେ ସେଥିପାଇଁ ଟିପ୍ସ ଦେଇଛନ୍ତି!-->…
ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଙ୍କୁ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍…
କୁଆଡ଼େ ଗଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ତାଙ୍କୁ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍। ଇଡିର ଏକ ଟିମ୍ ଆଜି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ଦିଲ୍ଲୀ ସ୍ଥିତ ଶାନ୍ତି ନିକେତନ ଘରେ ପହଞ୍ଚିଛି। ତାଙ୍କ ଘରୁ ଅନେକ ଦସ୍ତାବିଜ ଜବତ ହୋଇଛି। ଇଡିର ଟିମ୍ ଏବେ ବି!-->…