Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବିମାନ ବାଥ୍ରୁମ୍ରେ ନାବାଳିକାଙ୍କ ଭିଡିଓ ଉଠାଉଥିବା କର୍ମଚାରୀ ଗିରଫ
ଭର୍ଜିନିଆ: ବିମାନ ବାଥ୍ରୁମ୍ରେ ଏକାଧିକ ନାବାଳିକାଙ୍କ ଭିଡିଓ ଉତ୍ତୋଳନ କରିଥିବା ଆମେରିକାନ୍ ଏୟାର୍ଲାଇନ୍ର ଜଣେ ଆଟେଣ୍ଡାଣ୍ଟ୍ଙ୍କୁ ଗୁରୁବାର ଦିନ ଭର୍ଜିନିଆରୁ ଫେଡେରାଲ୍ ଏଜେଣ୍ଟ୍ମାନେ ଗିରଫ…
ଜେରା କରିବାକୁ ହେମନ୍ତ ସୋରେନ୍ଙ୍କ ରାଞ୍ଚି ବାସଭବନରେ ପହଞ୍ଚିଲା ‘ଇଡି’ ଟିମ୍
ନୂଆଦିଲ୍ଲୀ: ‘ମନି ଲଣ୍ଡରିଂ’ ମାମଲାରେ ଜେରା କରିବା ଲାଗି ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ରାଞ୍ଚିସ୍ଥିତ ବାସଭବନରେ ପହଞ୍ଚିଥିବା କଥା…
ଓଡିଶା ସୀମାନ୍ତ ଛତିଶଗଡ଼ରେ ପୁଲିସର ବଡ ଅପରେସନ, ୩ ମାଓବାଦୀ ନିହତ
ରାୟପୁର: ଓଡିଶା ସୀମାନ୍ତ ଛତିଶଗଡ ବିଜାପୁରଠାରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୁଲିସ ଗୁଳିରେ ୩ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମୃତକ ମାଓବାଦୀଙ୍କ ମଧ୍ୟରେ ୨ ମହିଳା…
ପତ୍ନୀ ଥାଉ ଥାଉ ଅନ୍ୟତ୍ର ବିବାହ କଲେ ସାନିଆଙ୍କ ସ୍ବାମୀ
ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ୍ ମଲ୍ଲିକଙ୍କ ବୈବାହିକ ଜୀବନ ଶେଷରେ ଭିନ୍ନ ମୋଡ଼ ନେଇଛି। କାରଣ ଦ୍ବିତୀୟ ବିବାହ କରି…
ମୁସଲମାନଙ୍କଠାରୁ ଯୋଜନାବଦ୍ଧ ଢଙ୍ଗରେ ଛଡ଼େଇ ନିଆଯାଇଛି ବାବ୍ରି ମସଜିଦ୍
କଲବୁର୍ଗି : ଜାନୁଆରୀ ୨୨ ରେ ଅଯୋଧ୍ୟାରେ ହେବାକୁ ଥିବା ବିବାହ ସମାରୋହ ପୂର୍ବରୁ ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ (ଏଆଇଏମଆଇଏମ୍) ସଭାପତି ଅସଦୁଦ୍ଦିନ ଓୱେସି ଏକ ବଡ଼ ଅଭିଯୋଗ କରିଛନ୍ତି । ସେ…
ସରକାରୀ ବଙ୍ଗଳା ଖାଲି କଲେ ମହୁଆ ମୋଇତ୍ର…
ସରକାରୀ ବଙ୍ଗଳା ଖାଲି କଲେ ଟିଏମସି ନେତ୍ରୀ ମହୁଆ ମୋଇତ୍ର। ବଙ୍ଗଳା ଖାଲି କରିବାକୁ ନେଇ ହାଇକୋର୍ଟରେ କରିଥିବା ଚ୍ୟାଲେଞ୍ଜ ଖାରଜ ହେବା ପରେ ଶେଷରେ ଆଜି ମହୁଆ ରହୁଥିବା ସରକାରୀ ବଙ୍ଗଳା ଖାଲି ହୋଇଛି। ଇଷ୍ଟେଟ ନିର୍ଦ୍ଦେଶାଳୟର ଏକ ଟିମ୍ ବଙ୍ଗଳା ଖାଲି…
ଅନଲାଇନ୍ ଗେମ୍ ପାସ୍ୱାର୍ଡ ନ ଦେବାରୁ ସାଙ୍ଗମାନେ ନେଲେ ସାଙ୍ଗର ଜୀବନ
ଅନଲାଇନ୍ ଗେମ୍ ଖେଳିବା ହେଲା କାଳ। ଘନିଷ୍ଣ ବନ୍ଧୁ ପାଲଟିଗଲେ ଶତ୍ରୁ। ଅନଲାଇନ୍ ଗେମ୍ର ପାସ୍ୱାର୍ଡ ନ ଦେବାରୁ ସାଙ୍ଗମାନେ ହିଁ ନେଇଗଲେ ସାଙ୍ଗର ଜୀବନ । ପ୍ରମାଣ ନଷ୍ଟ ପାଇଁ ସେମାନେ ମୃତଦେହକୁ ଜଙ୍ଗଲରେ ପୋଡ଼ିବା ପରେ ପୋତି ଦେଇଥିଲେ । ମୃତକ ଓ ଅଭିଯୁକ୍ତ ସମସ୍ତେ…
ଲୋକସଭା ନିର୍ବାଚନ ପାଇଁ ସପା ଓ ଆରଏଲଡି ମଧ୍ୟରେ ମେଣ୍ଟ…
ନୂଆଦିଲ୍ଲୀ: ୨୦୨୪ ମସିହାରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ମଧ୍ୟରେ ଆସନ ବୁଝାମଣା ହୋଇଛି । ସୂଚନାନୁସାରେ, ଆରଏଲଡି ୭ ରୁ ୮ଟି ଆସନରେ ମିଳିତ ଭାବେ ଲଢ଼ିବ । ପଶ୍ଚିମ ଉତ୍ତରପ୍ରଦେଶର ଅଧିକାଂଶ ଆସନକୁ ନେଇ ଆରଏଲଡି…
ଅନାଥ ଆଶ୍ରମରେ ଦିଆଯାଉଛି ଅସହ୍ୟ ଯନ୍ତ୍ରଣା; ଓଲଟାଇ ଟାଙ୍ଗିଦେବା ସହ ଲଙ୍କା ଧୂଆଁ ଦେଉଛନ୍ତି…
ମଧ୍ୟପ୍ରଦେଶ ଇନ୍ଦୋରର ଏକ ଅନାଥ ଆଶ୍ରମରେ ପିଲାମାନଙ୍କୁ ଦିଆଯାଉଛି ଅକଥନୀୟ ଯନ୍ତ୍ରଣା। ଶିଶୁ କଲ୍ୟାଣ କମିଟି (CWC) ଗତ ସପ୍ତାହରେ ଅଚାନକ ଅନାଥ ଆଶ୍ରମ ପରିଦର୍ଶନ କରି ସାମ୍ନାକୁ ଆଣିଛି ଭିତିରି କଥା। ପିଲାମାନେ କିପରି ନିର୍ଯାତନାର ଶିକାର ହେଉଛନ୍ତି, ତାର…
ମନଇଚ୍ଛା ଆଣ୍ଟିବାୟୋଟିକ୍ ଲେଖିପାରିବେନି ଡାକ୍ତର
ଏଣିକି ଡାକ୍ତରମାନେ ଔଷଧ ଲେଖିବା ବେଳେ ଆଣ୍ଟିବାୟୋଟିକ୍ସ ଦେଲେ, ତା’ର କାରଣ ଦର୍ଶାଇବେ। କେଉଁ କାରଣ ପାଇଁ ସେମାନେ ଆଣ୍ଟିବାୟୋଟିକ୍ସ ଲେଖୁଛନ୍ତି, ତାହା ପ୍ରେସକ୍ରିପ୍ସନରେ ଉଲ୍ଲେଖ କରିବେ। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ…